ଭାଉଜ ଜୀବନ ହାରନି “ମୁଁ ହେବି ତୁମ ସ୍ଵାମୀ”! ଭାଇ ହୋଇ ସାଥ ଦେଲେ ପରେ ସାଜିଲେ ସ୍ଵାମୀ, ଯେବେ ସତ ସାମ୍ନାକୁ ଆସିଲା ତ …. ଦେଖନ୍ତୁ କଣ କହୁଛନ୍ତି ମହିଳା ଜଣଙ୍କ

ଏମିତି ସାହାଜ୍ଯ ମୋତେ ଦରକାର ନାହି । ପ୍ରଥମେ ଭାଉଜ କହି ଜୀବନ ବଞ୍ଚାଇବ । ଆଉ ପରେ ଗର୍ଭବତୀ କରି ଅଧା ବାଟରୁ ଛାଡି ଦେବ । ହଁ ଦର୍ଶକ ବନ୍ଧୁ ମହିଳା ଜଣକ କହୁଛନ୍ତି ଅଧା ବାଟରେ ସ୍ଵାମୀ ମୋତେ ଛାଡିବା ପାଇଁ ଚାଲିଗଲା । ଆଉ ମୁଁ ମ-ରି-ବା ପାଇଁ କୋଳରେ କୁନି ଝିଅକୁ ନେଇ ରେଳ ଲାଇନକୁ ଯାଇଥିଲି । ମୋ ପଛରେ ଆସି କହିଥିଲା ଭାଉଜ କଣ ହୋଇଛି ମୁଁ ତୁମକୁ ସାହାଜ୍ଯ କରିବି ମୁଁ ଅଛି ।

ତୁମେ ଏ ଦୁନିଆରେ ଏକା ନୁହଁ । ସ୍ଵାମୀ ନ ଥାଉ ମୁଁ ଭାଇ ହୋଇ ତୁମ ପଛରେ ସବୁବେଳେ ରହିବି । ଏଭଳି କହି ସେଦିନ ମୋ ଜୀବନ ବଞ୍ଚାଇଥିଲା ଆଉ ଘରକୁ ନେଇଥିଲା । କିନ୍ତୁ ଆଜି ତା ପାଇଁ ମୁଁ 3 ମାସର ଗର୍ଭବତୀ । କିନ୍ତୁ ସେ ଏବେ ମୋ କଥା ବୁଝୁ ନାହି । ଭାଇ ହୋଇ ପ୍ରଥମେ ସାହାଜ୍ଯ କରିଲେ ଆଉ ପାଖରେ ରହିଲେ । ଆଉ କହିଲ ତୋ ସ୍ଵାମୀ ଛାଡି ଦେଲେ କଣ ହେଲା ମୁଁ ତୋ ସ୍ଵାମୀ ବି ହେବି ।

ଆଉ ଏବେ ପୀ-ଡ଼ି-ତା ମହିଳା 3 ମାସର ଗର୍ଭବତୀ କିନ୍ତୁ ତାଙ୍କ ପାଖରେ କେହି ନାହାନ୍ତି । କାରଣ ଏ ନୂଆରେ ବନିଥିବା ସ୍ଵାମୀ ବି ଛାଡି ଦେଇଛି । ମହିଳା ଯେବେ ଘରକୁ ଆସିଥିଲେ ଜାଣିବାକୁ ପାଇଲେ କୁ ପୁରୁଷ ଜଣକ ପୂର୍ବରୁ ବିବାହ କରିଛନ୍ତି । କିନ୍ତୁ ଜୀବନ ବଞ୍ଚାଇଲା ବେଳକୁ ଏ କଥା କହି ନ ଥିଲେ । ସେଦିନ କୋଳରେ 10 ଦିନର ଝିଅକୁ ଧରି ଜୀବନ ହା-ରି-ବା-କୁ ଯାଇଥିଲେ ।

ଆଉ ସେଦିନ ଏହି ମଣିଷ ଟି କହିଥିଲା ମୁଁ ଭଲ ବନ୍ଧୁ ଓ ତୁମ ସହ ରହିବି । ତୁମେ ମୋତେ ନିଜର ବଡ ଭାଇ ମାନି ପାରିବ । ମୁଁ ତୁମକୁ ସବୁବେଳେ ସାହାଜ୍ଯ କରିବି । ରାତି ଦିନ କାଟିବା ସହ ମନରେ ପରିବର୍ତ୍ତନ ଆସିଲା । ଭାଇ ସମ୍ପର୍କ ରୁ ସ୍ଵାମୀ ସମ୍ପର୍କ କୁ ଆସିଥିଲା । ଆଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ମହିଳା ଜଣକ ଗର୍ଭବତୀ ହେବା ପରେ ଜିଦ ଧରିଥିଲେ ହାଇଦ୍ରାବାଦ ରୁ ମୁଁ ତୁମ ଗାଁ କୁ ଯିବୀ ।

ଆଉ ଗାଁ କୁ ଆସି ଦେଖିବା ବଳକୁ ଆଉ ଜଣେ ସ୍ତ୍ରୀ ରହିଛନ୍ତି ଘରେ । ସେଠାରେ ପୂର୍ବ ସ୍ତ୍ରୀ ଓ ମା ଦୁହେଁ ମିଶି ଗା-ଳି ଗୁ-ଲ-ଜ କରି ମା-ଡ ମା-ରି-ବା-ର ଅ-ଭି-ଯୋ-ଗ କରିଛନ୍ତି ପୀଡିତ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧୀନ ଲକ୍ଷ୍ମଣନାଥ ଗାଁ ର ଜଣେ ଭାଇଙ୍କର କାହାଣୀ ।

ଯେଉଁ ଭାଇ ସାହାଯ୍ୟର ଆଳ ରେ ଶରୀର ସୁଖ ନେଲେ ଆଉ ସ୍ଵାମୀ ବି ହେଲେ । ଆଉ ଏବେ ମହିଳା ଯେବେ ଗର୍ଭବତୀ ଅଛନ୍ତି ତାଙ୍କୁ ଛାଡି ଦେଇଛନ୍ତି । କାରଣ ଘରେ ଅଛି ଆଉ ଜଣେ ସ୍ତ୍ରୀ । ନ୍ୟାୟ ପାଇବାକୁ ମହିଳା ଥାନର ଦ୍ଵାରସ୍ଥ ହୋଇଛନ୍ତି । ତାହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *