ଭୁଲରେ ବି କାହା ଆଗରେ କୁହନ୍ତୁ ନାହିଁ ଏହି 5ଟି ସ୍ଵପ୍ନ, ନଚେତ… Swapna Shastra

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ରାତିରେ ଶୋଷିବା ସମୟରେ ସ୍ଵପ୍ନ ଦେଖିଥାଏ । ଆଉ ଏହି ସବୁ ସ୍ଵପ୍ନକୁ ପରିବାର ବ ଅନ୍ୟ କାହା ସହ ସେୟାର ମଧ୍ୟ କରିଥାଏ । ସ୍ଵପ୍ନ ଶାସ୍ତ୍ର ରେ ଏମିତି କିଛି ସ୍ଵପ୍ନ ବିଷୟରେ କୁହା ଯାଇଛି ଯାହାକୁ ଦେଖିଥିବାବ ବ୍ୟକ୍ତି ଅନ୍ୟ କାହା ସହ ପ୍ରକାଶ କରିଲେ ଖରାପ ପ୍ରଭାବ ପଡିଥାଏ ତ ଆଉ କିଛି ସ୍ଵପ୍ନ ଜୀବନରେ ଅନେକ ସାରା ଖୁସି ନେଇକି ଆସିଥାଏ । ଏମିତିକି କିଛି ସ୍ଵପ୍ନ କୁ ଅନ୍ୟ ଆଗରେ କହିବା ଦ୍ଵାରା ଜୀବନରେ ଦୁଖର କାରଣ ମଧ୍ୟ ହୋଇଥାଏ । ତେଣୁ ଆପଣଙ୍କ ମନରେ ଏହି ସ୍ଵପଙ୍କୁ ଜାଣିବା ପାଇଁ ଜିଜ୍ଞାସା ଆସୁଥିବ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ଵପ୍ନ ରେ ଭଗବାନଙ୍କ ଦର୍ଶନ ହେବା ସହ ସେ ଆପଣଙ୍କୁ ଆଶୀର୍ବାଦ ଦେଉଛନ୍ତି ତେବେ ଜାଣିବେ ଆପଣ ସଚ୍ଚା ଆତ୍ମା ରେ ପରାତମା ସହ ଜଡିତ ଅଛନ୍ତି । ଆପଣ ଜଣେ ପବିତ୍ର ବ୍ୟକ୍ତି ବୋଲି ସଂକେତ ମିଳିଥାଏ । ଏହା ସହ ଆପଣଙ୍କ ଆତ୍ମାରେ ଭଗବାନ ସର୍ବଦା ବସ କରିବାର ସୂଚନା ମିଳିଥାଏ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହି ।

୨- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ଵପ୍ନରେ ଦେଖାଯାଏ ଆପଣଙ୍କୁ ମାତା ପିତା ପାଣି ପିଆଉଛନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଆପଣଙ୍କୁ ଭବିଷ୍ୟତରେ ଉନ୍ନତି ହେବାର ସୂଚନା ମିଳିଥାଏ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରିଲେ ଜୀବନରେ ନେଗେଟିଭ ପ୍ରଭାବ ପଡିଥାଏ ।

୩- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତି ନିଜକୁ ସ୍ଵପ୍ନ ରେ ଗାଈ ର ସେବା କରିବାର ଦେଖିଥାଏ ତେବେ ଶୁଭ ସଂକେତ ହୋଇଥାଏ । ଏଭଳି ସ୍ଵପ୍ନ ଭାଗ୍ୟ ଚମକାଇବାର ସୂଚନା ଦେଇଥାଏ । କାରଣ ସନାତନ ଧର୍ମରେ ଗୋ-ମାତା ଙ୍କ ଠାରେ ସବୁ ଦେବିଦେବତା ଙ୍କ ବାସ ରହିବା କଥା କୁହା ଯାଇଛି । ଏମିତି ମାନା ଯାଇଛି ଭଳି ସ୍ଵପ୍ନ ଦେଖିଥିବା ବ୍ୟକ୍ତି ତା ପର ଦିନ ଗାଈକୁ ଘାସ ଖାଇବାକୁ ଦେବା ଉଚିତ । ତେଣୁ ଏହାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହି ।

୪- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି କବାଟ ଖୋଲିବାର ଦେଖନ୍ତି ତେବେ ଭାଗ୍ୟ ଉଦୟ ହେବାର ସଂକେତ ମିଳିଥାଏ । ଏହି ସ୍ଵପ୍ନ ଦେଖିବା ପରେ ଅସହାୟ ଲୋକଙ୍କୁ ହଳଦିଆ ବା ନାରଙ୍ଗି ରଙ୍ଗର ବସ୍ତ୍ର ଦାନ କରିବା ଉଚିତ । ଏହା ଦ୍ଵାରା ଏହି ସଂକେତ ଅଧିକ ପ୍ରଭାବଶାଳୀ ହୋଇଥାଏ ତେଣୁ ଏହାକୁ କାହା ଆଗରେ ପ୍ରକାଶ କରବା ଅନୁଚିତ ।

୫- ସ୍ଵପ୍ନ ରେ ନିଜକୁ ଗୋବର ଲିପିବାର ଦେଖିଲେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଶୁଭ ସଂକେତ ହୋଇଥାଏ । କୁହାଯାଏ ଏହି ସ୍ଵପ୍ନ ଦେଖିଥିବା ବ୍ଯକ୍ତିର ବନ୍ଦ ଥିବା ଭାଗ୍ୟ ଖୋଲି ଯାଇଥାଏ । କିନ୍ତୁ ଧ୍ୟାନ ରଖିବେ ଏହି ସ୍ଵପ୍ନ ଦେଖିବାର ପର ଦିନ କାହାକୁ କିଛି ଦାନ କରନ୍ତୁ । ଏହା ବିଷୟାରେ ଅନ୍ୟକୁ କହିବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *