ଭୁଲରେ ବି ଏହି ୪ଟି ଜିନିଷ ଚେହେରାରେ ଲଗାଇବା ଉଚିତ ନୁହଁ, ନଚେତ

ଆଜିକା ସମୟରେ ସମସ୍ତେ ନିଜ ଚେହେରା ସୁନ୍ଦର କରିବା ପାଇଁ ଇଛା କରିଥାନ୍ତି, ନିଜକୁ ସୁନ୍ଦର ଦେଖେଇବା ପାଇଁ ଆମେ ବହୁତ ପ୍ରକାର ବ୍ୟୁଟି ପ୍ରଡ଼କ୍ଟ ବ୍ୟବହାର କରିଥାଉ ଓ ଘରୋଇ ଉପଚାର ମଧ୍ୟ କରିଥାଉ । କିନ୍ତୁ କେତେ ଥର ଆମ ଚେହେରାରେ ପିମ୍ପଲ୍ସ ରେଶେଷ ଭଳି ସମସ୍ଯା ଦେଖିବାକୁ ମିଳିଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି ୪ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରାରେ ବ୍ୟବହାର ଭୁଲରେ ବି କରିବା ଉଚିତ ନୁହ ।

Image Courtesy: Google

୧. ବଡି ଲୋସନ :

ଭୁଲରେ ବି କେବେ ବଡି ଲୋସନ ଚେହେରାରେ ଲଗାଇବା ଉଚିତ ନୁହ କାହିଁକିନା ଅନ୍ୟ ବଡି ପାର୍ଟ ସ୍କିନ ଓ ଚେହେରା ସ୍କିନ ବହୁତ ସଫ୍ଟ ହୋଇଥାଏ ତେବେ ଚେହେରା ସ୍କିନ ବହୁତ ପତଳା ହୋଇଥାଏ ଯାହା ଦ୍ଵାରା କୌଣସି ଷ୍ଟ୍ରଙ୍ଗ ଜିନିଷ ଚେହେରାରେ ବହୁତ ଶୀଘ୍ର ରିଆକ୍ଟ କରିଥାଏ ଓ ଏହା ଦ୍ଵାରା ଆପଣଙ୍କ ସ୍କିନ ଖରାପ ହୋଇଥାଏ ।

Image Courtesy: Google

୨. ଭିନେଗାର :

ଭିନେଗାର ଡାଇରେକ୍ଟ କେବେ ଚେହେରାରେ କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଚେହେରା ଖରାପ ହୋଇଥାଏ ଓ ଆପଣଙ୍କୁ ଚେହେରା ଖରାପ ହୋଇଥାଏ ଓ ଯଦି ଆପଣ ପୁରୁଣା ଭିନେଗାର ବ୍ୟବହାର କରୁଛନ୍ତି ତେବେ ଏହାକୁ ନିଜ ଚେହେରା ଠାରୁ ଦୂରେଇ ରଖନ୍ତୁ କାହିଁକିନା ପୁରୁଣା ଭିନେଗାରରେ ୱାଟର କଣ୍ଟେଟ ପୂର୍ଣ ଭାବରେ ସମାପ୍ତ ହୋଇଥାଏ । ଭିନେଗାର ଏସିଡିଟି ନେଚର ଆଉ ଷ୍ଟ୍ରଙ୍ଗ ହୋଇଥାଏ ଯାହା ଚେହେରାରେ ବ୍ୟବହାର କଲେ ଆପଣଙ୍କ ଚେହେରା ଖରାପ ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରାରେ ରେଶେଷ ପଡିଥାଏ ସେଥିପାଇଁ ନିଜ ଚେହେରା ଉପରେ ଭିନେଗାର ବ୍ୟବହାର କରିବା ଉଚିତ ନୁହ ।

Image Courtesy: Google

୩. ଲେମ୍ବୁ :

ଲେମ୍ବୁ ଡାଇରେକ୍ଟ ଚେହେରା ଉପରେ ଲଗାଇବା ଉଚିତ ନୁହ, ଯଦି ଆପଣଙ୍କ ଲେମ୍ବୁ ନିଜ ଚେହେରା ଉପରେ ଲଗାଇବା ଉଚିତ ନୁହ, ଲେମ୍ବୁ ସହ ଗୋଲାପ ଜଳ ଲଗାଇବା ଉଚିତ ଅଟେ କେବେ ବି କେବଳ ଲେମ୍ବୁ ଚେହେରାରେ ଲଗାଇବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଚେହେରା ଖରାପ ହୋଇଥାଏ ।

୪. ଗରମ ପାଣି :

କେବେ ବି ଭୁଲରେ ଗରମ ପାଣି ଚେହେରା ରେ ବ୍ୟବହାର କରିବା ଉଚିତ ନୁହ କାହିଁକିନା ଗରମ ପାଣି ଚେହେରାରୁ ନେଚୁରାଲ ମୋଇଶ୍ଚ୍ରାଇଜର ସମାପ୍ତ କରିଥାଏ । ତେବେ ଥଣ୍ଡା ପାଣି ଚେହେରା ପାଇଁ ବହୁତ ଲାଭକାରୀ ଅଟେ, କେବେ ବି ପାଣି ଗରମ ଚେହେରା ଉପରେ ବ୍ୟବହାର କରନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *