ଦେଖନ୍ତୁ Video: ଥାନାରେ ଅଭିନେତା Babi Mishra ଙ୍କୁ ଅଟକ ରଖିଛି ପୋଲିସ, ବବି ନାଁ ରେ ଏମିତି ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ପଡୋଶୀ, ଶୁଣିଲେ ମୁଣ୍ଡରେ ହାତ ଦେବେ !

ଅଭିନେତା ବବି ମିଶ୍ରଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ ଓ ଦେଖିଥିବେ । ବବି ମିଶ୍ର ଓଲିଉଡ ଦୁନିଆର ଜଣେ ଜଣା ଶୁଣା ନାଁ ଅଟନ୍ତି । ସେ କେତେକ ଓଡିଆ ଫିଲ୍ମରେ ମୁଖ୍ୟ ଅଭିନେତା ଓ ସହ କଳାକାର ରୂପରେ ଅଭିନୟ କରିଛନ୍ତି । ସେ କେତେକ ଆଲବମ ଗୀତରେ ବି ନଜର ଆସିଛନ୍ତି । ଏହା ଛଡା କେତେକ ଶୋରେ ବି ନଜର ଆସିଛନ୍ତି ।

ବବି ମିଶ୍ର ଓଡିଶାର ବହୁତ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଯାହାଙ୍କର ପ୍ରାୟତଃ ଫିଲ୍ମ ଓ ଆଲବମ ମଧ୍ୟ ଆପଣ ଦେଖିଥିବେ । କିନ୍ତୁ ବର୍ତ୍ତମାନ ବବି ମିଶ୍ରଙ୍କୁ ନେଇ ଏକ ବହୁତ ବଡ ଖବର ସାମ୍ନାକୁ ଆସୁଛି ।

କୁହାଯାଉଛି କି ସେ ନିଜର ପଡୋଶୀକୁ ପ୍ରଥମେ ଗା-ଳି ଗୁ-ଲ-ଜ କରିଥିଲେ ଓ ଏହା ପରେ ତାଙ୍କ ସହିତ ମା-ର-ପି-ଟ ମଧ୍ୟ କରିଛନ୍ତି ବୋଲି ତାଙ୍କର ପଡୋଶୀ ଅ-ଭି-ଯୋ-ଗ କରିଛନ୍ତି । ଏହି ସବୁ ଘଟଣା ପରେ ବବି ମିଶ୍ରଙ୍କ ପଡୋଶୀ ଥା-ନାରେ ଆସି ବବି ମିଶ୍ରଙ୍କ ବି-ରୁ-ଦ୍ଧ-ରେ ଏକ ଏଫ-ଆ-ଇ-ଆର ବି ଦେଇଛନ୍ତି । ବବି ମିଶ୍ର ଓ ତାଙ୍କର ପଡୋଶୀ ଉଭୟଙ୍କୁ ପୋ-ଲି-ସ ଥା-ନାରେ ଡାକିଛନ୍ତି ।

କହିବାକୁ ଗଲେ ମା-ମ-ଲା କିଛି ଏହିଭଳି ଥିଲା । ଥା-ନାରେ ତାଙ୍କର ପଡୋଶୀ ଅ-ଭି-ଯୋ-ଗ କରିଛନ୍ତି କି ବବି ମିଶ୍ର କିଛି ଦିନ ହେବ ମ-ଦ ପି-ଇ କଲୋନୀ ଆସୁଛନ୍ତି ଓ ସବୁଦିନ କୌଣସି ନା କୌଣସି କଥାକୁ ନେଇ କଲୋନୀରେ ଝ-ଗ-ଡା କରୁଛନ୍ତି । ଏମିତିରେ ଦିନକୁ ଦିନ କଲୋନୀରେ ତାଙ୍କର ଉତ୍ପାତ ବଢିବାରେ ଲାଗିଥିଲା । ବବି ମିଶ୍ରଙ୍କ ପଡୋଶୀଙ୍କ ଅନୁସାରେ ଗତକାଲି ସେ ବ-ନ୍ଧୁ-କ ଆଣି ତାଙ୍କର ସ୍ତ୍ରୀକୁ ବିବାହ କରିବା ପାଇଁ ଧ-ମ-କ ଦେଉଥିଲେ ।

ଏତିକି ନୁହେଁ ବବି ମିଶ୍ର ତାଙ୍କର କିଛି ସହଯୋଗୀଙ୍କୁ ଆଣି ମଧ୍ୟ ତାଙ୍କୁ ଧ-ମ-କ ଦେଉଛନ୍ତି ବୋଲି ବବି ମିଶ୍ରଙ୍କ ପଡୋଶୀ ଥା-ନାରେ ଅ-ଭି-ଯୋ-ଗ କରିଛନ୍ତି । ଏହା ପରେ ପୋ-ଲି-ସ ବବି ମିଶ୍ରଙ୍କୁ ଥା-ନାରେ ଅଟକ ରଖି ଜେରା କରୁଛି । କିନ୍ତୁ ଏହି ମା-ମ-ଲା-ରେ ବବି ମିଶ୍ରଙ୍କ କୌଣସି ବି ପ୍ରତିକ୍ରିୟା ମିଳି ନାହିଁ । ଅନ୍ୟ ପଟେ ପୋ-ଲି-ସ ଦୁଇ ପକ୍ଷଙ୍କ ବୟାନ ଶୁଣିବା ପରେ ହିଁ କିଛି ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *