ବିବାହାର ପ୍ରଥମ ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ- ଜାଣନ୍ତୁ ଏହା କଣ

କୁହାଯାଏ କି ବିବାହ ବର ଏବଂ କନ୍ୟା ଦୁଇଜଣଙ୍କ ପାଇଁ ବହୁତ ଖାସ ହୋଇଥାଏ । ଏଥିପାଇଁ ଯଦି ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ,ତାହେଲେ ଆପଣଙ୍କ ବିବାହ ଜୀବନକୁ ଖୁସିରେ ରଖିବା ପାଇଁ ଏହି ଖାସ କଥାର ଧ୍ୟାନ ରଖିବା ଜରୁରୀ ଅଟେ । ବିବାହ କରିଥିବା ସବୁ ଯୋଡ଼ିଙ୍କ ପାଇଁ ପ୍ରଥମ ରାତି ବହୁତ ଖାସ ହୋଇଥାଏ । ବାସ୍ତବରେ ସେହି ଦିନ ଠାରୁ ଜୀବନର ଗୋଟେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥାଏ ।

ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ କି ବିବାହର ପ୍ରଥମ ରାତିରେ ଆପଣଙ୍କୁ କୋଉ ବିଷୟରେ କଥା ହେବା ଦରକାର ଏବଂ କୋଉ କଥାକୁ ନଜର ଅନ୍ଦାଜ କରିବା ଦରକାର ।

ଆଜି ଆମେ ଆପଣଙ୍କୁ କହିବୁ ବିବାହର ପ୍ରଥମ ରାତିରେ କେଉଁ କଥା ଭୁଲ ରେ ବି ହେବେ ନାହିଁ ।

1 -ସମସ୍ତଙ୍କର ନିଜର ଅତୀତ ରହିଥାଏ । ସେ ଭଲ ହେଉକି ଖରାପ ଅତୀତ ତ ନିହାତି ଥାଏ । ଆପଣଙ୍କୁ ବିବାହର ପ୍ରଥମ ରାତିରେ ନିଜ ଅତୀତ ବିଷୟରେ ବିଲକୁଲ ବି କହିବେ ନାହିଁ ।

2 -କୁହାଯାଏ ବିବାହ କେବେଳ ଦୁଇଟି ଲୋକକୁ ନୁହେଁ ବରଂ ଦୁଇଟି ପରିବାରକୁ ଯୋଡିଥାଏ । ବିବାହର ପ୍ରଥମ ରାତିରେ ଭୁଲରେ ବି ଆପଣ ପରିବାର ବିଷୟରେ କଥା ହେବେନି ଏବଂ ନା ନିଯେ ଅନ୍ୟର ପରିବାରର ନିନ୍ଦା କରିବେ ନାହିଁ ।

3 -ବିବାହର ପ୍ରଥମ ରାତିରେ ଜଣେ ଅନ୍ୟ ଜଣକ ବିଷୟରେ ଜାଣିବା ଦରକାର ,ଏପରି ସ୍ଥିତିରେ ସମ୍ବନ୍ଧ ବନାଇବା ପାଇଁ ବ୍ୟସ୍ତ ହେବା ଉଚିତ ନୁହେଁ ।

4 -ବିବାହର ପ୍ରଥମ ରାତିରେ କେବେଳ ନିଜେ କଥା କହିବା ଉଚିତ ନୁହେଁ ତମ ସାଥିଙ୍କର ବି କଥା ଶୁଣିବା ଦରକାର ।

5- ଶାରୀରିକ ସମ୍ବନ୍ଧ ପାଇଁ କେବେବି ନିଜ ପାର୍ଟନର କୁ ବାଧ୍ୟ କରିବେ ନାହିଁ । ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ ।

ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଓ ନିଜ ଜୀବନ ସାଥିର ଖୁସି ପାଇଁ ଏତିକି ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ ଓ ସମ୍ପର୍କ ମଜବୁତ ହେବ । ଏବଂ ଯଦି ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ନିଶ୍ଚୟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *