ଓଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ବେଶ ପ୍ରଶଂସା ସାଉନ୍ତି ଛନ୍ତି । ଠିକ ସେହିଭଳି ଟେଲିଭିଜନ ଜଗତରେ କଳାକାର ମାନେ ମଧ୍ୟ କମ ନୁହନ୍ତି । ସେମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲିସ ଅନ୍ଦାଜ, ଲୂକ ଓ ବ୍ୟକ୍ତିତ୍ଵ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ର କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ହସ ଖୁସିରେ ନିଜର ଲାଇଫ ବିତାଉଛନ୍ତି । ଆଉ କିଛି କଳାକାର ମାନଙ୍କର ଏବେ ବିବାହ ସମ୍ପନ୍ନ ହୋଇଛି । ତେବେ ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନଙ୍କ ବିବାହ ପରେ ବିଦାୟୀ ଦୃଶ୍ୟ ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟଜିଣିଛନ୍ତି । ଠିକ ସେହିଭଳି ତାଙ୍କ ଭଉଣୀ ସୋମାଲିନ ପରିଡା ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ । ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଗତ କାଲି ସୋମାଲିନଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।
ସୋମାଲିନ ତାଙ୍କର ପ୍ରେମିକ ନିଶିତଙ୍କ ସହ ପ୍ରେମ ବିବାହ କରିଛନ୍ତି । ତେବେ ସେ ତାଙ୍କ ବିଦାୟୀ ସମୟରେ ଭଉଣୀ ଜ୍ୟାଙ୍କଲିନଙ୍କୁ ଧରି ଜୋର ରେ କାନ୍ଦୁ ଥିବାର ନଜର ଆସିଛନ୍ତି । ଗତ କଲି ବିଳମ୍ବିତ ରାତିରେ ଦୁହିଙ୍କର ବିବାହ ବିଧି ଅନୁସାରେ ସମ୍ପନ୍ନ ହୋଇଛି ।
ନିଶିତ କଟକ ଠାରେ ସୋମାଲିନଙ୍କୁ ବିବାହ କରି ଥିବାର ଜଣା ପଡିଛି । ଦୁହେଁ ପରସ୍ପରକୁ ଅନେକ ଦିନ ହେବ ପ୍ରେମ କରିବା ପରେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ପରସ୍ପର ର ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି । ତେବେ ସବୁ ବାଧା ବିଘ୍ନ ପରେ ସୋମାଲିନ ଙ୍କ ବିବାହ ଶେଷ ହୋଇଛି ।
ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ସୋମାଲିନ ଓ ନିଶିତ ପରସ୍ପର କୁ ବରମାଳା ପିନ୍ଧାଇବା ସହ ହସି ହସି ନିଜର ମ୍ୟାରେଜକୁ ଉପୋଭୋଗ କରୁଛନ୍ତି । ଏହା ସହ ନିଶିତ ସୋମାଲିନଙ୍କ ମଠାରେ ସିନ୍ଦୁର ଦେଇ ଥିବାର ଦୃଶ୍ୟ ମଧ୍ୟ ଏହି ଭିଡିଓ ରେ ହେଉଛି ।
ତେବେ ସୋମାଲିନ ନିଶିତଙ୍କ ଘରକୁ ତଥା ନିଜ ଶାଶୁଘର କୁ ଯିବା ପରେ ଭଉଣୀ ଜ୍ୟାଙ୍କଲିନ ଙ୍କୁ ଧରି କାନ୍ଦିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ନିଜ ମ୍ୟାରେଜର ଯେତିକି ଖୁସି ମନାଇଥିଲେ ସୋମାଲିନ ଠିକ ସେତିକି ବିଦାୟୀ ବେଳେ କାନ୍ଦିଛନ୍ତି । ଆଶା କରୁଛୁ ସୋମାଲିନ ଓ ନିଶିତଙ୍କ ବୈବାହିକ ଜୀବନ ଆଗକୁ ଏମିତି ହସ ଖୁସିରେ ରହିବ ।
ବନ୍ଧୁଗଣ ଆପଣ ମାନଙ୍କର ସୋମାଲିନ ଓ ନିଶିତଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।