ନମସ୍କାର ବନ୍ଧୁଗଣ । ଆମେରିକାରେ ଆରମ୍ଭ ହୋଇଛି 5G ସେବା । ଯାହାକୁ ନେଇ ବର୍ତ୍ତମାନ ସାରା ବିଶ୍ଵ ଆତଙ୍କିତ ହୋଇ ପଡିଛି । ବିଶେଷ କରି ଆମେରିକାକୁ ମଜିବା ପାଇଁ ବିମାନ କମ୍ପାନୀ ଭୟଭୀତ ହେଲେଣି । କାରଣ ଏହି ସେବା ଯୋଗୁ ବିମାନର ଇଞ୍ଜିନ ଓ ବ୍ରେକ ଖରାପ ହୋଇ ଯିବାର ସମ୍ଭବନା ରହିଛି । ଯାହାକୁ ନେଇ ବିମାନ ଗୁଡିକ ମଧ୍ୟରେ ଭୟାର ବାତାବରଣ ଦେଖା ଯାଇଛି ।

ଏୟାର ଇଣ୍ଡିଆ ଠାରୁ ଆରମ୍ଭ କରି ଜାପାନ ଏୟାର ଲାଇନ ଓ ମିରେଟ୍ସ ଏୟାର ଲାଇନ୍ସ ଆଦି ଶସ୍ତା ଆମେରିକାକୁ ସେମାନଙ୍କର ବିମାନ ଉଡାଣ ବାତିଲ କରି ଦେଇଛନ୍ତି । ଏୟାର ଇଣ୍ଡିଆ ୮ଟି ବିମାନ ଉଡାଣ ବାତିଲ କରିଛି । ସେଗୁଡିକ ହେଉଛି ଦିଲ୍ଲୀ ନିୟୁୟର୍କ, ଦିଲ୍ଲୀ ଚିକାଗୋ, ଦିଲ୍ଲୀ ସାନସୋସ୍କ୍ରିକୋ, ଦିଲ୍ଲୀ ନେଯୋକ । ଏହି ରୁଟରେ ଯାତ୍ରା କରୁଥିବା ବିମାନ ଗୁଡିକ ଉଡାଣ ସ୍ମପୂର୍ଣ୍ଣ ବାତିଲ କରା ଯାଇଛି ।
ଅନ୍ୟ କମ୍ପାନୀ ଗୁଡିକ ଆମେରିକାର ପ୍ରମୁଖ ସହର ସାନ ଫ୍ରାଞ୍ଚିସ୍କୋ, ଡାଲ୍ସ ଫୁଟୱାର, ମାୟାମୀ, ପୋଷ୍ଟମ ଚିକାଗୋ ଓ ବୋଷ୍ଟର ଆଡିକୁ ଯାତ୍ରା କରିବାକୁ ଥିବା ବିମାଙ୍କୁ ରଦ୍ଦ କରିଛନ୍ତି । ଏୟାର ଇଣ୍ଡିଆ ଟ୍ବିଟ କରି କହିଛନ୍ତି ଯେ ଆମେରିକାରେ 5G ସେବା ଆରମ୍ଭ ହୋଇ ଥିବାରୁ ସେଟାକୁ ଯିବାକୁ ଥିବା ବିମାନ ଗୁଡିକର ଉଡାଣ ସାରଣୀରେ ସଂଶୋଧନ ଓ ପରିବର୍ତ୍ତନ କରା ଯାଇଛି ।

ଇଏମଆଇରେଡ୍ସ ଏୟାର ଲାଇନ୍ସ ମଧ୍ୟ ଏହାର ଯାତ୍ରୀ ମାନଙ୍କୁ ଉଡାଣ ସାରଣୀରେ ହୋଇଥିବା ପରିବର୍ତ୍ତନ ବିଷୟରେ ଅବଗତ କରିଛି । ଚଳିତ ମାସ ୧୯ ତାରିଖରୁ ଆମେରିକାକୁ ଯିବାକୁ ଥିବା ବିମାନ ଗୁଡିକର ଉଦାଣକୁ ରଦ୍ଦ କରା ଯାଇଛି ବୋଲି କମ୍ପୋଆଣୀ ଏକ ଟ୍ବିଟ କରି ଜଣାଇଛି । ଜାପାନ ଏୟାର ଲାଇନ୍ସ ମଧ୍ୟ ସମାନ କାରଣ ଲାଗି ଆମେରିକା ଯିବାକୁ ଥିବା ବିମାନ ଗୁଡିକର ଉଡାଣ ରଦ୍ଦ କରିଛି ।
ଏମିତିକି ଆମେରିକାର ପ୍ରକୂଖ ବିମାନ କମ୍ପାନୀ ୱେଶ ଏୟାର ଲାଇନ୍ସ, ଆମେରିକା ନିୟାରଲାଇନ୍ସ, ଡେଲ୍ଟା ଏୟାର ଲାଇନ୍ସ, ୟୂରାଟେଡ ଏୟାର ଲାଇନ୍ସ ଓ ସାଉଥେଷ୍ଟ ଏୟାର ଲାଇନ୍ସ 5G ସେବାର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ନୂଆ 5G ସେକ୍ଟମ ଯୋଗୁ ଯାତ୍ରୀବାହାୟ ବିମାନ ସେବା ପ୍ରଭାବିତ ହେବାକୁ ଥିବା ବେଳେ ମାଲବାହୀ ବିମାନ ଚଳାଚଳ ପ୍ରଭିବିତ ହେବାର ଆଶଙ୍କା କରା ଯାଉଛି ।
ତେବେ ଆମେରିକାରେ 5G ସେବା ଯୋଗାଉ ଥିବା ଏଟିଆନଟି ଓ ଭେରୀଜନ ଟେଲିକମ କମ୍ପାନୀ ପକ୍ଷରୁ ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ 5G ସେବା କୁ ସ୍ଥଗିତ ରଖା ଯାଇଛି । ବୋଇନ-717 ବିମାନରେ ଥିବା ଏଲରେଡିଓ ତରଙ୍ଗକୁ 5G ପ୍ରଭାବିତ କରିବା ସହ ବିମାନର ଇଞ୍ଜିନ ଓ ବ୍ରେକ ବ୍ୟବସ୍ଥାକୁ ଅଚଳ କରିବାର ଆଶଙ୍କା ରହିଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
