ଭିକାରୀର କୁଡିଆରେ AC କୁଲର ଦେଖି ପୋଲିସକୁ ହେଲା ସନ୍ଦେହ, ଯେବେ ଭିତରେ ଯାଇ ଦେଖିଲା ତ ହୋସ ଉଡିଗଲା

ଭାରତରେ ଜନ ସଂଖ୍ୟା ବୃଦ୍ଧି ହେବା ଯେପରି ଏକ ସମସ୍ଯା ସେହିପରି ଭାରତରେ ବେରୋଜଗାରିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଅର୍ଥନୈତିକ ସମସ୍ଯା ଦେଖାଯା ଉଛି ଯାହା ଫଳ ରେ ଭାରତରେ ଭିକାରି ମାନଙ୍କ ସଂଖ୍ୟା ଅଧିକ ଅଛି । କିନ୍ତୁ କିଛି ଲୋକ ସତ ରେ ଅର୍ଥନୈତିକ ଦ୍ରୁଷ୍ଟି ରୁ ଗରିବ ହୋଇଥାନ୍ତି । କିନ୍ତୁ ଆମେ ସମସ୍ତେ ଜାଣିଛୁ ଭିକ ମାଗିକି ପଇସା ରୋଜଗାର କରିବା ଏକ ସହଜ ବୃତି । ତେଣୁ କିଛି ଭଲ ଲୋକ ବି-କ-ଳା-ଙ୍ଗ ର ଅଭିନୟ କରି ରାସ୍ତା ରେ, ଭିଭିନ୍ନ ଧାର୍ମିକ ସ୍ଥାନରେ ଭିକ ମାଗିଥାନ୍ତି ଓ ଏହାକୁ ନିଜର ଆୟର ସ୍ରୋତ ଭାବିନୀଆନ୍ତି । କାରଣ ଭିକ ମାଗିବା ଅତ୍ୟନ୍ତ ସହଜ ଓ ବିନା ପରିଶ୍ରମର କାର୍ଯ୍ୟ ଅଟେ ।

ଆମେ ଭାବୁ ଭିକାରି ମାନେ ଅସହାୟ ଅଟନ୍ତି ତେଣୁ ଆମେ ତାଙ୍କୁ ଭିକ ଦେଉ । କିନ୍ତୁ ଯେଉଁ ମାନେ ଭିକାରି ର ଅଭିନୟ କରି ଭିକ ମାଗନ୍ତି ତାଙ୍କ ପାଖେ ଅଜସ୍ର ପଇସା ରହିଥାଏ । ତେବେ ଏହା ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହି କଥା ରେ ସତ୍ୟତା ଅଛି, ତେବେ ଏପରି କିଛି ଘଟନା ଲୋକଙ୍କ ନଜରକୁ ଆସିଅଛି । ମୁମ୍ବାଇ ସହର ରେ ରହୁଥିବା ବିଭିଜ ଚନ୍ଦାଜ ତାଙ୍କର ଗରିବ ଅବସ୍ଥା ଦେଖି ତାଙ୍କ ପରିବାର ଲୋକ ତାଙ୍କୁ ଛାଡି ପଳାଇ ଥିଲେ ।

ଏହା ପରେ ସେ ନିଜର ପେଟ ପୋଷିବା ପାଇଁ ଟ୍ରେନରେ ଭିକ ମାଗୁଥିଲେ ଦିନେ ଲେବେଲ କ୍ରସିଂ ସମୟରେ ଏକ ଟ୍ରେନ ତାଙ୍କୁ ଧକ୍କା ଦେବା ଫଳରେ ତାଙ୍କ ମୃ-ତ୍ୟୁ ହୋଇଥିଲା, ପୋ-ଲି-ସ ତାଙ୍କ ମୃ-ତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ସମର୍ପିତ କରିବା ନିମନ୍ତେ ଯେତେ ବେଳେ ତାଙ୍କ ଝୁମ୍ପ୍ପୁଡି କୁଡିଆ ରେ ପହଞ୍ଚିଲା ସେହିଠାରେ ପଇସାର ବସ୍ତା ମିଳିଲା ୨ ଲକ୍ଷ ମୁଦ୍ରା ଓ ବହୁତ ନୋଟ ଯାହାକୁ ଗଣିବାକୁ ପୋ-ଲି-ସ କୁ ୮ ଦିନ ସମୟ ଲାଗିଥିଲା ଓ ଏହା ଛଡା ଏକ ପାସବୁକ ମିଳିଥିଲା ଯେଉଥିରେ ୮ ଲକ୍ଷ ଓ ୭୭ ହଜାର ଟଙ୍କା ଥିଲା ।

ସେହିପରି ଅନେକ ଲୋକ ନିରୀହ ଛୁଆଙ୍କୁ ଅପହରଣ କରି ଜବରଦସ୍ତି ଭିକ ମଗାଇବା ବ୍ୟବସାୟ କରନ୍ତି ଯାହା କି ଏକ ଦଣ୍ଡନୀୟ ଅପରାଧ ଅଟେ । ଏହା ବି-ରୁ-ଦ୍ଧ ରେ ସରକାର କୌଣସି ପଦକ୍ଷେପ ନେବା ଉଚିତ । ସେହିପରି ଆମେରିକାର ଜଣେ ବ୍ୟକ୍ତି ଗ୍ୟାରୀ ଥମ୍ସନ ସେ ଭିକ ମାଗି ମାଗି ମାସକୁ ୭୦ ଲକ୍ଷ ଟଙ୍କା ଆୟ କରନ୍ତି । ସେ ହ୍ଵିଲ ଚେୟାର ରେ ବସି ଆମେରିକାର ସହରରେ ନିଜକୁ ବି-କ-ଳା-ଙ୍ଗ କହି ଭି-କ ମା-ଗି-ଥା-ନ୍ତି ।

ସେ ଜାଣିଥିଲେ ଯେଉଁ ଲୋକମାନେ ମାନସିକ ରୂପେ ଦୁର୍ବଳ ଓ ବି-କ-ଳା-ଙ୍ଗ ଥାନ୍ତି ସେମାନଙ୍କୁ ଲୋକମାନେ ଭିକ ଦିଅନ୍ତି, ତେଣୁ ସେ ଜଣେ ସାଧାରଣ ମଣିଷ ହୋଇ ମଧ୍ୟ ନିଜକୁ ବି-କ-ଳା-ଙ୍ଗ ସଜେଇ ଲୋକଙ୍କୁ ଲୁ-ଟୁ ଥିଲେ ଏହା ଛଡା ସେ ବି-କ-ଳା-ଙ୍ଗ ବୋଲି ସରକାରଙ୍କ ଠାରୁ ୬୦ ଲକ୍ଷ ଲୁଟି ଥିଲେ ପରେ ତାଙ୍କ ସତ ଜାଣିବା ଆମେରିକା ସରକାର ତାଙ୍କୁ ୧୪ ବର୍ଷର ଜେଲ କରିଥିଲେ । ଏହି ଭିକ ମଗା ନାଟକ ସାରା ଦୁନିଆରେ ବଢିଚାଲିଛି ତେଣୁ ଏହାକୁ ରୋକିବାକୁ ହେଲେ ସବୁ ସରକାର କଠିନ ଦ-ଣ୍ଡ ବାହାର କରିବା ଉଚିତ ।

Leave a Reply

Your email address will not be published. Required fields are marked *