ବିବାହ ପରେ ପ୍ରଥମ ଥର ସ୍ତ୍ରୀଙ୍କୁ ବିଲେଇନେଲେ କମେଡିଆନ Gudu… ଦେଖନ୍ତୁ Video

ଓଲିଉଡ ରେ ଅନେକ ପ୍ରକାର ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଆପଣ ଜାଣି ଥିବେ ତାଙ୍କୁ । ଆପଣ ଜାଣିଥିବେ ତ ଓଡିଶାରେ ହାସ୍ୟ ଅଭିନେତା ଖୁବ କମ ଯେଉଁ ମାନେ ନିଜକୁ ସବୁ ବେଳେ ପଛକୁ ଦେଖାଇ ନିଜର ଥଟା ଉଡାଇ ସବୁ ବେଳେ ଅନ୍ୟକୁ ହସାଉ ଥାନ୍ତି ।

ତେବେ ଯଦି ଆମେ ଦେଖିବା ପାଇଁ ଯିବା ଅନେକ ଲୋକ ଅଛନ୍ତି ଯେଉଁ ମାନେ ବଦଳିବା ପାଇଁ ଚାହୁଁ ନାହାନ୍ତି ସେହି ମାନାଙ୍କର ଏହି ଗୁଣ ପାଇଁ ଦର୍ଶକ ସେମାନଙ୍କୁ ଭଲ ପାନ୍ତି । ତେବେ ଓଡିଆ ଜଗତରେ ଆଗରୁ “ଯଇ” ଥିଲେ ଯେ କି ନିଜ କମେଡି ଦ୍ଵାରା ଲୋକ ମାନଙ୍କୁ ସବୁ ବେଳେ ହସାଉ ଥିଲେ ମାତ୍ର ଦେଖିବା ଯଦି ଆଜି କାଲୀ ଏହି କ୍ଷେତ୍ରରେ ଅନେକ ପ୍ରକାର କଳା କାର ଅଛନ୍ତି ଯେଉଁ ମାନେ ନିଜକୁ ହାସ୍ୟ ଅଭିନୟରେ ପ୍ରମାଣିତ କରି ସାରିଛନ୍ତି ।

ଆଜି ଆମେ ଆପଣଙ୍କୁ ଗୁଡୁ ଯିଏ କି ଜଣେ ହାସ୍ୟ ଅଭିନେତା ତାଙ୍କ ବିଷୟରେ କହିବା ପାଇଁ ଯାଉଛୁ । ସେ ଜଣେ ହାସ୍ୟ ଅଭିନେତା ତାଙ୍କର ପାପା ଏକ ସରକାରୀ ଚାକିରିଆ ଓ ତାଙ୍କ ମା ଜଣେ ହାଉସ ୱାଇଫ ଅଟନ୍ତି । ମାତ୍ର ଗୁଡୁ ନିଜ କ୍ଯାରିୟର ପାଇଁ ପିଲା ଦିନୁ ଅଲଗା କିଛି ଭାବି ଥିଲେ ଅନେକ ଫିଲ୍ମ ରେ ସେ ଅଭିନୟ କରି ନିଜର ଲୋକ ପ୍ରିୟତା ହାସଲ କରିଛନ୍ତି । ତେବେ ସେ ସବୁ ଦିନ ପାଇଁ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କେହି ଦିନେ ବିଶ୍ବାଶ ମଧ୍ୟ କରି ପାରୁ ନଥିଲେ କି ସେ ବିବାହ କରି ପାରିବେ । ମାତ୍ର ସେ ସୋସିଆଲ ମିଡିଆରେ ନିଜର ଏକ ବାନ୍ଧବୀଙ୍କୁ ଜାଣି ଥିଲେ ଓ ୪୬ ଦିନର ପ୍ରେମ ପରେ ସେ ଦୁଇ ଜଣ ବିବାହ ପାଇଁ ମତ ଦେଇ ଥିଲେ ।

ଏହାକୁ ନେଇ ଦୁଇ ପରିବାର ମଧ୍ୟ ଖୁବ ଖୁଶି ଅଛନ୍ତି । ତେବେ ସୋମ ବାର ଦିନ ଗୁଡୁ ଓ ତାଙ୍କ ବାନ୍ଧବୀ ପ୍ରିୟାଙ୍କା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯଦି ଆପଣ ସୋସିଆଲ ମିଡିଆରେ ଦେଖିବେ ଏଠି ପାଇଁ ତାଙ୍କୁ ଅନେକ ପ୍ରକାର ଶୁଭ କାମନା ଦିଆ ମଧ୍ୟ ଯାଇଛି ।

ସେ ସୋମବାର ଦିନ ତାଙ୍କ ମଠାରେ ସିନ୍ଦୁର ଦେଇ ଓ ବେକରେ ମଙ୍ଗଲ ସୂତ୍ର ପକାଇ ସବୁ ଦିନ ପାଇଁ ପ୍ରିୟାଙ୍କା କୁ ନିଜର କରିଛନ୍ତି । ଯଦି ଆପଣ ତାଙ୍କ ଫଟ ସବୁ ଦେଖିବେ ତେବେ ଜଣାଇ ପାରିବେ କି ସେମାନେ କିଭଳି ଖୁଶିରେ ଅଛନ୍ତି ଗୁଡୁ କହିଛନ୍ତି କି ପ୍ରିୟାଙ୍କା ଓ ସେ ଦୁହେଁ ଦୁଇ ଜଣଙ୍କୁ ଖୁବ ଭଲ ପାନ୍ତି କେବଳ ସେତିକି ନୁହେଁ ସେମାନେ ସବୁ ବେଳେ ଏହି ଭଳି ଖୁଶିରେ ରହିବା ପାଇଁ ସବୁ ଙ୍କ ଆଶୀର୍ବାଦ ମଧ୍ୟ ମାଗିଛନ୍ତି ।

ଆହୁରି ଏକ ଘଟଣା ଅଛି କି ସେ ନିଜ ନବ ବିବାହିତ ପତ୍ନୀ ଙ୍କୁ ନେଇ ସାରା ଭୁବନେଶ୍ବର ବୁଲାଉଛନ୍ତି । ପ୍ରିୟାଙ୍କା ହେଉଛନ୍ତି କେନ୍ଦ୍ରାପଡା ରାଜନଗର ର ଝିଅ । ସେ ପ୍ରିୟାଙ୍କା ଙ୍କୁ ଏକ ସୁନ୍ଦର ଜୀବନସାଥି ବୋଲି କହିଛନ୍ତି । ସବୁ ଅଭିନେତାଓ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି ।

Leave a Reply

Your email address will not be published. Required fields are marked *