ବିବାହ ଦିନ ହିଁ ଦେଢଶୁର କଲା ଭାଇବୋହୁ ସହ ଏଭଳି କାଣ୍ଡ, Video ଦେଖି ହୋସ ଉଡିଯିବ

ମଧ୍ୟପ୍ରଦେଶର ଏକ ଅଞ୍ଚଳରେ ପ୍ରେମ ବିବାହ କରି ଫେରୁଥିବା ଏକ ଦମ୍ପତ୍ତିଙ୍କୁ ରାସ୍ତାରେ ଅଟକାଇ ଜଣେ ବ୍ୟକ୍ତି ତାଙ୍କୁ ମା-ରିବାକୁ ଲାଗିଲା । ଯାହାର କି ସ୍ଥାନୀୟ ଲୋକମାନେ ଏକ ଭି-ଡି-ଓ କରିଦେଲେ ଓ ବର୍ତ୍ତମାନ ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । କୁହାଯାଉଛି କି ବର ଓ କନ୍ୟାକୁ ରାସ୍ତାରେ ଟାଣି ଟାଣି ମା-ରୁ-ଥି-ବା ବ୍ୟକ୍ତି ଆଉ କେହି ନୁହନ୍ତି ବରର ନିଜ ବଡ ଭାଇ । ଏହି ଘଟଣା ପରେ ଉଭୟ ସ୍ଵାମୀ ସ୍ତ୍ରୀ ମା-ର-ପି-ଟ କରିଥିବା ବ୍ୟକ୍ତି ବି-ରୁ-ଦ୍ଧରେ ଥା-ନା-ରେ କେ-ସ ଦର୍ଜ କରିଛନ୍ତି । ଏହି ମାମଲା ବହୁତ ହିଁ ଅଜବ ଅଟେ ।

ସୂଚନା ଅନୁସାରେ ଚୋରାହଟା ଜିଲ୍ଲାର ମୋହନୀ ଗାଁର ଏହି ମାମଲା ଅଟେ । ଗାଁରେ ରହୁଥିବା ରବିରାଜସିଂହ ଚୌହାନ ଜଣେ ଯୁବତୀକୁ ଭଲ ପାଉଥିଲେ ଓ ସେ ତାଙ୍କୁ ବିବାହ କରିବା ପାଇଁ ନିଜ ଘର ଲୋକମାନଙ୍କୁ କହିଥିଲେ । କିନ୍ତୁ ପୁଅ ଘର ଲୋକମାନେ ଏହି ବିବାହକୁ ମଞ୍ଜୁରୀ ଦେଲେ ନାହିଁ ।

ଶେଷରେ ରବିରାଜସିଂହ ଘର ଲୋକମାନଙ୍କ ବି-ରୁ-ଦ୍ଧ-ରେ ଯାଇ ଓ ଘର ଲୋକମାନଙ୍କୁ କିଛି ନ କହି ଚୁପଚାପ ରାନୀତାଲାବ ସ୍ଥିତ ନିଜର ପ୍ରେମିକା ସହ ବିବାହ କରି ନେଲା । କିନ୍ତୁ ରବିରାଜ ସିଂହଙ୍କ ଘର ଲୋକମାନେ ଏହି ବିବାହ ବିଷୟରେ ଜାଣିଗଲେ । ରବିରାଜ ସିଂହର ବଡ ଭାଇ ବିଜୟବାହାଦୁର ସିଂହ ସଙ୍ଗେ ସଙ୍ଗେ ଗାଁର ହନୁମାନ ମନ୍ଦିରକୁ ପହଞ୍ଚି ଗଲା । ଯେଉଁଠି ଦୁଇ ଜଣ ବିବାହ ସମାପ୍ତ କରି ଘରକୁ ଯାଉଥିଲେ । ବଡ ଭାଇଙ୍କୁ ସମସ୍ତେ ଅଟକାଇବାକୁ ଲାଗିଲେ ।

କିନ୍ତୁ ବଡ ଭାଇ ରା-ଗି ଯାଇ ପ୍ରଥମେ ନିଜ ଭାଇକୁ ମା-ରିବାକୁ ଲାଗିଲା । ବିବାହ ଭଳି ସମୟରେ ମା-ର-ପି-ଟ ଦେଖି ସେଠି ଭିଡ ଜମା ହୋଇଗଲା । ବଡ ଭାଇ ନିଜ ସାନ ଭାଇକୁ ଛାଡି ତାର ସ୍ତ୍ରୀକୁ ମା-ରିବା ଆରମ୍ଭ କରିଦେଲା । ସେ ତାର ଗଲାରେ ଥିବା ଫୁଲ ହାରକୁ ବି ଛିଣ୍ଡାଇ ଦେଲା ଓ ଏତିକି ନୁହେଁ ସାନ ଭାଇର ସ୍ତ୍ରୀକୁ ବଡ ଭାଇ ରାସ୍ତାରେ ଟାଣି ଟାଣି ମା-ରିବାକୁ ଲାଗିଲା । ଏହି ସମୟର ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ହେଉଛି କି ବଡ ଭାଇ ନିଜ ସ୍ତ୍ରୀକୁ ମା-ରୁ-ଥି-ବାର ଦେଖିବା ସତ୍ବେ ବି ସ୍ଵାମୀ କିଛି ବି କରୁ ନ ଥିଲା କିମ୍ବା ନିଜ ସ୍ତ୍ରୀ ବଞ୍ଚାଇବାକୁ ଚେଷ୍ଟା ବି କରୁ ନ ଥିଲା ।

କିନ୍ତୁ ଏହି ସମୟରେ ସ୍ଥାନୀୟ ଲୋକମାନେ ସେହି ସ୍ଥାନରେ ପହଞ୍ଚି ମହିଳାଙ୍କୁ ବଞ୍ଚାଇଲେ ଓ ମାମଲାକୁ ଶାନ୍ତ କରାଇଲେ । ଏହା ପରେ ବର ଓ କନ୍ୟା ପୋ-ଲି-ସ ଷ୍ଟେସନକୁ ପହଞ୍ଚି ଗଲେ । ଯେଉଁଠି ପୋ-ଲି-ସ ଏହି ମାମଲାକୁ ଦର୍ଜ କରି ମହିଳାଙ୍କୁ ହସ୍ପିଟାଲ ପଠାଇ ଦେଇଛି । ପୋ-ଲି-ସର କହିବା ଅଟେ କି ପରିବାର ଲୋକମାନଙ୍କ ବି-ରୁ-ଦ୍ଧ-ରେ ଯୁବକ ଜଣକ ବିବାହ କରିଥିଲେ ଓ ରା-ଗି ଯାଇ ଭାଇ ତାଙ୍କ ସହିତ ମା-ର-ପି-ଟ କରିଛି । ବର୍ତ୍ତମାନ ମାମଲାର ଯାଞ୍ଚ ଜାରି ଅଛି ।

Leave a Reply

Your email address will not be published. Required fields are marked *