Ollywood ଲୋକପ୍ରିୟ କମେଡିଆନ ଗୁଡୁ ବାନ୍ଧି ହେଲେ ବିବାହ ବନ୍ଧନରେ, ଦେଖନ୍ତୁ କାହା ସହ କଲେ ବିବାହ

ଓଲିଉଡ ଜଗତରେ ଯେପରି ମୁଖ୍ୟ ଚରିତ୍ରରେ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଠିକ ସେହି ପରି ହାସ୍ୟ ଅଭିନେତା ଭାବେ ମଧ୍ୟ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକ ମାନଙ୍କର ହୃଦୟ ଜିତିଛନ୍ତି । ଏମିତି କିଛି ହାସ୍ୟ ବା କମେଡିଆନ କଳାକାର ଅଛନ୍ତି ଯିଏ ନିଜର ହସ କଥା ପାଇଁ ଲୋକଙ୍କ ମନରେ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁଙ୍କର ବିବାହ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ହାସ୍ୟ ଅଭିନେତା ଗୁଡୁଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେ ନିଜର ସାନଦାର କମେଡି ପାଇଁ ଫ୍ୟାନ୍ସ ମାନଙ୍କ ନିକଟରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏହା ଛଡା ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନେତା ଗୁଡୁ ନିଜର ଦମଦାର କାମେଡି ପାଇଁ ଅନେକ ଫିଲ୍ମ ରେ ନଜର ଆସିଛନ୍ତି ।

ଏଥିପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳି ସାରିଛି । ତେବେ ବର୍ତ୍ତମାନ ସୂଚନା ଅନୁସାରେ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ନିଜ ବା-ନ୍ଧ-ବୀ ମାମାଙ୍କ ସହ ବାନ୍ଧି ହୋଇଛନ୍ତି । ଓଡିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ଭାବେ ଗୁଡୁ ପରିଚିତ ଅଟନ୍ତି । ଆଜି ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । ସେ ତାଙ୍କ ଜୀବନର ଦିତୀୟୀ ଅଧ୍ୟାୟ ଆରମ୍ଭ କରିଛନ୍ତି ଯାହା ଏହି ଭି-ଡି-ଓ ରୁ ଜଣା ପଡୁଛି ।

ଅଭିନେତା ଗୁଡୁଙ୍କ ବାହାଘର ଆମୋଗୀ ମାଧ୍ୟମରେ ହୋଇଥିବା ବେଳେ ସେ ତାଙ୍କ ବା-ନ୍ଧ-ବୀ ମାମା ଙ୍କ ମଥାରେ ସିନ୍ଦୁର ପିନ୍ଧାଉ ଥିବାର ଦୃଶ୍ୟ ଏହି ଭି-ଡି-ଓ ରୁ ଜଣା ପଡୁଛି । ହାସ୍ୟ କଳାକାର ଭାବେ ଗୁଡୁ ଅନେକ ଓଡିଆ ସିରିଏଲ, ଆଲବାମ ଓ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ତେବେ ଗୁଡୁ ନିଜର ମ୍ୟାରେଜକୁ ନେଇ ବେଶ ଖୁସି ଥିବାର ଏହି ଭି-ଡି-ଓ ରୁ ସ୍ପଷ୍ଟ ହେଉଛି ।

ଆଗାମୀ ଦିନ ମାନଙ୍କରେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆମେ ଆଶା କରୁଛୁ । ଗୁଡୁ ନିଜର ବା-ନ୍ଧ-ବୀ ମାମା ଯାହାଙ୍କୁ ସେ ଅନେକ ଦିନ ହେବ ଜାଣିଛନ୍ତି । ତାଙ୍କ ସହ ନିଜର ସାରା ଜୀବନ ବିତାଇବାକୁ ମନସ୍ଥ କରି ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ମାମା ଙ୍କ ସହ ବାନ୍ଧି ହୋଇଛନ୍ତି । ଓଲିଉଡ ଜଗତରେ ସେ ନିଜର କମେଡି ପାଇଁ ସ୍ଵତନ୍ତ୍ର ସ୍ଥାନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନକୁ ହାସ୍ୟ ଅଭିନେତା ଗୁଡୁଙ୍କର କମେଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *