ବିଶ୍ଵର ସବୁଠାରୁ ବୃହତ୍ତମ ବିମାନ ବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନମସ୍କାର ବନ୍ଧୁଗଣ । ଏସିଆ ଦେଶର ସବୁଠାରୁ ବଡ ବିମାନ ବନ୍ଦର ର ଶିଳାନ୍ୟାସ ହୋଇଛି । ଆଜି ଦିନ ୧ଟା ରେ ଉତ୍ତର ପ୍ରଦେଶ ଗୌତମ ବୁଦ୍ଧ ନଗର ଜେଭେଡ କୋହିଡା ଅନ୍ତର୍ଗତ ଏୟାପୋର୍ଟରେ ବିମାନ ବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିମାନ ବନ୍ଦର ଜେବରର ୨୦୨୪ ସୁଦ୍ଧା ସେସ ହେବ ପାଇଁ ଲକ୍ଷ୍ୟ ରଖା ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ୫୦ କୋଟି ଟଙ୍କା ବିନୋଯୋଗ କାର ଯିବାର ଲକ୍ଷ୍ୟ ରଖା ଯାଇଛି । ଏଥିପାଇଁ ଯୋଗୀ ସରକାର ୫ ହଜାର ୮୪୫ ହେକ୍ଟର ଜମି ଦେଇଛନ୍ତି ।

ଯୋଗୀ ସରକାର ଏସିଆର ସବୁଠାରୁ ବଡ ଏୟାରପୋର୍ଟ ବୋଲି କହିଛନ୍ତି । ଏହା ବିଶ୍ଵର ସବୁଠାରୁ ବୃହତ୍ତମ ବିମାନ ବନ୍ଦର ହେବ ବୋଲି କୁହା ଯାଇଛି । ଏହି ଏୟାରପୋର୍ଟରେ ଲାଗୁଥିବା କାର୍କୋ ଟର୍ମିନାଲର କ୍ଷମତା ହେଉଛି ୨୦ଲକ୍ଷ ଟଙ୍କା ଟନ । ଏହାକୁ ବୃଦ୍ଧି କରି ୨୫ ଲକ୍ଷ ଟନ ବୃଦ୍ଧି କରାଯିବ । କେନ୍ଦ୍ର ବେସାମରିକ ମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଗ୍ରୀନ ପ୍ରୋଜେକ୍ଟ । ଏହି ଏୟାରପୋର୍ଟ ରେ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କୁହା ଯାଇଛି । ଏହି ବିମାନ ବନ୍ଦର ହେବା ଦ୍ଵାରା ବହୁତ ବଡ ଲାଭ ହେବ ବୋଲି କୁହା ଯାଉଛି ।

ଯାହା ଦ୍ଵାରା ଆର୍ଥିକ ଉନ୍ନତି ମଧ୍ୟ ଦେଖିବାକୁ ମିଳିବ । ଏହା ଦ୍ଵାରା ଲୋକ ମାନଙ୍କର ମଧ୍ୟ କୌଣସି ସୁବିଧା ହେବ ନାହି । ଏହି ବିମାନ ବନ୍ଦର ନିର୍ମାଣ ହେବା ଦ୍ଵାରା ପ୍ରତୀକ୍ଷା ଓ ପରୋକ୍ଷ ଭାବେ ଆର୍ଥିକ ରୋଜଗାର ରେ ବୃଦ୍ଧି ହେବ । ବିମାନ ବନ୍ଦର ଏମିତି ଏକ ଜ୍ଵାଳାମୁଖୀ ଯାହା ଦ୍ଵାରା ପ୍ରତେକ ଦେଶ, ଜିଲ୍ଲା, ସହର ଯୋଡି ହୋଇ ରହିଛି । ଏହା ଦ୍ଵାରା ଆର୍ଥିକ ପ୍ରଗତି ମଧ୍ୟ ଯୋଡି ହୋଇ ରହିଛି ।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୃହତ୍ତମ ଏୟାରପୋର୍ଟ ର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହେବ ବୋଲି ସୂଚନା ରହିଛି । ଯେତେ ସମବାହାବା ଏହି ବିମାନ ବନ୍ଦର ରେ ସୁବିଧା ରଖାଯିବ ବୋଲି ମଧ୍ୟ ସୂଚନା ରହିଛି । ଏହି ଏୟାରପୋର୍ଟ ରେ ଯେଉଁ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ମିଳିବ ସେଥିରେ ସେମାନେ ଉପକୃତ ମଧ୍ୟ ହୋଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ବିଶ୍ଵର ବୃହତ୍ତମ ଏପାରପୋର୍ଟ ନିର୍ମାଣ କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *