ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବ୍ଯକ୍ତିର ମୃ-ତ୍ୟୁ ପରେ ରା-ମ ନା-ମ ସ-ତ୍ୟ ହେ ନାମ ଧରି ଶ-ବ କୁ ମ-ସା-ଣି କି ନିଆ ଯାଇଥାଏ । ଶ-ବ ସହ ସାଙ୍ଗରେ ଯାଉଛନ୍ତି ସାହି ପଡିସା ଓ ସମ୍ପର୍କୀୟ ମାନେ । ଶ୍ମ-ଶା-ନରେ କୋ-କେ-ଇ ସଜଡା ହୋଇ ଶ-ବ କୁ ଜୁ-ଇରେ ଲଦା ହେଲା । କାଠ ଉପରେ ସବ କୁ ଲଦି ଦିଆଗଲା ମୁ-ଖା-ଗ୍ନି । ହୁତୁହୁତୁ ହୋଇ ଜ-ଳି ଉଠିଲା ଶ-ବ । ଏହି ଭିଡିଓ ରେ ଆପଣ ମାନେ ଯାହା ଦେଖିଲେ ତାହା ହୁଏ ତ ସତ ଲାଗୁ ଥାଇପାରେ କିନ୍ତୁ ଏହା ପ୍ରକୃତ ସତ ନୁହେଁ । କାରଣ ଏଠାରେ ବିନା ଶ-ବ ରେ କୋ-କେ-ଇ ଯାଇଛି ।
ଏହିଭଳି ଅଦଭୂତ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ଶିଖରପୁର ପଞ୍ଚାୟତ ପାଟିଣି ଗାଁ ର ଯେଉଁଠାରେ ଶ-ବ ସ-ତ୍କା-ର ଏହିଭଳି ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ଏହି କୋକେଇ ରେ ମୃତ ଦେହ ବଦଳରେ ରହିଛି ପ୍ର-ତୀ-କା-ତ୍ମ-କ ଶ-ବ । ୩୦୦ ପଳାସ ପତ୍ର ରେ ପ୍ରସ୍ତୁତ ହୋଇଥିବା ଏହି ପ୍ର-ତୀ-କା-ତ୍ମ-କ ଶ-ବ ର ମୁ-ଖା-ଗ୍ନି ଦେବା ପାଇଁ ଆଗେ ଆଗେ ଯାଉଛନ୍ତି ପୁଅ ବାସୁଦେବ । ମୃ-ତ ବ୍ୟକ୍ତିଙ୍କ ନାତି ଖ-ଇ କ-ଉ-ଡି ପକାଇ ଯାଇଥିବା ବେଳେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଯାଉଛନ୍ତି ସାହି ପଡିସା ଓ ବନ୍ଧୁବର୍ଗ ମାନେ ।
ତେବେ ଏହାର କାରଣ କଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ପ୍ରକୃତ କଥା ହେଉଛି ନାଉ ଗାଁ ର ପାଟେଣି ବ୍ଲକର ବେଣୁଧର ଜେନା କୋଲକାତା ର ଏକ ବେସରକାରୀ ସଂସ୍ଥା ରେ କାମ କରୁଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ସ୍ତ୍ରୀ ସ୍ଵଭାବତୀ ଗାଁ ରେ ରହୁଥିଲେ । କିନ୍ତୁ କିଛି ବର୍ଷ ହେବ ବେଣୁଧର ଙ୍କ କୌଣସି ପତ୍ତା ମିଳୁ ନ ଥିଲା । ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ ।
ତାଙ୍କ ପରିବାର ଲୋକେ ବେଣୁଧରଙ୍କୁ କୋଲକାତା ଯାଇ କାମ କରୁଥିବା ସଂସ୍ଥାରେ ପଚରା ଉଚରା କରିବା ପରେ ଜାଣିବାକୁ ପାଇଲେ ଯେ ଦୀର୍ଘ ଦିନ ହେବ ସେ କାମକୁ ଆସୁ ନାହାନ୍ତି । ଏହା ପରେ ତାଙ୍କ ପରିବାର ଲୋକେ ଗାଁ କୁ ଫେରି ଆସିଥିଲେ । ଏହା ମଧ୍ୟ ରେ ବୀତି ଯାଇଛି ୩୬ ବର୍ଷ । ବେଣୁଧରଙ୍କ ସନ୍ଧାନ ନ ମିଳିବାରୁ ପରିବାରରେ ଆର୍ଥିକ ଅଭାବ ଦେଖା ଯାଉଥିଲା । ଏହାକୁ ନେଇ ପରିବାର ପୁରୀ ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ ।
ଏହା ପରେ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ବେଣୁଧରଙ୍କ ପୁଅ ବାସୁଦେବ ଏହି କାର୍ତ୍ତିକ ମାସରେ ବାପାଙ୍କ ଶୁ-ଦ୍ଧି-କ୍ରି-ୟା ସମ୍ପନ୍ନ କରିଛନ୍ତି । ଦୀର୍ଘ ୧୪ ଦିନ ଧରି ବେଣୁଧରଙ୍କ ଶୁ-ଦ୍ଧି-କ୍ରି-ୟା ନୀତି ଅନୁସାରେ ସମ୍ପନ୍ନ ହୋଇଛି । ଏହି ଘଟଣାଟି କାହାଣୀ ପରି ଳାଗୁଥିଲେ ମଧ୍ୟ ସତ୍ୟ ଅଟେ ।
ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।