ବିବାହଠୁ ନେଇ ଧନର ଚିନ୍ତା ମଧ୍ୟ ହୋଇଯିବ ଦୂର, ବାସ ଗୁରୁବାର ଦିନ କରିଦିଅନ୍ତୁ ଏହି ସରଳ ଉପାୟ

ଗୁରୁବାର ଦିନ ଗୁରୁ ଗ୍ରହ (ବୃହସ୍ପତି ଦେବ)ଙ୍କ ପୂଜା କଲେ ଲାଭଦାୟକ ହୋଇଥାଏ । ଗୁରୁଗ୍ରହଙ୍କୁ ପୂଜା କଲେ ଜୀବନର ସବୁ ସମସ୍ଯା ଦୂର ହୋଇଯାଏ । ଆପଣଙ୍କୁ ଯଦି ଆର୍ଥିକ, ବିବାହା,ଦେହାଖରାପ ହେବାର ସମସ୍ଯା ଥାଏ,ତାହେଲେ ତଳେ ଦିଆଯାଇଥିବ୍ବା ଉପାୟ କରନ୍ତୁ। ଏହି ଉପାୟ କାଲେ ସବୁ ସମସ୍ଯା ଦୂର ହୋଇଯାଏ।

ଆର୍ଥିକ ସମସ୍ଯା ଦୂର କରିବା ପାଇଁ କରନ୍ତୁ ଏହି ଉପାୟ

ଯେଉଁ ଲୋକମାନଙ୍କର ଜୀବନରେ ଆର୍ଥିକ ପରିସ୍ଥିତି ଲାଗିରହିଛି, ଗୁରୁବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରନ୍ତୁ । ତା ପରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ଓ ତାଙ୍କ ସାମନାରେ ଘିଅର ଦୀପ ଜଳାନ୍ତୁ । ପୂଜା କଲାବେଳେ ବିଷ୍ଣ ସହସ୍ର ନାମ ପାଠ କରନ୍ତୁ ।

Image Courtesy: Google

ତା ପରେ ଗୁରୁ ଗ୍ରହଙ୍କର ପୂଜା କରନ୍ତୁ। ଶାସ୍ତ୍ରରେ ଗୁରୁଙ୍କୁ ଧନର କାରଣ କୁହାଯାଇଛି । ଏହି ଗ୍ରହର ପୂଜା କଲେ ଲାଭ ମିଳିଥାଏ ।ଟଙ୍କାର ସମସ୍ଯା ଦୂର କରିବାପାଇଁ ଗୁରୁବାର ସନ୍ଧ୍ୟାବେଳେ କଦଳୀ ଗଛ ଅତଳେ ଘିଅର ଦୀପ ଲଗାନ୍ତୁ । ଏହାପରେ ବେସନର ମିଠା ଲୋକମାନଙ୍କ ଭିତରେ ବାଣ୍ଟି ଦିଅନ୍ତୁ । ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଓ ମଥାରେ ହଳଦୀ ତିଲକ କରନ୍ତୁ।

Image Courtesy: Google

ବିବାହର ସମସ୍ଯା ଦୂର କରନ୍ତୁ ଏହି ଉପାୟ

ଯେଉଁ ଲୋକମାନଙ୍କର ବିବାହ ହେବାପାଇଁ ଡେରି ହେଉଛି,ସେହି ଲୋକମାନେ ଗୁରୁ ଗ୍ରହାଙ୍କୁ ପ୍ରସର୍ଣ୍ଣ କରନ୍ତୁ । ଗୁରୁ ଗ୍ରହଙ୍କୁ ପ୍ରସର୍ଣ୍ଣ କଲେ ବିବାହ ଶୀଘ୍ର ହୋଇଯାଏ। ଯେଉଁମାନଙ୍କର ବାହାଘର ହେବାପାଇଁ ଡେରି ହୁଏ ସେମାନଙ୍କର କୁଣ୍ଡଳୀରେ ଗ୍ରହ ଠିକ ଜାଗାରେ ନଥାଏ । ସେଥିପାଇଁ ଗ୍ରହ ମଜବୁତ ଥାଏ । ଗୃଅବର ଶୀଘ୍ର ଉଠି ସ୍ନାନ କରନ୍ତୁ। ତା ପରେ ମନ୍ଦିରକୁ ଯାଇ କଦଳୀ ଗଛକୁ ପୂଜା କରନ୍ତୁ ।

Image Courtesy: Google

କଦଳୀ ଗଛରେ ଚଣା ଡାଲି ଅର୍ପଣ କରନ୍ତୁ ଓ ଦୀପ ଜଳାନ୍ତୁ । ତା ପରେ ଗୁରୁଦେବଙ୍କ ଆରତି ପଢନ୍ତୁ। ସାଥିରେ ବ୍ରତ ରଖିବାର ସଙ୍କଳପ ମଧ୍ୟ ନିଅନ୍ତୁ। ଏହି ଦିନ ସନ୍ଧ୍ୟାବେଳେ ଭୋଜନ କରନ୍ତୁ ଓ ଭୋଜନରେ ମିଠା ଜିନିଷ ଖାଆନ୍ତୁ। ଏହି ଉପାୟ କଲେ ସେହି ଗ୍ରହ ମଜବୁତ ହୋଇଯାଏ। ଏହାକୁ ଛାଡି ଗୁରୁବାର ଦିନ ଗାଧୋଇବା ପାଣିରେ ହଳଦୀ ପକାନ୍ତୁ ଓ ସ୍ନାନ ପରେ ହଳଦୀର ତିଳକ କରନ୍ତୁ।

ଦେହ ଏକଦମ ଭଲ ରହିବ

ଗୁରୁଗ୍ରହର ପୂଜା କଲେ ଦେହ ଭଲ ରହିବ ଓ ଭଲ ପ୍ରଭାବ ପଡିବ । ଯେଉଁ ଲୋକ ସବୁବେଳେ ରୋଗରେ ପଡନ୍ତି,ସେମାନେ ଗୁରୁବାର ଦିନ ଗୁରୁ ଗ୍ରହଙ୍କର ବହି ପଢନ୍ତୁ। ବହି ପାଢୀବା ସମୟରେ ଦୀପ ଜଳାନ୍ତୁ ନିଜ ପାଖରେ । ଉକ୍ତ ପୁର ସାରିଲା ପରେ ମିଠା ଲୋକମାନଙ୍କ ଭିତରେ ବାଣ୍ଟି ଦିଅନ୍ତୁ । ଏହି ଉପାୟ ପାଞ୍ଚ ଗୁରୁବାର କରନ୍ତୁ । ଆପଣଙ୍କ ଦେହ ଉପରେ ଭଲ ପ୍ରଭାବ ପଡିବ ଓଠିକ ହୋଇଯିବ।

Image Courtesy: Google

ପ୍ରୟୋଗ କରି ଦେଖନ୍ତୁ ଏହି ଉପାୟ

ଗୁରୁବାର ଦିନ କଦଳୀ ଦାନ କାଲେ ଶୁଭ ହୁଏ । ଏହିଦିନ ସେଥିପାଇଁ କଦଳୀ ଦାନ କରନ୍ତୁ।

ଗୁରୁଗ୍ରାହ କମଜୋର ଥିଲେ, କଦଳିଖାନ୍ତୁ ନାହିଁ ।

ହଳଦିଆ ବସ୍ତ୍ର ଦାନ କରନ୍ତୁ ।

ଗାଇର ସେବା କରନ୍ତୁ ଓ ଗାଇକୁ କ୍ଷୀର ଖୁଆନ୍ତୁ ।

Image Courtesy: Google

 

ପୂଜା କଲାବେଳେ ଏହି ମନ୍ତ୍ର ଜପ କରନ୍ତୁ

ବୃଦ୍ଧି ଭୂତଂ ତ୍ରିଲୋକେସାଙ୍ଗ ତଂ ନାମାମି ବୃହସ୍ପିତମ ।

ଓଁ ଗ୍ରାଙ୍ଗ ଗୃଙ୍ଗ ଗ୍ରୋଙ୍ଗ ସହ ଗୁରବେ ନମଃ ।

ଓଁ ବ୍ର୍ନ ବୃହସ୍ପତୟେ ନମଃ

ଓଁ ଅଂଶଗିରସାୟ ବିଦମହେ ଦିବ୍ୟଦେହାୟ ଧୀମହୀ ତତ୍ରୋ ଜୀବଃ ପ୍ରଚୋଦୟାତ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *