ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ପୁଅଟି କଲା କିଛି ଏମିତି କି… ଦେଖି ଝିଅଟି ର ଉଡିଗଲା ହୋସ

ଦୁନିଆରେ କେତେକ ଏମିତି ଲୋକ ଅଛନ୍ତି, ଯିଏ ନିଜ ଭଲପାଉଥିବା ଲୋକଙ୍କୁ ପ୍ରପୋଜ କରିବା ପାଇଁ ଅଦ୍ଭୁତ ଓ ଅଲଗା ପ୍ରକାରରେ ଉପାୟ ଆପଣାନ୍ତି, ୟୁକେ ରେ ବି ସେହିପରି ଗୋଟେ ଯୁବକ ସେମିତି ହିଁ କରିଛନ୍ତି, ସେ ନିଜ ଗର୍ଲଫ୍ରେଣ୍ଡକୁ ବିବାହ ପାଇଁ ପ୍ରପୋଜ କଲେ ଏବଂ ସେଇଟା ବି ଅଲଗା ଓ ଅଜବ ପ୍ରକାର ରେ ଯାହା ବୋଧେ କେହି କାହା ପାଇଁ କେବେ କରି ଥିବ ।

ତେବେ କେଉଁ ଅଲଗା ଶୈଳୀରେ ନିଜ ପ୍ରେମିକଙ୍କୁ ବିବାହ ପାଇଁ ଅପଚାରିଲେ ଆସନ୍ତୁ ସେ ବିଷୟରେ ଜାଣିବା ।

ଏହି ଲୋକ ଇଂଗ୍ଲୈଂଡ ର ‘ଗାଡ୍ସ ଅଫ ଇଂକ ଟୈଟୂ ସ୍ଟୂଡିୟୋ’ ଯାଇ ନିଜ ଛାତି ଉପରେ ଗୋଟେ ଟୈଟୂ ବନେଇ ଛନ୍ତି, ଯାହା ଉପରେ ଇଙ୍ଗ୍ରାଜି ରେ ଲେଖା ହୋଇଥିଲା, ‘କଣ ତୁମେ ମୋ ସହ ବିବାହ କରିବ’ ? କେବଳ ଏତିକି ନୁହ ‘ହଁ ବା ନା’ ଉତ୍ତର ପାଇଁ ମଧ୍ୟ ଦୁଇଟି ବକ୍ସ କରା ଯାଇଥିଲା ।

ମିଡିଆ ରିପୋର୍ଟ୍ସ ଅନୁଯାଇ, ଯେତେବେଳେ ଏହି ବ୍ୟକ୍ତି ଜଣକ ଏହି ଅଦ୍ଭୁତ ଟୈଟୂ ବନେଇ ନିଜ ଗର୍ଲଫ୍ରେଣ୍ଡ ପାଖକୁ ଗଲେ ଏହା ଦେଖି ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, କିନ୍ତୁ ପରେ ଝିଅଟି ହଁ ଘରେ ଚିହ୍ନ ଦେଲେ ଏବଂ ନିଜ ବୟଫ୍ରେଣ୍ଡ ପ୍ରପୋଜଲ ସ୍ଵୀକାର କଲେ ।

ଏହି ଅଦ୍ଭୁତ ଟୈଟୂ ବନେଇଲା ବାଲା ଆର୍ଟିସ୍ଟ ଜୁରିସ ଜୁରିସନ ଏହି ପ୍ରପୋଜଲକୁ ଅଦ୍ଭୁତ ଓ ଅଜବ କହିଲେ, ଏହା ସେମିତି ଥିଲା, ଯେମିତି ସ୍କୁଲ ପିଲା ପ୍ରେମ ପତ୍ର ଲେଖନ୍ତି ଓ ହଁ ବା ନା ପାଇଁ ଅପେକ୍ଷା କରନ୍ତି । ତେବେ ଆପଣମାନେ ବି ନିଜ ନିଜର ପ୍ରେମିକ ପ୍ରେମିକଙ୍କୁ ନିଶ୍ଚୟ କିଛି ନା କିଛି ଅଲଗା ଭଙ୍ଗୀରେ ବିବାହ ପାଇଁ ପ୍ରପୋଜ କରୁଥିବେ । କିନ୍ତୁ ଏହି ପ୍ରୋପୋଜାଲ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ ।

ତେବେ ଯଦି ଏହାକୁ ଦେଖି ଆପଣମାନେ ମଧ୍ୟ ଏବିଭଳି କିଛି ପଦ ଖ୍ୟାପ ନେବା ପାଇଁ ଭାବୁଛନ୍ତି ତେବେ ସେଭଳି ଭୁଲ କେବେବି କରନ୍ତୁ ନି । କାହିଁକି ନା ଏଥିରେ ବିପଦ ମଧ୍ୟ ଅଛି । ଏହା ବହୁତ କଷ୍ଟ ଦାଯକ ମଧ୍ୟ ଅଟେ । ଯଦି ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ଟି ପସନ୍ଦ ଆସିଛି ତେବେ ଶେୟାର କରିବେ ଓ ଆମ ପେଜକୁ ଲାଇକ କରିବାକୁ ଜମା ଭୁଲିବେନି ।

Leave a Reply

Your email address will not be published. Required fields are marked *