ବିବାହ ବନ୍ଧନରେ ବାନ୍ଧି ହେଲେ Maya ସିରିୟଲ ର ରୁଦ୍ରୀ

ଆପଣ ମାନେ ଜାଣିଥିବେ କି ଚଳିଚିତ୍ର ପରି ସିରିୟାଲ ଦୁନିଆରେ ମଧ୍ୟ ସବୁ ପ୍ରକାର ଅଭିନୟ ଆରମ୍ଭ ହୋଇ ଗଲାଣି । ଅନେକ ପ୍ରାକାର ଚରିତ୍ର ଓ ଅନେକ ପ୍ରକାର କାହାଣୀ କୁ ନେଇ ଏବେ ଓଲିଉଡ ଜଗତ ଖୁବ ଆଗରେ । ତେବେ ଅନେକ ନୂଆ ନୂଆ ସିରିୟାଲ ଦେଖିବା ପାଇଁ ମିଳୁଛି । ଆପଣ ଜାଣିଥିବେ କି ଏଥିରେ ଆଗରୁ ଅଭିଆୟା କରୁଥିବା କଲାକାର ମାନେ ଅଭିନୟ କରୁଥିଲେ ।

ଜେଭଳି କହୁ କି ଆମେ ଯାହାର ଯେତିକି ଅଭିଜ୍ଞାତା ସେହି ଅନୁସାରେ ସେ ନିଜର ପଇସା ଓ ଦର୍ଶକ ମାନଙ୍କ ପ୍ରିୟ ହହୋଇ ଥିଲେ । ମାତ୍ର ଏବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଅନେକ କାଳ କାର ମାନେ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରି ହୁଅନ୍ତୁ ଖୁବ କମ ବୟଶରୁ ଏଥିରେ ଅଭିନୟ କରିବା ଆଗ୍ରହୀ ହେବ ସହ ଅନେକ ସଫଳ ମଧ୍ୟ ହୋଇ ସାରିଲେଣି ।

ତେବେ ଆପଣ ଯଦି ମାୟା ସିରିୟାଲ ଦେଖୁ ଥିବେ ତେବେ ରୁଦ୍ରୀ ଙ୍କୁ ମଧ୍ୟ ଦେଖି ଥିବେ । ନିଶ୍ଚିତ ଭାବେ କାରଣ ସେମାନେ ମୁଖ୍ୟ ଚରିତ୍ରରେ ଅଛନ୍ତି । ତେବେ ଏବେ ସେମାନେ ବିବାହ କରିଛନ୍ତି ବୋଲି ସବୁ ଆଡେ ଶୁଣିବା ପାଇଁ ମିଳୁଛି ।

ତେବେ ଯିଏ ରୁଦ୍ରୀ ହୋଇ ଛନ୍ତି ଏହି ଭଳି ଏକ ଅଭାବନୀୟ ଘଡିରେ ଲକଡାଉନ ଚାଲିଥିବା ସମୟରେ ରୁଦ୍ରୀ ଙ୍କ ବିବାହ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ଖୁବ କମ ବୟଶରେ ଅଭିନୟ କରି ଅନେକ ଲୋକଙ୍କ ପ୍ରିୟା ହୋଇ ସାରିଲେଣି କେବଳ ସେତିକି ନୁହେଁ ତାଙ୍କ ଅଭିନୟ ଏତେ ସୁନ୍ଦର ଥିଲା କି ସେ ବେଷ୍ଟ ଡେବିଟ ଆକ୍ଟର ର ପ୍ରାଇଜ ଜିତ୍ୟ ସାରି ଛନ୍ତି ।

ତାଙ୍କୁ ମାତ୍ର ୧୯ ବର୍ଷ ବୟସ । ତେବେ ଏହା ଅକୁହା ଯାଏ କି ସେ ନିଜର ପଢା ସହ ନିଜ ଅଭିନୟ କୁ ଖୁବ ଭଲ ଭାବେ ସମ୍ଭାଳି ନେଉଛନ୍ତି । କିଛି ଦିନ ତଳେ ସୋ-ସି-ଆ-ଲ ମି-ଡି-ଆରେ ଏଭଳି କିଛି ଖବର ଆସିଛି କି ଏହି ମାୟା ସିରିୟାଲ ର ମୁଖ୍ୟ ଅଭିନେତ୍ରୀ ରୁଦ୍ରୀ ଏବେ ବିବାହ କରୁଛନ୍ତି ।

ତେବେ ସେ ନିଜ ଚରିତ୍ର ପାଇଁ ମାନେ ନିଜ ଅଭିନୟ ରେ ଥିବା ଚରିତ୍ର ପାଇଁ ବିବାହ କରୁଛନ୍ତି ସେ ଶୁଟିଙ୍ଗ ସେଟ ରେ ବହୁର ବେଶ ଧରି ବିବାହ କରୁଛନ୍ତି । ଏହା ତାଙ୍କ ଅଭିନୟ ମାତତ୍ର ସେ ସତରେ ବିବାହ କରି ନାହାନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହାକୁ ନେଇ ଭୁଲ ଧାରଣା ହୋଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *