ବିବାହର ସବୁ ଆୟୋଜନ ସାରିଥିଲା, କିନ୍ତୁ ହାତ ଗଣ୍ଠି ପଡିବା ପୂର୍ବରୁ ବାହାଘର ଭାଙ୍ଗିଦେଲା ବାର… କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ସବୁ ଝିଅ ଚାହାନ୍ତି ନିଜ ବାହାଘର ରେ ସବୁଠାରୁ ସୁନ୍ଦର ଦେଖାଯିବା ପାଇଁ । ବାହାଘର ପାଇଁ ମାସ ଟେ ଆଗରୁ ସୁନ୍ଦର ଦେଖା ଯିବାର ପ୍ରୟାସ ଆରମ୍ଭ କରିଦିଅନ୍ତି । ଆଜିର ସମୟରେ ଝିଅ ମାନେ ନିଜ ବାହାଘର କୁ ନେଇ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । କେହି ନିଜର ଡ୍ରେସ କୁ ନେଇ ତ କେହି ନିଜର ହେୟାର ଷ୍ଟାଇଲ କୁ ନେଇ ତ ଆଉ କେହି ନିଜର ମେକପ କୁ ନେଇ ।

ସମସ୍ତେ ନିଆରା ଢଙ ରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । କିନ୍ତୁ ବାହାଘର ସମୟରେ କିଛି ଏମିତି ଅଘଟଣ ଘଟିଯାଏ ଯାହା ପାଇଁ ଥାନା ଯାଏଁ ମାଲା ପହଞ୍ଚି ଯାଇଥାଏ । ତେବେ ସେ ମାମଲା ବର ପକ୍ଷର ରୁ ହେଉ ବା କନ୍ୟା ପକ୍ଷ ରୁ ହୋଇଥାଏ । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକଇ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ସେଇ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ସେହି ଖବର ବିଷୟରେ ବିସ୍ତାର ଭାବେ । ଭାଇରାଲ ହୋଇଥିବା ଭିଡିଓ ରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ଆଉ ଦିନକ ପରେ ବାହା ହୋଇଥାନ୍ତେ ।

ବେଦୀରେ ବସିଥାନ୍ତେ ଆଉ ସାତ ଜନ୍ମର ସାଥୀ ଆସି ସିନ୍ଥିରେ ସିନ୍ଦୂର ଦେଇ ନେଇ ଯାଇଥାନ୍ତେ । ହେଲେ ଦେଖିଥିବା ସ୍ଵପ୍ନ ଆଜି ସବୁ ଦିନ ପାଇଁ ଅଧା ରହିଗଲା । ଯେଉଁ ହାତ ମଥାରେ ସିନ୍ଦୁର ଦେଇ ଥାନ୍ତା ସେ ଆଜି ହାତ ଛାଡି ଦେଲା । ଏଭଳି ଏକ ଘଟଣା କର୍ଣ୍ଣାଟକ ରେ ଦେଖିବାକୁ ମିଳିଛି । ନିଜ ବିବାହ ପାଇଁ ସଜବାଜ ହେବାକୁ କନ୍ୟା ଜଣକ ପାର୍ଲର ଯାଇଥିଲେ ।

ହେଲେ ମେକପ ରେ ଅତ୍ୟଧିକ ପରିମାଣରେ କେମିକାଲ କାରଣରୁ ସବୁ ଦିନ ପାଇଁ ମୁହଁ ଜଳି ଗଲା । ଏହା ସହ ଯୁବତୀ ଜଣଙ୍କର ମୁହଁ କଳା ପଡି ଫୁଲି ଯାଇ ଥିବାରୁ ସେ ଏବେ ଗୁରୁତର ଅବସ୍ଥାରେ ମେଡିକାଲ ରେ ଚିକିଶ୍ଚିତ ହେଉଛନ୍ତି । ଫଳରେ ଯୁବତୀ ଙ୍କ ମୁହଁ ଅସୁନ୍ଦର ହେବା ଜାଣିବା ପରେ ବାହାଘର ପାଇଁ ମନା କରି ଦେଇଥିଲା ବର ।

ଫଳରେ ବାହାଘର ଟି ଭାଙ୍ଗି ଯାଇଥିଲା । ଏ ନେଇ ଯୁବତୀ ଙ୍କ ପରିବାର ବିୟୁଟି ପାର୍ଲାର ମାଲିକ ଙ୍କ ନାଁ ରେ ଥାନାରେ ଅଭିଯୋଗ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ ନିଶ୍ଚୟ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *