ଭାଉଜ ଐଶ୍ଵର୍ଯ୍ୟଙ୍କ ଏହି ଅଭ୍ୟାସ ପାଇଁ ଚିଡୁଛନ୍ତି ଶ୍ଵେତା ବଚ୍ଚନ, କହିଲେ ” ମତେ ରାଗ ଲାଗେ ଯେବେ ସିଏ…”

ବଲିଉଡ ଦୁନିଆରେ ପରିବାରରେ ବଚ୍ଚନ ପରିବାର ନାମ ବହୁତ ଉପରେ ଅଛି । ବଚ୍ଚନ ପରିବାର ବହୁତ ଭଲରେ ରହୁଛି, ବଲିଉଡର କଥା  କୁହାଯାଇଛି ଯେ  ବଚ୍ଚନ ପରିବାର ନାମ ନେଇନେ ତ କିଛି ଅଧୁରା ଲାଗେ। ବଚ୍ଚନ ପରିବାର ନାମ ଖାଲି ବଲିଉଡରେ ନୁହେଁ ପୁରା ବିଶ୍ବରେ ଉପରେ ଅଛି ।

ବଚ୍ଚନ ପରିବାର ଖାସିୟତ ଏହି ଯେ ସମସ୍ତେ ମିଶି ଏକାଠି ରହୁଛନ୍ତି। ବଚ୍ଚନ ପରିବାରର ମୁଖ୍ୟ ଅମିତାଭ ବଚ୍ଚନ ସବୁଠୁ ବଡ ମହାନାୟକ ଅଟନ୍ତି,ତାଙ୍କର ବୋହୁ ଐଶ୍ଵରୀଆ ରାୟ ବିଶ୍ଵ ସୁନ୍ଦରୀ ଅଟନ୍ତି । ଜାଣିବା ଆପଣଙ୍କ ପାଇଁ କଣ ଖାସ ଅଛି।

Image Courtesy: Google

ବଚ୍ଚନ ପରିବାକୁ ଛିଙ୍କ ଆସିଲେ ବି, ସେଇ କଥା ମୁଖ୍ୟ ଖବର ହୋଇଯାଏ । ବଚ୍ଚନ ପରିବାରର ସମସ୍ତଙ୍କ ପଛରେ କ୍ୟାମେରା ବୁଲୁଛି ଓ କ୍ୟାମେରାର ନଜର ସବୁବେଳେ ଏମାନଙ୍କ ଉପରେ ରହେ । ବଚ୍ଚନ ପରିବାରରେ ବହୁତ କଳାକାର ଅଛନ୍ତି, କିନ୍ତୁ ସେହି ପରିବାରର ଝିଅ ବଲିଉଡରେ କେବେ ନଜର ଆସିନାହାନ୍ତି । ତାଙ୍କୁ ତାଙ୍କ କ୍ଯାରିୟର ବଲୀଉଡରେ ବନେଇଇବାର ନଥିଲା ସେଥିପାଇଁ ସେ ବଚ୍ଚନ ପରିବାରର ଗୋଟେ ସଦସ୍ୟ ଯିଏ ବଲିଉଡରେ ନାହାନ୍ତି ।

Image Courtesy: Google

ପରିବାର ସାଙ୍ଗରେ ଶ୍ଵେତା ବଚ୍ଚନ ନନ୍ଦା ସବୁବେଳେ ଦେଖାଯାନ୍ତି

ଶ୍ଵେତା ବଚ୍ଚନ ନନ୍ଦା ସିନା ବଲିଉଡରେ ପାଦ ଦେଇନାହାନ୍ତି,କିନ୍ତୁ ସବୁବେଳେ ସେ ବଚ୍ଚନ ପରିବାର ସାଙ୍ଗରେ ଦେଖାଯାନ୍ତି । ଆୱାର୍ଡ ଫଙ୍କଶନରେ ନିଜ ପରିବାର ସହିତ ଶ୍ଵେତା ବଚ୍ଚନ ନନ୍ଦା କ୍ୟାମେରାରେ କଏଦ ହୁଅନ୍ତି । ଶ୍ଵେତା ବଚ୍ଚନ ନନ୍ଦା ଗୋଟେ ଚାଟ ସୋରେ ନିଜ ଭାଉଜଙ୍କୁ ନେଇ ବଡ ଖୁଲାସା କଲେ । ଶ୍ଵେତା ବଚ୍ଚନ ନନ୍ଦାଙ୍କ ଭାଉଜ ଐଶ୍ଵର୍ଯ୍ୟ ରାୟଙ୍କର ପୁରା ଦୁନିଆରେ ଫ୍ୟାନ୍ସ ଅଛନ୍ତି, କିନ୍ତୁ ଶ୍ଵେତା ବଚ୍ଚନ ନନ୍ଦାଙ୍କୁ ତାଙ୍କ ଗୋଟେ କଥା  ବହୁତ ଖରାପ ଲାଗେ, ସେଥିପାଇଁ ସେ ଆଜିବି ଐଶ୍ଵର୍ଯ୍ୟଙ୍କ ଉପରେ ରାଗିଛନ୍ତି ।

Image Courtesy: Google

ଐଶ୍ଵଙ୍କର ଏହି କଥାରେ ଶ୍ଵେତା ବଚ୍ଚନ ଚିଡନ୍ତି

ଚାଟ ସୋରେ ଯେବେ ଶ୍ଵେତା ବଚ୍ଚନଙ୍କୁ ଐଶ୍ଵରୀଆ ରାୟଙ୍କ ବିଷୟରେ ପଚରାଗଲା ସେ କହିଲେ ଐଶ୍ଵଙ୍କ ସବୁ ଗୁଣ ତାଙ୍କୁ ପସନ୍ଦ ଲାଗେ, କିନ୍ତୁ ଗୋଟେ କଥା ତାଙ୍କୁ ବହୁତ ଖରାପ ଲାଗେ । ଐଶ୍ଵ କେବେ ବି ଫୋନ ଓ ମେସେଜର ଜବାବ ଦିଅନ୍ତି ନାହିଁ, ଯେଉଁ କଥା ପାଇଁ ଶ୍ଵେତା ବଚ୍ଚନ ଐଶ୍ଵଙ୍କ ଉପରେ ରାଗିଛନ୍ତି, ଆଜି ପର୍ଯ୍ୟନ୍ତ କେବେବି ଜଣାପଡେନି ସେ ଫୋନ ଓ ମେସେଜର ଜବାବ କାହିଁକି ଦିଅନ୍ତି ନାହିଁ? ଶ୍ଵେତା ବଚ୍ଚନ କହିଲେ ଐଶ୍ଵଙ୍କ ଆତ୍ମବିଶ୍ଵାସ ବହୁତ ଅଟେ, ଯେଉଁ କଥା ତାଙ୍କୁ ପସନ୍ଦ ଲାଗେ ।

Image Courtesy: Google

ଅଭିଷେକ ବଚ୍ଚନ ମଧ୍ୟ ଖୁଲସା କଲେ

ଶ୍ଵେତା ବଚ୍ଚନ ନନ୍ଦାଙ୍କ ସାଙ୍ଗରେ ଅଭିଷେକ ବଚ୍ଚନ ମଧ୍ୟ ଚାଟ ସୋରେ ଯାଇଥିଲେ ସେ କହିଲେ ଅଭିନେତାଙ୍କ ପାଇଁ ସବୁଠୁ ଖରାପ କଥା ହେଲା ତାଙ୍କ ଜାଗାରେ ଆଉ କିଏ ସ୍ଟେଜ ଉପରେ ରହୁ ଓ ତାଙ୍କୁ ସାଇଟ ରୋଲ ଦିଆଯାଉ, ଯେଉଁଟା ବହୁତ ଖରାପ ଅଟେ । ଅଭିଷେକ ବଚ୍ଚନ କହିଲେ ଇଣ୍ଡଷ୍ଟ୍ରୀର ଲୋକ ବହୁତ ଖରାପ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *