ଭୋଜନ ପରେ ୯୦% ଲୋକ କରିଥାନ୍ତି ଏହି କାମ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ

ଏହି ସଂସାରରେ ବଞ୍ଚିବା ପାଇଁ ସମସ୍ତଙ୍କୁ ଭୋଜନ କରିବା ବହୁତ ଆବଶ୍ୟକ ଅଟେ କାହିଁକିନା ଭୋଜନ ସେବନ କଲେ ଆମ ଶରୀରକୁ ଊର୍ଜା ପ୍ରାପ୍ତ ହୋଇଥାଏ ଓ ସବୁ ପ୍ରକାର ଦୁର୍ବଳତା କମ ହୋଇଥାଏ । ଆଜିକା ସମୟରେ ଲୋକ ନିଜ କାମ ରେ ଏତେ ବ୍ୟସ୍ତ ରହିଲେଣି ଯାହା ଫଳରେ ସେ ସଠିକ ସମୟରେ ସଠିକ ଭୋଜନ ଖାଇ ପାରୁ ନାହାନ୍ତି । ତେବେ କେତେ ଲୋକ ଏମିତିକା କାମ କରନ୍ତି ଯାହା ଫଳରେ ତାଙ୍କୁ ଊର୍ଜା ପ୍ରାପ୍ତ ହୋଇ ନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି କାମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ଥାଏ ।

ଖାଇବା ପରେ ତୁରନ୍ତ ପାଣି ସେବନ କେବେ ବି କରନ୍ତୁ ନାହିଁ :

ଏମିତି ବହୁତ ଲୋକ ଅଛନ୍ତି ଯିଏ ଖାଇବା ସହ ବା ତୁରନ୍ତ ପରେ ପାଣି ସେବନ କରିଥାନ୍ତି କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । କାହିଁକିନା ଖାଇବା ତୁରନ୍ତ ପରେ ପାଣି ସେବନ କଲେ ପାଚନ ତନ୍ତ୍ର ଦୁର୍ବଳ ହୋଇଥାଏ । ଯାହା ଦ୍ଵାରା ଖାଇଥିବା ଭୋଜନ ଊର୍ଜା ଆମକୁ ମିଳି ନଥାଏ ଓ ଆମ ଶରୀର ଦୁର୍ବଳ ହୋଇଥାଏ । ସେଥିପାଇଁ ଭୁଲରେ ବି ଖାଇବା ପରେ ପାଣି ସେବନ କରନ୍ତୁ ନାହିଁ, ଖାଇବାର ୧୫ ରୁ ୨୦ ମିନିଟ ପରେ ପାଣି ସେବନ କରନ୍ତୁ ।

ଖାଇବା ପରେ ଚା ପିଇବା :

ଏମିତି ବହୁତ ଲୋକ ଅଛନ୍ତି ଯାହାକୁ ଖାଇବା ପରେ ଚା ପିଇବାକୁ ଇଛା ହୋଇଥାଏ ଓ ସେ ଚା ସେବନ କରନ୍ତି, ଆପଣଙ୍କୁ ଆଜି ଆମେ ଏହା କହିଦବାକୁ ଚାହୁଁଛୁ ଯେ ଖାଇବା ତୁରନ୍ତ ପରେ ଚା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଚା ପିଇଲେ ଏସିଡ ସମସ୍ୟା ହୋଇଥାଏ ଯାହା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ ସେଥିପାଇଁ ଚା ସେବନ କରିବା ଉଚିତ ନୁହଁ ।

ଆଶା କରୁଛୁ ଆମ ଦ୍ଵାରା ଦିଆଯାଇଥିବା ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ସାହାଯ୍ୟ କରିବ ସୁସ୍ଥ ରହିବା ପାଇଁ । ଏହିଭଳି ଅନେକ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଯଦି ଏହି ପୋଷ୍ଟଟି ଆପଣଙ୍କୁ ଠିକ ଲାଗେ ତେବେ ଅନ୍ୟ ମାନଙ୍କ ସହ ନିଶ୍ଚୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *