ମାଆ ବିରୁଦ୍ଧରେ ଦୁଇ ପିଲା ଆଣିଲେ ଏଭଳି ସାଂଘାତିକ ଅଭିଯୋଗ, ଯାହା କହିଲେ ଶୁଣି ଆପଣଙ୍କ ମୁଣ୍ଡ କାମ ଦେବନି: ଦେଖନ୍ତୁ Video କ’ଣ କହୁଛନ୍ତି ଦୁଇ ପିଲା

ନମସ୍କାର ବନ୍ଧୁଗଣ । ଆମ ଦେଶରେ ମା ର ତୁଳନା କାହା ସହ କରାଯାଇ ପାରିବ ନାହି । ଗୋଟେ ମା ନିଜ ପିଲା ପାଇଁ ନିଜ ଜୀବନ ମଧ୍ୟ ବାଜି ଲଗାଇ ଦିଏ । କିନ୍ତୁ ଆଜିର ଆମର ଏହି ଲେଖାରେ ଏମିତି କିଛି କାହାଣୀ ରହିଛି ଯେଉଁଥିରେ ମା ଶବ୍ଦର ନିନ୍ଦା କର ଯାଇଛି ।

ଏହି ଘ-ଟ-ଣା-ଟି ଭୁବନେଶ୍ଵରର ଚନ୍ଦ୍ରଶେଖରପୁରରେ ଜଣେ ମା ଅନ୍ୟ ପୁରୁଷଙ୍କ ସହ ଖ-ରା-ପ ସ-ମ୍ପ-ର୍କ ରହିବା ନେଇ ତାଙ୍କ ଝିଅ ଓ ପୁଅ ଅଭିଯୋଗ କରିଛନ୍ତି । ଏହା ସହ ଦୁଇ ପିଲାଙ୍କୁ ତା ମା ନି-ର୍ଘା-ତ ମା-ଡ ମା-ରି-ବା ସହ ମୁଣ୍ଡ ଫଟାଇ ଦେବାର ମଧ୍ୟ ଅ-ଭି-ଯୋ-ଗ ହୋଇଛି । ଅ-ଭି-ଯୋ-ଗ-କା-ରୀ-ଙ୍କ ଝିଅର କହିବା ଅନୁସାରେ ତାଙ୍କ ମା ତାଙ୍କ ସହ ଓ ଭାଇ ସହ ୨୦୧୭ ରୁ ଏପରି କରି ଆସୁଛନ୍ତି । ଏହା ସହ ତାଙ୍କ ମା ଅନ୍ୟ ପୁରୁଷଙ୍କ ସହ ନିଜ ଝିଅକୁ ଖ-ରା-ପ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରୁଛନ୍ତି ।

ଏହାର ପ୍ର-ତି-ବା-ଦ କରିଲେ ନିଜ ମା ନିଜ ପିଲା ଉପରେ ଅ-ତ୍ୟା-ଚା-ର କରିବାର ଅ-ଭି-ଯୋ-ଗ କରିଛନ୍ତି ସେ ଝିଅ ଜଣକ । ଅ-ଭି-ଯୋ-ଗ-କା-ରୀ-ଙ୍କ ପୁଅ ଓ ଝିଅ ତାଙ୍କ ମାଙ୍କର ବନ୍ଧୁ ପୁରୁଷଙ୍କର ନାଁ ରେ ମଧ୍ୟ ଅ-ଭି-ଯୋ-ଗ ଆଣିଛନ୍ତି ।

ତାଙ୍କ ଘରେ ମଧ୍ୟ କିଛି ଅ-ନୈ-ତି-କ ଘ-ଟ-ଣା ବାବଦରେ ମଧ୍ୟ ଅ-ଭି-ଯୋ-ଗ କରିବା ସହ ଏ ନେଇ ତୁରନ୍ତ କିଛି ଆକ୍ସନ ନେବାକୁ ଥା-ନାରେ ମା-ମ-ଲା ରୁ-ଜୁ କରା ଯାଇଛି । ଏହି ଘଟଣା ବାବଦରେ ଝିଅର ମା ନିଜ ରାଏରେ କହିଛନ୍ତି ଯେ ତାଙ୍କ ଝିଅର ଅନ୍ୟ କାହା ସହ ଖ-ରା-ପ ସ-ମ୍ପ-ର୍କ ରହିଛି ଯାହାର ପ୍ର-ତି-ବା-ଦ ମା କରିବା ଯୋଗୁ ଝିଅଟି ବର୍ତ୍ତମାନ ଓଲଟା ଅ-ଭି-ଯୋ-ଗ ମା ନାଁ ରେ କରୁଛି ।

ବର୍ତ୍ତମାନ ପୋ-ଲି-ସ ଏହି ଘଟଣା କୁ ନେଇ ପୁରା ଯାଞ୍ଚ କରିବା ପରେ ଜଣା ପଡିବ ଯେ କିଏ ସତ କହୁଛି ଓ କିଏ ମିଛ କହୁଛି । କିନ୍ତୁ ଏହି ଭିଡିଓ ରେ ଦୁଇ ପୁଅ ଝିଅଙ୍କ ମୁଣ୍ଡରେ ଆ-ଘା-ତ ଲାଗିବାର ନଜର ଆସୁଛି । ଝିଅ ଓ ପୁଅର ମା ତାଙ୍କ ନାଁ ରେ ହୋଇଥିବା ଅ-ଭି-ଯୋ-ଗ-କୁ ଖଣ୍ଡନ କରିଛନ୍ତି ଓ ଏହାର ବିପରୀତ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ପୋ-ଲି-ସ ଉଭୟ ଝିଅ ଓ ପୁଅର ମାଙ୍କୁ ଥା-ନାକୁ ଡକାଇ ତଦନ୍ତ କରିବା ପରେ ସତ କଣ ସାମନାକୁ ଆସିବ । ଏହି ଘ-ଟ-ଣା ରୁ ଏତିକି କୁହା ଯାଇପାରେ ଯେ ଗୋଟେ ଜନ୍ମ କଲା ମା କେମିତି ନିଜ ପିଲାଙ୍କ ଉପରେ ଏପରି ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର କରି ପାରୁଛି ତାହା ଆମ ଦେଶ ତଥା ସମାଜ ପାଇଁ ଲ-ଜ୍ୟା ଜ-ନ-କ ଓ ନି-ନ୍ଦ-ନୀ-ୟ ଘ-ଟ-ଣା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *