ବିବାହ ପୂର୍ବରୁ ଗର୍ଭବତ୍ତୀ ହୋଇଯିବା କୌଣସି ବି ମହିଳା ପାଇଁ ଏହା ବହୁତ ହିଁ ଅପମାନଜନକ କଥା ହୋଇଥାଏ । ଭାରତୀୟ ସଂସ୍କୃତି ଓ ସମାଜ ଏହାକୁ ସ୍ଵୀକାର କରି ନ ଥାଏ । ସେଥିପାଇଁ ତ କେତେକ ଝିଅ ଯଦି ଭୁଲରେ ଗର୍ଭବତ୍ତୀ ହୋଇ ଯାଆନ୍ତି ତେବେ ଘର ଲୋକମାନେ ଅତି ଶୀଘ୍ର ତାର ବିବାହ କରି ଦିଅନ୍ତି । ସେମାନେ ଏହି କଥାକୁ ଲୁଚାଇବାକୁ ଚେଷ୍ଟା କରନ୍ତି । ଏମିତି ହିଁ କିଛି ଏହି ଅଭିନେତ୍ରୀମାନଙ୍କ ସହିତ ହୋଇଥିଲା । ଯେଉଁମାନେ ବିବାହ ପୂର୍ବରୁ ହିଁ ଗର୍ଭବତ୍ତୀ ହୋଇ ଯାଇ ଥିଲେ । ଏମାନେ ଜଲ୍ଦି ଜଲ୍ଦି ବିବାହ କରିଦେଲେ ।
ମହିମା ଚୌଧରୀ

‘ପରଦେସ’ ଫିଲ୍ମରେ ଶାହରୁଖଙ୍କ ହିରୋଇନ ହୋଇଥିବା ମହିମା ଚୌଧରୀ ବିବାହ ପୂର୍ବରୁ ହିଁ ଗର୍ଭବତ୍ତୀ ହୋଇ ଯାଇଥିଲେ । ମହିମା ବର୍ଷ ୨୦୦୬ରେ ଫେମସ ଆର୍କିଟେକ୍ଟ ବବୀ ମୁଖର୍ଜୀଙ୍କ ସହ ଚୁପଚାପ ବିବାହ କରିଥିଲେ । ବିବାହର ୯ ମାସ ପୂର୍ବରୁ ହିଁ ମହିମା ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ । ଏଥିରୁ ଜଣା ପଡି ଗଲା କି ସେ ବିବାହ ପୂର୍ବରୁ ଗର୍ଭବତ୍ତୀ ଥିଲେ ।
କୋଂକଣା ସେନ
ବଲୀଉଡର ଦମଦାର ଅଭିନେତ୍ରୀ କୋଂକଣା ସେନ ବି ବିବାହ ପୂର୍ବରୁ ଗର୍ଭବତ୍ତୀ ହୋଇ ଯାଇଥିଲେ । ସେ ଚୁପଚାପ ରଣବୀର ଶୌରୀଙ୍କୁ ବିବାହ କରିଥିଲେ ।
ବିନା ମଲିକ
ପାକିସ୍ତାନର ଅଭିନେତ୍ରୀ ଓ ବିଗ ବସର ପ୍ରତିଯୋଗୀ ରହିସାରିଥିବା ବିନା ମଲିକ ସବୁବେଳେ ନିଜର କାମ ଓ ବୟାନ ଯୋଗୁ ବିବାଦ ମଧ୍ୟରେ ଘେରି ରୁହନ୍ତି । ବିନା ଦୁବାଇର ବିଜନେସମ୍ୟାନ ଅବରାମ ଖାନ ଖଟ୍ଟାକଙ୍କୁ ଅଚାନକ ବିବାହ କରିଥିଲେ । ଏହା ପଛର କାରଣ ହେଉଛି ବିବାହ ପୂର୍ବରୁ ହିଁ ସେ ଗର୍ଭବତ୍ତୀ ହୋଇ ଯାଇଥିଲେ ।
ଶ୍ରୀଦେବୀ

ଶ୍ରୀଦେବୀ ନିଜ ଜମାନାର ସବୁଠୁ ସୁନ୍ଦର ଓ ପ୍ରତିଭାଶାଳୀ ଅଭିନେତ୍ରୀ ଥିଲେ । ଶ୍ରୀଦେବୀ ବି ବିବାହ ପୂର୍ବରୁ ଗର୍ଭବତ୍ତୀ ହୋଇ ଯାଇଥିଲେ । ବୋନୀ କପୁର ନିଜର ପ୍ରଥମ ପତ୍ନୀକୁ ତଲାକ ଦେଇ ଶ୍ରେଦେବୀଙ୍କୁ ବିବାହ କରିଥିଲେ ।
ଅମୃତା ଅରୋଡ଼ା
ଅମୃତା ଦିଲ୍ଲୀର ବିଜନେସମ୍ୟାନ ଶକୀଲ ଲଡାକଙ୍କ ସହ ବିବାହ କରିଛନ୍ତି । ଏମାନେ ବିବାହ ପୂର୍ବରୁ ପରସ୍ପରକୁ ଡେଟ ବି କରିଥିଲେ । କିନ୍ତୁ ଏମାନଙ୍କ ସମ୍ପର୍କ ଏତେ ଗଭୀର ହୋଇ ଯାଇଥିଲା କି ଅମୃତା ବିବାହ ପୂର୍ବରୁ ହିଁ ଗର୍ଭବତ୍ତୀ ହୋଇ ଯାଇଥିଲେ । ଦୁଇ ଜଣ ଜଲ୍ଦି ଜଲ୍ଦି ବିବାହ କରି ନେଲେ ।
ସାରିକା
ସାରିକା କମଲ ହସନଙ୍କ ଦ୍ଵିତୀୟ ପତ୍ନୀ ଅଟନ୍ତି । ସାଉଥ ଫିଲ୍ମର ଜଣା ଶୁଣା ଅଭିନେତ୍ରୀ ସାରିକା ବିବାହ ପୂର୍ବରୁ ହିଁ ଗୋଟିଏ ଝିଅକୁ ଜନ୍ମ ଦେଇ ସାରିଥିଲେ । ଏହି କାରଣରୁ କମଳ ହାସନ ନିଜର ପ୍ରଥମ ପତ୍ନୀଙ୍କୁ ଛାଡି ସାରିକାଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁଇ ଜଣ ତଲାକ ବି ନେଇ ଗଲେ ।
ସେଲିନା ଜେଟଲୀ

ବଲୀଉଡରୁ ଗାୟବ ହୋଇ ସାରିଥିବା ସେଲିନା ଜେଟଲୀ ବର୍ଷ ୨୦୧୧ରେ ଦୁବାଇରେ ହୋଟେଲ ବିଜନେସ କରୁଥିବା ପିଟର ହାଗଙ୍କୁ ବିବାହ କରିଥିଲେ । ଏହି ବିବାହର କିଛି ମାସ ପରେ ସେଲିନା ଜେଟଲୀଙ୍କୁ ଜୁଡୁୱା ପୁଅ ହେଲା । ସେଲିନା ବିବାହ ପୂର୍ବରୁ ଗର୍ଭବତ୍ତୀ ଥିଲେ ବି ଜଣା ପଡିଥିଲା ।
