ଦେଖନ୍ତୁ ଭାଇରାଲ Video: ଭୁଲ ଚିକିତ୍ସା ପାଇଁ ଚାଲିଗଲା ସ୍ତ୍ରୀର ଜୀବନ, ସ୍ଵାମୀ କାନ୍ଦି କାନ୍ଦି କହୁଛି କିଛି ଏମିତି, ଶୁଣି ଆପଣ ବି କାନ୍ଦି ପକେଇବେ

ଡାକ୍ତର ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି କୁହାଯାଏ । କାରଣ ଭଗବାନ ପରେ ଯଦି କାହାର ଜୀବନ ବଞ୍ଚି ପାରିବ ତେବେ ତାହା କେବଳ ଜଣେ ଡାକ୍ତର ହିଁ କରି ପାରିବ । ସଠିକ ଚିକିତ୍ସା ଦ୍ଵାରା ଯେ କୌଣସି ବି ରୋଗୀ ରୋଗରୁ ବଞ୍ଚି ପାରିବ ।

କିନ୍ତୁ ବେଳେ ବେଳେ ଡାକ୍ତରଙ୍କ ନଜର ଅନ୍ଦାଜ ଯୋଗୁ କେତେକ ରୋଗୀମାନଙ୍କ ଜୀବନ ମଧ୍ୟ ଚାଲିଯାଏ । ନଚେତ ଭୁଲ ଔଷଧ କାରଣରୁ ବି କେତେକ ଲୋକମାନଙ୍କ ଜୀବନ ଚାଲିଯାଇଥାଏ । ଯାହାକି ଏକ ପ୍ରକାରର ଅ-ପ-ରା-ଧ ଅଟେ । କରୋନା ଯେବେଠୁ ଆରମ୍ଭ ହୋଇଛି ସେହି ସମୟରୁ ହିଁ କେତେକ ସ୍ଥାନରେ ଡାକ୍ତର ଓ ନର୍ସମାନଙ୍କର ପ୍ରଶଂସା କରଯାଉଥିବା ସମୟରେ କେତେକ ସ୍ଥାନରେ ଡାକ୍ତର, ନର୍ସ ଓ କମ୍ପାଉଣ୍ଡରଙ୍କ ବିଷୟରେ ବିଭିନ୍ନ ପ୍ରକାରର ଅଭିଯୋଗ ବି ସାମ୍ନାକୁ ଆସିଛି ।

କହିବାକୁ ଗଲେ ପୁଣି ଥରେ ଏହିଭଳି ଏକ ଅ-ଭି-ଯୋ-ଗ ସାମ୍ନାକୁ ଆସିଛି । ଯେଉଁଠି କୁହାଯାଉଛି କି ଡାକ୍ତରଙ୍କ ଅବହେଲା ଓ ଭୁଲ ଔଷଧ ଦେବା କାରଣରୁ ମହିଳା ଜଣଙ୍କ ଜୀବନ ଚାଲିଗଲା । ଏହା ପରେ ସେହି ସ୍ଥାନରେ ଉତ୍ତେଜନା ହେବା କାରଣରୁ କିଛି ସମୟ ପରେ ପୋ-ଲି-ସ ଆସି ମା-ମ-ଲାକୁ ଶାନ୍ତ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ଘ-ଟ-ଣା ଭୁବନେଶ୍ଵର ବିବେକାନନ୍ଦ ହସ୍ପିଟାଲର ଅଟେ ।

ଗତକାଲି ମୃ-ତ ମହିଳା ଜଣକ ବିଳମ୍ବିତ ରାତିରେ ନିଜର ପିଠିରେ ବହୁତ ଯନ୍ତ୍ରଣା ଅନୁଭବ କରିଲେ । ଏହା ପରେ ମହିଳା ଜଣଙ୍କୁ ତାଙ୍କର ପରିବାର ଲୋକମାନେ ଭୁବନେଶ୍ଵର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରିଲେ । କିନ୍ତୁ ପରିବାର ଲୋକମାନଙ୍କ ଅଭିଯୋଗ ଏହା ଅଟେ କି ଡାକ୍ତର ତାଙ୍କୁ ଭୁଲ ଇଂଜେକସନ ଦେଲେ ସେଥିପାଇଁ ତାଙ୍କର ଜୀବନ ଚାଲି ଯାଇଛି ।

କହିଦେଉଛୁ କି ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ମହିଳା ଜଣଙ୍କର ବିବାହକୁ ମାତ୍ର ୧୨ ଦିନ ହିଁ ହୋଇଛି ଓ ଅଚାନକ ମହିଳା ଜଣଙ୍କ ମୃ-ତ୍ୟୁରେ ତାଙ୍କର ପୁରା ପରିବାର ଭାଙ୍ଗି ଯାଇଛି । ମୃ-ତ୍ୟୁ ଖବର ଆସିବା ପରେ ହସ୍ପିଟାଲ ସାମ୍ନାରେ ପରିବାର ଲୋକମାନେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏତିକି ନୁହେଁ ମୃ-ତ୍ୟୁର ଅସଲ କାରଣ କଣ ବିଷୟରେ ପ୍ରଶ୍ନ କରିବାରୁ ମୃ-ତକର ଭାଇକୁ ହସ୍ପିଟାଲର ସିକ୍ୟୁରିଟି କର୍ମଚାରୀମାନେ ମା-ଡ ମଧ୍ୟ ମା-ରି-ଥି-ଲେ ।

ଏଥିପାଇଁ ଏହାକୁ ନେଇ ଆହୁରି ମଧ୍ୟ ଉତ୍ତେଜନା ଲାଗି ରିହିଛି । ଅଧିକ ଉତ୍ତେଜନା ହେବା କାରଣରୁ ନୟାପଲ୍ଲୀ ପୋ-ଲି-ସ ହସ୍ପିଟାଲକୁ ଯାଇ ଉତ୍ତେଜନାକୁ ଶାନ୍ତ କରିବା ସହ ମା-ମ-ଲା ଯାଞ୍ଚ ମଧ୍ୟ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲ କର୍ମଚାରୀମାନଙ୍କର କୌଣସି ବି ପ୍ରୀତିକ୍ରିୟା ମିଳି ନାହିଁ । କହିଦେଉଛୁ କି ମୃ-ତ ମହିଳାଙ୍କ ନାଁ ପ୍ରିୟଙ୍କା ପଟ୍ଟନାୟକ ଯିଏକି କିଛି ଦିନ ତଳେ ହିଁ ବରମୁଣ୍ଡା ଅଞ୍ଚଳରେ ବିବାହ କରିଥିଲେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *