ଏହି ନମୁନା ମାନଙ୍କ ହରକତ ଦେଖି ହସି ହସି ଗଡିବେ- ଥରେ ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ବିବାହ ଏକ ଏମିତି ପବିତ୍ର ବ-ନ୍ଧ-ନ ଯାହା କେବଳ ପୁଅ ଓ ଝିଅ ମଧ୍ୟ ରେ ହୁଏ ନାହି ବରଂ ଦୁଇ ପରିବାର ମଧ୍ୟ ମିଳନ ହୋଇଥାଏ । ବିବାହ ଉଭୟ ପୁଅ ଓ ଝିଅ ପାଇଁ ଏକ ସ୍ମୃତି ହୋଇ ରହିଥାଏ । କିନ୍ତୁ ବିବାହରେ ଯଦି ହସ ମଜା ନ ରହେ ତେବେ ସେଥିରେ କଣ ମଜା ଆସେ । ସ-ମ୍ପ-ର୍କୀ-ୟ ମାନଙ୍କର କିଛି ଅ-ତ-ର-ଙ୍ଗି ହରକତ ପାଇଁ ବିବାହ ୟାଦକାର ଭାବେ ମନେ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ବିବାହରେ ଘଟିଥିବା ଏମିତି କିଛି ମଜାଦାର ଘଟଣା ବିଷୟରେ ନେଇ ଆସିଛୁ ଜହ ଦେଖିଲେ ଆପଣ ନ ହସି ରହି ପାରିବେ ନାହି ।

ଏହି ଭି-ଡି-ଓ ରେ କନ୍ୟା ଓ ବର ଉଭୟ ଫୋଟୋ ଉଠାଇବା ପାଇଁ ସ୍ଟେଜ ରେ ଏକାଠି ଠିଆ ହୋଇଛନ୍ତି । କ୍ୟାମେରା ମ୍ୟାନ କନ୍ୟା ର ଭଲ ଫୋଟୋ ନେବା ପାଇଁ ଜୋର ଲଗେଇ ଦେଇଛି । କନ୍ୟା ମଧ୍ୟ ଭଲ ପୋଜ ଦେଇ ଫୋଟୋ ଉଠାଉଛି । କିନ୍ତୁ କ୍ୟାମେରା ମ୍ୟାନ କନ୍ୟା ର ସୁନ୍ଦରତା ଦେଖି ଏତେ ପାଗଳ ହୋଇଥିଲା ଯେ ତାକୁ କିସ କରି ଫୋଟୋ ଉଠାଇବାକୁ ଚାହୁଁଥିଲା । ଏଭଳି ଦୃଶ୍ୟ ଦେଖି ସେଠାରେ ଠିଆ ହୋଇଥିବା ବର ରା-ଗି-ଯା-ଇ କ୍ୟାମେରା ମ୍ୟାନ କୁ ଜୋରରେ ଜାବୁଡା ମା-ରି-ଛି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ଯାହାକୁ ଦେଖି କନ୍ୟା ଏତେ ଜୋର ରେ ହସିବାରେ ଲାଗିଛି ଯେ ଚେୟାର ରେ ନ ବସି ତଳେ ହସି ହସି ଗଡି ଯାଉଛି । ତେବେ ଏହି ଭି-ଡି-ଓ ଟି ଆପଣ ମାନଙ୍କୁ ବହୁତ ମଜା ଲାଗିଥିବ । ଅନ୍ୟ ଏକ ଭି-ଡି-ଓ ରେ ବର ଓ କନ୍ୟା ବରମାଳା ପିନ୍ଧାଇବା ପାଇଁ ଠିଆ ହୋଇଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଯେ ବାର ଓ କନ୍ୟା ଉଭୟ ଗ୍ରୀନ ରଙ୍ଗର ଯୋଡା ମ୍ଯାଚ କରି ପିନ୍ଧିଛନ୍ତି ।

କିନ୍ତୁ ବର କନ୍ୟା କୁ ବରମାଳା ପିନ୍ଧାଇବାକୁ ଏତେ ପାଗଳ ଯେ ସେ ପ୍ରଥମ ବରମାଳା ପିନ୍ଧାଇବାକୁ ଯାଇ କନ୍ୟା ଗୋଡ ତଳେ ଫୁଲମାଳା ପଡିଲା । ତା ପରେ ବର ଦିତୀୟ ଥର ପାଇଁ ବରମାଳା ପିନ୍ଧାଇବାକୁ ଯାଇ ଫୁଲମାଳା କନ୍ୟା ବେକରେ ପଡିବା ବଦଳରେ ତଳେ ପଡିଗଲା । ଏହି ଦୃଶ୍ୟ ଦେଖି ବିବାହରେ ଯୋଗ ଦେଇଥିବା ସବୁ ଲୋକ ମାନେ ହସି ହସି ଗଡିଗଲେ ।

ଅନ୍ୟ ଏକ ଭି-ଡି-ଓ ରେ ବର ଓ କନ୍ୟା ବରମାଳା ପିନ୍ଧିବା ବେଳେ କନ୍ୟା ବର ସହ ଏମିତି କିଛି କା-ଣ୍ଡ କରିଛି ଯାହାକୁ ଦେଖି ବର ରା-ଗି-ଯା-ଇ ଏମିତି କିଛି ହ-ର-କତ- କରିଛି । ତେବେ କନ୍ୟା ବର କୁ ଫୁଲମାଳା ପିନ୍ଧାଇବା ପରେ ଯେବେ ବରର ପାଳି ଆସିଲା ତେବେ କନ୍ୟା ପଛକୁ ଘୁଞ୍ଚି ଯାଇଥିଲା । ଏହା ଦେଖି ବାର ରା-ଗି-ଯା-ଇ କନ୍ୟା କୁ ବରମାଳା ପିନ୍ଧିବା ବଦଳରେ ସେଠାରେ ଥିବା ଆଉ ଗୋଟେ ମହିଳାଙ୍କୁ ବରମାଳା ପିନ୍ଧାଇ ଦେଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *