ମ୍ୟାଟ୍ରିମୋନିଆଲ ପ୍ରେମରେ ହରାଇଲେ ଲକ୍ଷ ଲକ୍ଷ ଟଙ୍କା, ମିଡିଆ ଆଗରେ ଯାହା କହିଲେ ଶୁଣି ଉଡିଯିବ ହୋସ, ଦେଖନ୍ତୁ Video

ଅ-ନ୍ଲା-ଇ-ନ ଠକେଇ ମା-ମ-ଲା ବର୍ତ୍ତମାନ ସମୟରେ କିଛି ନୂଆ କଥା ନୁହେଁ । ପ୍ରାୟତଃ ସବୁଦିନ କେହି ନା କେହି ଏହାର ଶି-କା-ର ହୋଇଥାନ୍ତି । ବହୁତ ସଚେତନ କରିବା ସତ୍ବେ ବି ଲୋକମାନେ ଅ-ନ୍ଲା-ଇ-ନ ଠକେଇର ଶି-କା-ର ହୋଇ ଲକ୍ଷ ଲକ୍ଷ ଟଙ୍କା ଦେଇ ଦେଉଛନ୍ତି ।

କେତେକ ଲୋକମାନେ ତ ଝିଅମାନଙ୍କ କଥାରେ ଆସି ତାଙ୍କୁ ଅ-ନ୍ଲା-ଇ-ନ ଟଙ୍କା ପଠାଇ ଦିଅନ୍ତି । ଏହିଭଳି ପ୍ରାୟତଃ ବହୁତ ମା-ମ-ଲା ସାମ୍ନାକୁ ବି ଆସୀସାରିଛି । କିନ୍ତୁ ବର୍ତ୍ତମାନ କଟକ ଜିଲ୍ଲାରେ ଏହିଭଳି ଏକ ଘ-ଟ-ଣା ଘଟିଛି । ଯେଉଁଠି ଜଣେ ମହିଳା କଟକର ଏହି ବ୍ୟକ୍ତିଙ୍କୁ ବାହା ହେବ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଗୋପୀନାଥପୁର ଗାଁର ଜଣେ ବ୍ୟକ୍ତି ମ୍ୟାଟ୍ରିମୋନିଆଲ ଫ୍ର-ଡର ଶି-କା-ର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ।

ସେ ଓଡିଆ ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଜଣେ ଯୁବତୀଙ୍କ ସ-ମ୍ପ-ର୍କରେ ଆସିଲେ । ଧୀରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମର ଭାବନା ଜାଗ୍ରତ ହେଲା । ଯାହାକି ଆଜି ଏହି ବ୍ୟକ୍ତି ପାଇଁ କା-ଳ ହୋଇଗଲା । କିଛି ଦିନ ୱ୍ହା-ଟ-ସ-ଏ-ପ ଓ ଫୋନରେ କଥାବାର୍ତ୍ତା ପରେ ସର୍ବପ୍ରସନ୍ନ ପଣ୍ଡା ନାମକ ଏହି ବ୍ୟକ୍ତି ଜଣଙ୍କୁ ଇଂଲଣ୍ଡରେ ରହୁଥିବା ଛତିଶଗଢର ପ୍ରୀତି ରାଜପୁତ ନାମକ ଯୁବତୀ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ ।

କିଛି ଦିନ ପରେ ଯୁବତୀ ଜଣକ ଏହି ବ୍ୟକ୍ତିଙ୍କୁ କହିଲେ କି ସେ ବିବାହ ଉପଲକ୍ଷେ ତାଙ୍କୁ ଇଂଲଣ୍ଡରୁ କିଛି ଦାମୀ ଦାମୀ ଉପହାର ପଠାଉଛନ୍ତି । କିନ୍ତୁ ଏହି ସବୁ ଉପହାର ବିମାନ ବନ୍ଦରରୁ ଘରକୁ ଆସିବା ପାଇଁ କିଛି ଜରୁରୀ କାଗଜ ପତ୍ର ତିଆରି କରିବାକୁ ପଡିବ ଓ ଏଥିପାଇଁ ବହୁତ ଟଙ୍କାର ମଧ୍ୟ ଆବଶ୍ୟକ ।

ଧୀରେ ଧୀରେ ଯୁବତୀ ଏହିଭଳି ବହୁତ କଥା କହି ବ୍ୟକ୍ତି ଜଣଙ୍କୁ ନିଜ ଜା-ଲରେ ଫ-ସା-ଇ ପାଖାପାଖି ୪ ଲକ୍ଷ ଟଙ୍କା ଅ-ନ୍ଲା-ଇ-ନ ମାଧ୍ୟାମରେ ନେଇ ଯାଇଛନ୍ତି । ସର୍ବପ୍ରସନ୍ନ ପଣ୍ଡା ଯେତେବେଳେ ଜାଣି ପାରିଲେ କି ସେ ଠକେଇର ଶି-କା-ର ହୋଇଛନ୍ତି ତେବେ ସେ ନେମାଳ ଥା-ନା ଓ ସା-ଇ-ବ-ର ସେ-ଲ-ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଲେ ।

ଥା-ନା ଅ-ଧି-କା-ରୀ ସର୍ବପ୍ରସନ୍ନ ପଣ୍ଡାଙ୍କ ଅ-ଭି-ଯୋ-ଗକୁ ଗ୍ରହଣ କରି ଏକ କେ-ସ ଦାୟର କରିଛନ୍ତି । ସର୍ବପ୍ରସନ୍ନ ପଣ୍ଡା କହିଲେ କି ମୁଁ ପ୍ରଥମେ ମୋବାଇଲ୍ରେ ଓଡିଆ ମ୍ୟାଟ୍ରିମୋନିଆଲ ଏପ ଡାଉନଲୋଡ କରିଲି । ଏହା ପରେ ମୋତେ ଗୋଟିଏ ଝିଅ ମ୍ୟାସେଜ କରିଲା ଓ ମୁଁ ଯେତେବେଳେ ତାହାର ପ୍ରୋଫାଇଲ ଫଟୋ ଦେଖିଲି ତେବେ ସେ ଜଣେ ଡାକ୍ତର ଥିଲେ ବୋଲି ଜାଣି ପାରିଲି ।

ସେଥିପାଇଁ ମୁଁ ବି ତାଙ୍କ ସହ କଥାବାର୍ତ୍ତା ହେଲି । ଆମର କଥାବାର୍ତ୍ତା ଚାଲିଲା ଓ ସେ ମହିଳା କହିଲା କି ମୁଁ ଓଡିଶା ଯିବି ମୁଁ ଗୋଟିଏ ମେଡିକାଲ ଖୋଲିବି ଆପଣ ସେଥିରେ ମ୍ୟାନେଜର ରହିବେ ଓ ମୁଁ ଆପଣଙ୍କୁ ହିଁ ବାହା ହେବି । ଏହିଭଳି ମିଠା ମିଠା କଥାରେ ଆସି ଶେଷରେ ମୁଁ ୪ ଲକ୍ଷ ଟଙ୍କା ତାଙ୍କୁ ଅ-ନ୍ଲା-ଇ-ନରେ ପଠାଇ ଦେଇଛି । ସର୍ବପ୍ରସନ୍ନ ପଣ୍ଡା ଆଗକୁ କହିଲେ କି ଭବିଷ୍ୟତରେ କେହି ବି ଏହିଭଳି ଠକେଇର ଶି-କା-ର ନ ହୁଅନ୍ତି ସେଥିପ୍ରତି ସମସ୍ତଙ୍କୁ ସଚେତନ ରହିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *