ବିବାହିତା ମହିଳା ଭୁଲରେ ବି କାହାକୁ କେବେ ବି ଦିଅନ୍ତୁ ନାହିଁ ନିଜର ଏହି 5ଟି ଜିନିଷ

ବିବାହ ବହୁତ ସୁନ୍ଦର ବନ୍ଧନ ହୋଇଥାଏ ଯେଉଁଥିରେ ଦିନେ ନା ଦିନେ ସମସ୍ତେ ବାନ୍ଧି ହୋଇଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ବିବାହିତ ମହିଳାଙ୍କୁ ବହୁତ ନିୟମ ପାଳନ କରିବାକୁ ପଡିଥାଏ ନଚେତ ଏହାର ପ୍ରଭାବ ତାଙ୍କ ବୈବାହିକ ଜୀବନ ଉପରେ ପଡିଥାଏ । ମହିଳାଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ ସେଥିପାଇଁ ଯେଉଁ ଘରେ ମହିଳାଙ୍କ ସମ୍ମାନ ହୋଇ ନଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ବୋଲି ଶାସ୍ତ୍ରରେ ଲେଖା ହୋଇଛି ।

ତେବେ ଏହି ପରି ମହିଳାଙ୍କୁ ମଧ୍ୟ ମାତା ଲକ୍ଷ୍ମୀଙ୍କ ପରି ପବିତ୍ର ଆଉ ନିୟମ ମାନିବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଗୋଟେ ସ୍ତ୍ରୀକୁ ଅନ୍ୟ ସ୍ତ୍ରୀ ସହ କେବେ ବାଣ୍ଟିବା ଉଚିତ ହୋଇନଥାଏ, ତେବେ ଆସନ୍ତୁ ଜାଣିବା ସେହି ଜ୍ନିଶ ଗୁଡିକ ବିଷୟରେ ।

୧. ମଙ୍ଗଳସୂତ୍ର :

ଶସ୍ତ୍ର ଅନୁଯାଇ ମହିଳାଙ୍କ ଗୋଟେ ସ୍ଵାମୀ ହୋଇଥାଏ ଯାହା ପାଇଁ ସେ ମଙ୍ଗଳସୂତ୍ର ପିନ୍ଧି ଥାନ୍ତି ତେବେ ମହିଳାଙ୍କୁ କେବେ ନିଜ ମଙ୍ଗଳସୂତ୍ର କାହାକୁ ଦବା ଉଚିତ ହୋଇନଥାଏ, ଯଦି ଆପଣଙ୍କୁ କେହି ମାଗନ୍ତି ତେବେ ତାଙ୍କୁ ମନା କରନ୍ତୁ କେବେ ଭୁଲରେ ବି ତାଙ୍କୁ ନିଜ ମଙ୍ଗଳସୂତ୍ର ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ବୈବାହିକ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

୨. ସିନ୍ଦୁର :

ବିବାହିତ ମହିଳାଙ୍କ ପାଇଁ ସିନ୍ଦୁର କେତେ ଆବଶ୍ୟକ ହୋଇଥାଏ ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ମହିଳାଙ୍କୁ କେବେ ଅନ୍ୟ ମାନଙ୍କୁ ନିଜ ସିନ୍ଦୁରରୁ ଲଗାଇବାକୁ ଦବା ଉଚିତ ହୋଇନଥାଏ । ତେବେ କାହାକୁ ନା ଦିଅନ୍ତୁ ନା କାହାର ସିନ୍ଦୁର ଲଗାଇବା ଉଚିତ ହୋଇଥାଏ ।

୩. କାଜଲ :

ବିବାହିତ ମହିଳାଙ୍କୁ ନିଜ ସାଜ ଶିଂଗାର ଜିନିଷ ଯେମିତିକି କାଜଲ ଅନ୍ୟ ସ୍ତ୍ରୀକୁ ଦବା ଉଚିତ ହୋଇନଥାଏ ଏହା ଛଡା ବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ ଦେଖିଲେ ଏହା ଆପଣଙ୍କ ଆଖିରେ ଇନଫେକସନ କାରଣ ମଧ୍ୟ ହୋଇପାରେ ସେଥିପାଇଁ ବଞ୍ଚିକି ରହିବା ଉଚିତ ହୋଇଥାଏ ।

୪. ଚୁଡି :

ଶାସ୍ତ୍ର ଅନୁଯାଇ ବୈବାହିକ ମହିଳାଙ୍କୁ ନିଜ ଚୁଡି କାହାକୁ ଦବା ଉଚିତ ହୋଇନଥାଏ ତେବେ ପିନ୍ଧା ଚୁଡି କାହାକୁ ଦେଲେ ଆପଣଙ୍କ ଭାଗ୍ୟ ଆଉ ଉନ୍ନତି ମଧ୍ୟ ଅନ୍ୟ ସ୍ତ୍ରୀ ଜୀବନକୁ ଯାଇଥାଏ ତେବେ ଏହି ଭଳି ଭୁଲ କେବେ କରନ୍ତୁ ନାହିଁ ।

୫. ବିନ୍ଦି :

ବିବାହିତ ମହିଳାଙ୍କୁ ନିଜ ବିନ୍ଦି କାହାକୁ ଦବା ଉଚିତ ନୁହ ଏହା ଦ୍ଵାରା ଆପାଙ୍କ ସ୍ବାମୀଙ୍କ ମୃ-ତ୍ୟୁ ହୋଇଥାଏ ଆଉ ଆପଣଙ୍କ ଭାଗ୍ୟରେ ଅନ୍ଧାର ଆସିଥାଏ ।

Leave a Reply

Your email address will not be published. Required fields are marked *