ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଲୂକ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ କଳାକାର ମାନେ ବିଶେଷ କରି ପ୍ରେମ ବିବାହ କରିବାର ନଜର ଆସୁଛନ୍ତି । କିଛି କଳାକାର ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଲେଣି ତ ଆଉ କିଛି ବହୁତ ଜଲ୍ଦି ହେବାକୁ ଯାଉଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଗୁନଗୁନ ଙ୍କ ବିବାହ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟ ଅଭିନେତ୍ରୀ ଗୁନଗୁନ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମ ଅଭିନୟ କରି ଚର୍ଚ୍ଚା କୁ ଆସିଛନ୍ତି ।
ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହା ସହ ସେ ଟିଭି ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ସୋ ରେ ଆଙ୍କରିଙ୍ଗ କରିବାର ନଜର ଆସିଛନ୍ତି । ତେବେ ସେ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ତାଙ୍କର ମେହେନ୍ଦି ରସମ ଖୁବ ଧୂମଧାମ ରେ ପାଳନ କରା ଯାଇଛି ।
ସେ ତାଙ୍କ ମେହେନ୍ଦି ରେ ବହୁତ ସାରା ମଜାମସ୍ତି କରିବାର ନଜର ଆସିଛନ୍ତି । ଆସନ୍ତା ୩୦ ରେ ତାଙ୍କର ବିବାହ ହେବାକୁ ଯାଉଛି । ସେ ତାଙ୍କର ମ୍ୟାରେଜ କଥା ଓ ମେହେନ୍ଦି ହାତରେ ଲଗାଇ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ତାବଙ୍କା ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ।
ତାଙ୍କର ମ୍ୟାରେଜକୁ ନେଇ ବହୁତ ଖୁସି ଥିବାର ନଜର ଆସୁଛନ୍ତି ଗୁନଗୁନ । ତେବେ ସେ କାହାକୁ ବିବାହ କରୁଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ଅନହି । କିନ୍ତୁ ତାଙ୍କର ବିଭର ସବୁ ବିଧି ବିଧାନ କୁ ସେ ତାଙ୍କ ସୋସିଆଲ ଆକାଉଣ୍ଟ ରେ ସେୟାର କରିବାର ନ୍ଯାର ଆସୁଛନ୍ତି ।
ତେବେ ସୋମାଲିନ ପରିଡାଙ୍କ ପରେ ଗୁନଗୁନ ଏବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଆଶା କରୁଛୁ ଗୁନଗୁନ ଙ୍କ ବୈବାହିକ ଜୀବନ ସୁଖମୟ ରହିବ । ସେ ତାଙ୍କ ସ୍ଵାମୀ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାନ୍ତୁ ଏହା ଆମର କାମନା ।
ବନ୍ଧୁଗଣ ଆପଣ ମାନଙ୍କୁ ଗୁନଗୁନଙ୍କ ବିବାହକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।