ଭୂତ କହୁଛି ସେହି କାଳ ରାତିର କଳା କାହାଣୀ, ଶୁଣିଲେ ରୁମ ଟାଙ୍କୁରି ଉଠିବ… ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ କେବେ ଏମିତି ଦୃଶ୍ୟ ଆଗରୁ ଦେଖି ନ ଥିବେ ଯାହାକୁ ଦେଖିଲେ ଭୟରେ ଆପଣ ଥଋ ଉଠିବେ । ପେତାତ୍ମାର ଅଟ୍ଟହାସ୍ୟ ଆଉ କଇଁ କଇଁ କାଣ୍ଡ ଶୁଣି ଦେହ ଶୀତେଇ ଉଠିବ । ଏ କାନ୍ଦ ପଛରେ ଥିବା ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ବିଚଳିତ । ସେଦିନ ଥିଲା ଅମାବାସ୍ୟା ରାତି ଆଉ ଗାଁର ଶେଷ ମୁଣ୍ଡରେ ଥିବା ଘର ଭିତରୁ ଶୁଭୁଥିଲା କଇଁ କଇଁ କାନ୍ଦ ଯେମିତି କେହି ନିଜର ମନର କଥା ବ୍ୟକ୍ତ କରିବାକୁ ଚେଷ୍ଟା କରୁଛି ମନେ ହେଉଥିଲା ।

ସତେ ଯେମିତି ନ୍ୟାୟ ପାଇବା ଆଶାରେ ସେ ଦୌଡି ଆସିଛି ଆଉ ନ୍ୟାୟ ନ ପାଇବା ଯାଏଁ ସେ ଜାଗା ଛାଡି ଯିବ ନାହି ବୋଲି କହୁଛି । ଦର୍ଶକ ବନ୍ଧୁ ଭୁତ ଖୋଲୁଛିଚି ମୃତ୍ୟୁର ରହସ୍ୟ ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ସତ୍ୟ । ପ୍ରେତାତ୍ମା ଖୋଲୁଛି ୮ ମାସ ତଳେ ଘଟିଥିବା ରୋମହର୍ଷଣକାରୀ ହତ୍ୟାର ଗୁମର । ଘୁରି ବୁଲୁଥିବା ପ୍ରେତାତ୍ମା ଏବେ ସବାର ହୋଇ ନିଜ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦେବାକୁ କାନ୍ଦିକି ନ୍ୟାୟ ମାଗୁଛି ।

ଗତ ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନରେ କଟକ ସଦର ବ୍ଲକ ଅନ୍ତର୍ଗତ ଜସପଡା ଗାଁର ସରପଞ୍ଚ ପ୍ରାର୍ଥୀନୀ ହୋଇଥିବା ନମୀତା ବେହରାଙ୍କ ନିର୍ବାଚନ ପୂର୍ବ ଦିନ ରାତିରେ ସନ୍ଦେହଜଣକ ମୃତ୍ୟୁ ଘଟିଥିଲା । ନମୀତାଙ୍କ ଏଭଳି ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ଗାଁର ଜଣେ ଯୁବତୀଙ୍କ ଦେହରେ ଶୱାର ହୋଇ ନମୀତା କହିଛନ୍ତି ସେଦିନ ରାତିର ଜଘନ୍ୟ ହତ୍ୟା କାଣ୍ଡର ରହସ୍ୟ ଯାହା ଆପଣ ମାନେ ବି ଶୁଣି ପାରିବେ ଏହି ଭିଡିଓରେ ।

ତେବେ ଆଜିର ଏ ବିଜ୍ଞାନ ଯୁଗରେ ଭୁତ ପ୍ରେତ କୁ ବିଶ୍ଵାସ କରାଯାଉ ନ ଥିବା ବେଳେ ନମୀତା ଙ୍କ ସେହି ପ୍ରେତାତ୍ମା ର ଲୁହ ଭରା କାହାଣୀ ଏ ସବୁକୁ ବିଶ୍ଵାସ କରିବାକୁ ଏକ ପ୍ରକାରର ବାଧ୍ୟ କରି ଦେଉଛି । ତେବେ ଯୁବତୀ ଜଣକ ତାଙ୍କ ମୁହଁରେ ତକିଆ ଦେଇ ହତ୍ୟା କରିଥିବାର ନିଖୁଣ ଅଭିନୟ କରି ଦର୍ଶାଉଛନ୍ତି । ସେହି ଆଶାୟୀ ପ୍ରାର୍ଥୀନୀ ଙ୍କ ହତ୍ୟା ଘଟଣା ଏପରି ଏକ ମୋଡ ନେଇଛି ଯେ ସ୍ଥାନୋଯାନୀୟ ପୋଲିସ ତଦନ୍ତର ଆବଶ୍ୟକତା ହୋଇଅପଡିଛି ବୋଲି କହିଛି ।

କାରଣ ପଞ୍ଚାଯତ ନିର୍ବାଚନ ପ୍ରାଠି ଭାବେ ଲଢୁଥିବା ନମୀତା ବେହେରା ଜଣେ ପରୋପକାରୀ ମହିଳା ଥିବା ବେଳେ ନିର୍ବାଚନର କେତେ ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସମର୍ଥକ ମାନେ । ତେବେ ପ୍ରେତାତ୍ମାର ବୟାନ ଓ ପାରିପାର୍ଶବପାର୍ଶ୍ଵିକ ସ୍ଥିତିକୁ ନେଇ ପୋଲିସର ତଦନ୍ତ କରିବାର ଜରୁରତ ରହିଥିବା ବେଳେ ନମୀତାଙ୍କର ମୃତୁ କେଉଁ କାରଣରୁ ଘଟିଲା ନା ପ୍ରେତାତ୍ମା ବନ ଅନୁଯାୟୀ ତାଙ୍କର ହତ୍ୟା ହୋଇଛି ତାହା ଲୋକଲୋଚନାକୁ ଆସିବା ଜରୁରୀ ହୋଇ ପଡିଛି । ତେବେ ଏହି ଘଟଣା ଟି କେତେ ଦୂର ସତ୍ୟ ତାହା ତଦନ୍ତ ପରେ ଜଣା ପଡିବ ।

 

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟନା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *