ଭୁଲ ରେ ମଧ୍ୟ ପିରିୟଡ୍ସ ସମୟ ରେ କରନ୍ତୁ ନାହିଁ ଏହି 5 କାମ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଜଣେ ମହିଳା ର ମାସିକ ଧର୍ମ ବା ପିରିଅଡ଼ ତାର ବ୍ୟକ୍ତିଗତ ଏବଂ ଶାରୀରିକ ସ୍ୱାସ୍ଥ୍ୟ ର ଦର୍ପଣ ହୋଇଥାଏ । ଯଦି ଗୋଟେ ମହିଳା ର ମାସିକ ଧର୍ମ ସଠିକ ଭାବରେ ହୁଏ ପୁରା ସାଧାରଣ ଭାବରେ ତେବେ ଆପଣ ଜାଣିବେ ଯେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ସବଳ ଅଛନ୍ତି ବୋଲି । ତେବେ ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ ଏମିତି ପାଞ୍ଚଟି କଥା କହିବୁ ଯାହାକୁ କି ଆପଣ ଆପଣଙ୍କ ମାସିକ ଧର୍ମ ସମୟରେ ଭୁଲ ରେ ବି କରିବା ଉଚିତ ନୁହେଁ । ଏହା କରିବା ଦ୍ବାରା ଆପଣ ଅନେକ ପ୍ରକାର ହେଉଥିବା ରୋଗ ରୁ ରକ୍ଷା ପାଇ ପାରିବେ ।

ଏହିକଥା ଆୟୁର୍ବେଦ ରେ ଏକ ହଜାର ବର୍ଷ ତଳୁ ଲେଖା ହୋଇଅଛି ।  ପ୍ରଥମ କଥା ହେଲା ଆପଣ ଦିନ ରେ ଭୁଲ ରେ ବି ତିନିଦିନ ଯାଏ ଶୋଇବେ ନାହିଁ । କାରଣ ଦିନ ରେ ଶୋଇବା ଦ୍ବାରା ଆପଣ ଙ୍କ ଶରୀର ରେ ବହୁତ କିଛି ହୋଇଥାଏ ଏବଂ ଏହା ଆପଣଙ୍କୁ ବହୁତ ପ୍ରକାର ରୋଗ ମଧ୍ୟ ଦେଇପାରେ । ତେଣୁ ଦିନ ରେ ବେଶି ସମୟ ଯାଏ ଶୋଇବା ଉଚିତ ନୁହେଁ । ହଁ ଆପଣ ଯଦି ଚାହିଁବେ ବସିକି ପାଞ୍ଚ ରୁ ଦଶ ମିନିଟ ଶୋଇ ପାରିବେ । କିନ୍ତୁ ବେଶୀ ସମୟ ନୁହେଁ ।

ଦ୍ୱିତୀୟ ରେ ଆପଣ ଆପଣଙ୍କ ଖାଇବା ପ୍ରତି ଧ୍ୟାନ ଦେବେ । ଯେମିତିକି ତେଲ ଜିନିଷ , ଖଟା ଜିନିଷ , ବେଶୀ ରାଗ ଓ ଅଳ୍ପ ଖାଇବା ପ୍ରତି ଧ୍ୟାନ ଦେବେ । ଆପଣ ବହୁତ କମ ଖାଇବା ଖାଆନ୍ତୁ ଯେମିତିକି ତାହା ଆପଣଙ୍କ ର ହଜମ ହୋଇ ପାରିବ । ଆପଣ ଅତ୍ୟଧିକ ଭୋଜନ ମଧ୍ୟ କରିବେ ନାହିଁ । ଏହା କରିବା ଦ୍ବାରା ଆପଣଙ୍କ ର ହଜମ ହୁଏନାହିଁ । ତୃତୀୟ ରେ ହେଲା ଆପଣ ବେଶୀ କାମ କରିବେ ନାହିଁ କିମ୍ଵା ବହୁତ ଯାତ୍ରା କରିବେ ନାହିଁ । ଆପଣ ମାନସିକ ସ୍ତର ରେ ମଧ୍ୟ ବେଶୀ ଚିନ୍ତା କରିବା ଉଚିତ ନୁହେଁ । ତେଣୁ ଆପଣ ଧ୍ୟାନ ଦିଅନ୍ତୁ ଆପଣ ଯେମିତି ବେଶୀ କାମ , ଯାତ୍ରା ଏବଂ ମାନସିକ ସ୍ତରରେ ବହୁତ ଚିନ୍ତା କରିବେ ନାହିଁ ।

ଏହା ନ କଲେ ଆପଣ ଙ୍କୁ ଅନେକ ପ୍ରକାର ସମସ୍ୟା ର ସମ୍ମୁଖୀନ କରିବାକୁ ପଡିବ । ଚତୁର୍ଥ ରେ ଆପଣଙ୍କୁ ଶାରୀରିକ ସମ୍ବନ୍ଧ ରୁ ଦୂରେଇ ରହିବାକୁ ପଡିବ । ପ୍ରାୟ ତ ସମସ୍ତେ ଦୂରେଇ ରୁହନ୍ତି ତଥାପି କୌଣସି କାରଣରୁ ଯଦି ଆପଣ ତାହା କରନ୍ତି ତେବେ ଆପଣଙ୍କୁ ଭବିଷ୍ୟତ ରେ ବହୁତ ଅସୁବିଧା ର ସମ୍ମୁଖୀନ କରିବାକୁ ପଡିବ । ଆପଣଙ୍କୁ ଅନେକ ପ୍ରକାର ରୋଗ ହେବ । ପଞ୍ଚମ ରେ ଆପଣ କଣ କରିବେ ଆପଣ ଆପଣଙ୍କ ଶରୀର କୁ ସମ୍ପୂର୍ଣ୍ଣ ଭାବରେ ଗାଧୋଇବେ ନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଆପଣ ପୁରା ଗାଧୋଇବା ଦ୍ବାରା ମୁଣ୍ଡ ରେ ପାଣି ପକାଇବା ଦ୍ବାରା ତାହା ଆପଣଙ୍କ ମୂଳଘାତ ଚକ୍ର ଉପରେ ପ୍ରଭାବ ପକାଇଥାଏ ।

ଆମର ସାତଟି ଚକ୍ର ଅଛି ତା ଭିତରୁ ମୂଳଘାତ ଚକ୍ର ହେଉଛି ଗୋଟେ । ତେଣୁ ଆପଣଙ୍କୁ ତିନିଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗାଧୋଇବା ଉଚିତ ନୁହେଁ । ଯଦି ତାର ପ୍ରଭାବ ଆପଣଙ୍କ ମୂଳଘାତ ଚକ୍ର ଉପରେ ପଡେ ତେବେ ଏହା ଆପଣଙ୍କ ରକ୍ତ ସ୍ରାବ ପ୍ରତି ବିପଦ ସୃଷ୍ଟି କରେ । ଆପଣଙ୍କୁ ଅନେକ ପ୍ରକାର ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । ତେଣୁ ଆପଣ ଏହିସବୁ ଜିନିଷ ପ୍ରତି ଯଥେଷ୍ଟ ଧ୍ୟାନ ରଖନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ର ଅନେକ ପ୍ରକାର ଫାଇଦା ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *