ଏହି ମହିଳା ପୋଲିସକୁ ବର୍ଦିର ଗରମ ଦେଖାଇବା ପଡିଲା ମହଙ୍ଗା, ଏହି ଭିଡିଓ ଦେଖି ଆପଣଙ୍କ ରକ୍ତ ବି ଗରମ ହୋଇଯିବ

ଆଜିର ଆମର ଏହି ଲେଖା ରେ ପୋ-ଲି-ସ ମାନଙ୍କର ଏମିତି କିଛି କାହାଣୀ ରହିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ କୋରୋନା ମହାମାରୀ ଯୋଗୁ ଦେଶରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଲୋକଙ୍କର ଏତେ ଭୟ ନାହି ଯେତେ ଭୟ ପୋ-ଲି-ସ ଚାଲାଣ କାଟିବା ନେଇ ରହିଛି । କୌଣସି ବ୍ୟକ୍ତି କୋରୋନା ସମୟରେ ମାସ୍କ ନ ପିନ୍ଧିଲେ ତାରା ଚାଲାଣ କାଟିବା ସ୍ଵାଭାବିକ କଥା । କିନ୍ତୁ ଯେତେବେଳେ ପୋ-ଲି-ସ ନିଜର ବର୍ଦିର ଗରମ ଦେଖାଇ ଲୋକଙ୍କର ପଇସା ଲୁଟ କରିଥାଏ ତେବେ ସେମାନଙ୍କର କଣ ପାଇଁ ଚାଲାଣ କଟାଯାଏ ନାହି ତାହା ଏକ ପ୍ରଶ୍ନ ଉଠୁଛି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପୋ-ଲି-ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସାଧାରଣ ଜନତା ଓ ସୋସିଆଲ ମିଡିଆ ଜରିଆରେ ସେମାନଙ୍କର ଗର୍ବ ଚୁରମାର ହୋଇଛି ।

ପ୍ରଥମ ଭିଡିଓରେ ଓଭର ଲୋଡ କରୁଥିବା ଗାଡି ଚାଳକ ଠାରୁ କିଛି ପୋ-ଲି-ସ କର୍ମୀ ଚାଳନ କାଟିବାର ନଜର ଆସୁଛନ୍ତି । ଏହି ଭିଡିଓ ଟି ଯେଉଁ ବ୍ୟକ୍ତି କରିଛନ୍ତି ତାଙ୍କ ମତରେ ପୋ-ଲି-ସ ପ୍ରତେକ ଗାଡି ଚାଳକ ଠାରୁ ୫୦ରୁ ୧୦୦ ଟଙ୍କା ଚାଲାଣ କାଟି ଲୋକଙ୍କୁ ଲୁଟ କରିବାରେ ବ୍ୟସ୍ତ ରହିଛି । ଯେତେବେଳେ ପୋ-ଲି-ସ ଭିଡିଓ ହେବାର ଜାଣି ପାରିଲେ ସେହି ସମୟରେ ସେଠାରୁ ପଳାୟନ କରିଥିଲେ ।

୨- ଆଜିକା ଡେଟରେ ପେଟ୍ରୋଲ ଦର ଯେତେ ବଢିବାରେ ଲାଗିଛି ସେଥିପାଇଁ ଗାଡି ଚାଳକ ମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଅନ୍ୟ ଏକ ଭିଡିଓ ରେ ଜଣେ ପୋ-ଲି-ସ ମହିଳା ଅଟୋରେ ବସି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ ବିନା ଭଡା ଦେଇ ସେଠାରୁ ଚାଲିଳାଇ ଯାଉଛନ୍ତି । ଅଟୋ ଚାଳକ ଜଣକ ଏହାର ପ୍ରତିବାଦ କରି କରୁଛନ୍ତି ଯେ କଣ ପୋ-ଲି-ସ ବୋଲି ଗାଡିରେ ତେଲ ଲାଗିବ ନାହି । କେବଳ ଜନତା ଙ୍କ ପାଇଁ ଗାଡି ଚାଳକ ଭଡା ନେବେ ଆଉ ପୋ-ଲି-ସ ମାନଙ୍କ ପାଇଁ କଣ ବିନା ତେଲରେ ଗାଡି ଚାଲିବ ।

ଏହି ଭଳି ଅନେକ ପ୍ରଶ୍ନ କରି ଗାଡି ଚାଳକ ଜଣକ ପୋ-ଲି-ସ ମହିଳା କନେଷ୍ଟବଳ ଙ୍କର ପ୍ରତିବାଦ କରୁଛନ୍ତି । ଏହା ପରେ ମହିଳା କର୍ମୀ ଜଣକ ବାଧ୍ୟ ହୋଇ ଅଟୋ ଚାଳକକୁ ଭଡା ଦେଉଛନ୍ତି । କାରଣ ତାଙ୍କର ଭିଡିଓ ସେଠାରେ ଥିବା ଜଣେ ବ୍ୟକ୍ତି କରିବାକୁ ଲାଗିଲେ ।

ବନ୍ଧୁଗଣ ଏହି ଘଟଣା ଗୁଡିକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *