ଭୁଲରେ ମଧ୍ୟ ଏହି ୫ଜଣଙ୍କୁ ଗୋଡ ମାରନ୍ତୁ ନାହିଁ, ନଚେତ ହୋଇଯିବ ବଡ଼ ସର୍ବନାଶ

ଆପଣମାନେ ଜାଣିଥିବେ ଭାରତରେ ସଂସ୍କାର ଓ ହିନ୍ଦୁ ସଭ୍ୟତା କୁ ବହୁତ ମାନ୍ୟତା ଦିଆଯାଇଥାଏ । ଏହି ସଭ୍ୟତାରେ ବଡ ମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବା ଆମର ଏକ ପ୍ରକାରର ସ୍ୱାଭିମାନ ଅଟେ । ଏମିତି ବି ଏହି ଜାଗାରେ ପାଦ ବାଜିଲେ ବହୁତ ଅମଙ୍ଗଳ ମାନାଯାଇଥାଏ । ଯଦି କାହାର ଦେହରେ ଗୋଡ ବାଜିଥାଏ ଏହାକୁ ଆମ ଶାସ୍ତ୍ରରେ ସେହି ବ୍ୟକ୍ତି ପ୍ରତି ଅସମ୍ମାନ ବୋଲି କୁହାଯାଇଥାଏ । କାହାକୁ ସମ୍ମାନ କରିବା ଦ୍ୱାରା ଆପଣଙ୍କର କୌଣସି ଭୁଲ ହୋଇନଥାଏ କିନ୍ତୁ କାହାକୁ ଅସମ୍ମାନ କରିବା ଆମ ପରମ୍ପରାରେ ପାପ ହୋଇଥାଏ ଓ ଏହା ଇଚିତ ହୋଇନଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ କହିବୁ ଯାହା ସହ ଆପଣଙ୍କ ପାଦ ବାଜିବା ଦ୍ୱାରା ଆପଣଙ୍କର ଅମଙ୍ଗଳ ହୋଇଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ । ହିନ୍ଦୁ ସମାଜରେ ବ୍ରାହ୍ମଣ ମାନଙ୍କୁ ସବୁଠାରୁ ସର୍ବାଗ୍ରେ ରଖାଯାଇଥାଏ । ଓ ଘରେ କିମ୍ବା କୌଣସି ଧର୍ମ କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କ ମୁଖ୍ୟ ଭୂମିକା ରହିଥାଏ । ଓ ତାଙ୍କ ଆଶିର୍ବାଦ ପାଇଲେ ପିଢ଼ି ଉପରେ ପିଢ଼ି ଉନ୍ନତି କରିଥାଏ । ଏଥିପାଇଁ କୌଣସି ବ୍ରାହ୍ମଣଙ୍କୁ ଅସମ୍ମାନୀତ କରନ୍ତୁ ନାହିଁ କାରଣ ବ୍ରାହ୍ମଣଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ ।

ଯେଉଁ କନ୍ୟା ମାନଙ୍କର ବୟସ କମ ହୋଇଥାଏ ଓ ସେମାନଙ୍କର ମାସିକ ଋତୁଶ୍ରାବ ହୋଇନଥାଏ ଓ ସେମାନେ କୁଆଁରି ଥାଆନ୍ତି ଓ ସେମାନଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ । ଭୁଲରେ ବି ଏମାନଙ୍କ ଦେହରେ ଗୋଡ ବଜାଇବା ଉଚିତ ନୁହେଁ । ହିନ୍ଦୁ ଧର୍ମରେ ଅଗ୍ନିଙ୍କୁ ଦେବତା ରୂପରେ ଆଖ୍ୟା ଦିଆଯାଇଥାଏ । ଅଗ୍ନି ନଥିଲେ ଆମେ କୌଣସି କାର୍ଯ୍ୟ କରିପାରନ୍ତେ ନାହିଁ । ଅଗ୍ନି ଦ୍ୱାରା ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ ଓ କେବେ ଭୁଲ ରେ ଅଗ୍ନିକୁ ଗୋଡ ଦେଖାଇବେ ଉଚିତ ନୁହେଁ ନଚେତ ସର୍ବନାଶ ହୋଇଥାଏ ।ଆମ ହିନ୍ଦୁ ଧର୍ମରେ ଗୁରୁଙ୍କୁ ଭଗବାନ ଭାବରେ ମାନିଥାନ୍ତି ।

ଯାହା ଘରେ ଗୁରୁଜନ ଓ ଅଧିକ ବୟସର ବୃଦ୍ଧ ବ୍ୟକ୍ତି ରହିଥାନ୍ତି ତାଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଏଥିପାଇଁ ଗୁରୁଜନ ଓ ବୃଦ୍ଧ ବୟସର ବ୍ୟକ୍ତି ମାନଙ୍କ ଦେହରେ ଗୋଡ ବଜାନ୍ତୁ ନାହିଁ ନଚେତ ସବୁଠାରୁ ସର୍ବନାଶ ହୋଇଥାଏ । ଆପଣମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯଥାକ୍ରମେ : ଗାଡି ,ସାଇକେଲ ଓ ପ୍ରତିଟି ଯାନବାହାନ ରେ ଗୋଡ ବଜାନ୍ତୁ ନାହିଁ । ଓ ଆପଣ କୌଣସି ବାସନ କୁସନ ଓ ଖାଇବା ଥାଳିରେ ଗୋଡ ବଜାନ୍ତୁ ନାହିଁ । କାରଣ ଖାଇବା ପାତ୍ରରେ ମାତା ଲକ୍ଷ୍ମୀ ବିଜେ କରିଥାନ୍ତି ଖାଦ୍ୟ ପାତ୍ରରେ ଗୋଡ ବାଜିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏଥିପାଇଁ ଏହିସବୁ କଥା ଆପଣ ସର୍ବଦା ମନେରଖିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *