ଟିଭି ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନୟ କରୁଥିବା ଅଭିନେତା ଆରବଙ୍କ ବିବାହ Video

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଯୋଗୁ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିଛି କଳକାର ମାନେ ନିଜର ଅଭିନୟ ବ୍ଯତୀତ ଲୁକ ଓ ବ୍ୟତିତ୍ଵ ପାଇଁ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦେଖିବାକୁ ଲୋକ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଥିବା ଅଭିନେତା ଆରବଙ୍କୁ ନେଇ କିଛି କହିବାକୁ ଯାଉଛୁ ।

ତେବେ ସେ କାହା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ “ସିନ୍ଦୁରର ଅଧିକାର” ସିରିଏଲ ନିଶ୍ଚୟ ଦେଖୁଥିବେ । ଏଥିରେ ଅଭିନୟ କରୁଥିବା କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ତେବେ ଖୁସିଶିର ଖବର ହେଉଛି ଏହି ସିରିଏଲ ର ଲିଡ ନାୟକ ଆରବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ଆରବ ଙ୍କର ପ୍ରକୃତ ନାଁ ହେଉଛି ସାନୋଜ । ସେ ଅଭିନୟ କରିବା ସହ ଜଣେ ଭଲ ମଡ଼େଲର ମଧ୍ୟ ଅଟନ୍ତି । ତାଙ୍କର ମ୍ୟାରେଜ ଫୋଟୋ ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ।

ଏହା ଦେଖିବା ପରେ ଆରବ ବା ସନୋଜ ନିଜ ରାଏ ରେ କହିଛନ୍ତି ଯେ ତାଙ୍କର ଯେଉଁ ମ୍ୟାରେଜ ଫୋଟୋ ଭା-ଇ-ରା-ଲ ହେଉଛି ତାହା ସଂପୂର୍ଣ୍ଣ ଭାବେ ମିଛ ଅଟେ । ବର୍ତ୍ତମାନ ଯାଏଁ ସେ ବିବାହ କରି ନାହାନ୍ତି ବୋଲି ସନୋଜ କହିଛନ୍ତି ।

ଯେଉଁ ଫୋଟୋ ଗୁଡିକ ଭା-ଇ-ରା-ଲ ହେଉଛି ତାହା ହେଉଛି ୱେଡିଙ୍ଗ ଆର୍ଟ୍ସର ଫୋଟୋଗ୍ରାଫ । ସେହି ସବୁ ଫୋଟୋ ଗୁଡିକ ଆରବ ଶେୟାର କରିଛନ୍ତି ସୋ-ସି-ଆ-ଲ ମି-ଡି-ଆରେ ଯାହାକୁ ଦେଖିଲେ ଲାଗୁଛି ସତରେ ତାଙ୍କର ମ୍ୟାରେଜ ସଋ ଯାଇଛି ଯାହା ମିଥ୍ୟା ଅଟେ ।

ଆରବ ଙ୍କର ଏହି ୱେଡିଙ୍ଗ ଫୋଟୋ କୁ ଦେଖି ଲୋକ ମାନଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ଯାହାକୁ ଆରବ ନିଜେ କ୍ଲିୟର କରିଛନ୍ତି । ତେବେ “ସିନ୍ଦୁରର ଅଧିକାର” ସିରିଏଲେ ରେ ଆରବ ଜବରଦସ୍ତ ଅଭିନୟ କରୁଛନ୍ତି ଯାହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସୁଛି । ତେବେ ଆଗାମୀ ଦିନ ମାନଙ୍କରେ ଆରବ ବିବାହ କରିବେ କି ନାହି ତାହାର ସଂପୂର୍ଣ୍ଣ ବିବରଣୀ ମିଳି ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଆରବ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *