ଆମ ହିନ୍ଦୁ ଶାସ୍ତ୍ରରେ ବହୁତ ନିୟମ ବିଷୟରେ କୁହା ଯାଇଛି ଆଉ ଏହି ନିୟମ ଗୁଡିକ ମଣିଷ ଶୁଭ ପାଇଁ ଲେଖା ହୋଇଛି ଯାହାକୁ ଆଜିକା ସମୟରେ ବହୁତ ଲୋକ ମାନୁ ନାହାନ୍ତି କିନ୍ତୁ ତାଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଚାଲିଛି ଆଉ ସେ ଏହାର କାରଣ ଜାଣି ପାରୁ ନାହାନ୍ତି । ଘରର ସୁଖ ଶାନ୍ତି ମହିଳାଙ୍କ ଦ୍ଵାରା ଘରକୁ ଆସିଥାଏ, ତେବେ ଆପଣଙ୍କୁ ଯଦି ନିଜ ଘର ଉନ୍ନତି କରିବାର ଅଛି ତେବେ ଆପଣ ନିଜ ଜୀବନରେ ବହୁତ କିଛି ଜାଣି ନାହାନ୍ତି ଯାହା ଆପଣଙ୍କୁ ଜାଣିବା ଆଉ ମାନିବା ଉଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ପାଇଁ ଆବଶ୍ୟକ ଅଟେ ।
ମହିଳାଙ୍କୁ ଘରର ଲକ୍ଷ୍ମୀ କୁହା ଯାଇଥାଏ ଆଉ ଏହା ସତ ମଧ୍ୟ କାହିଁକିନା ମହିଳା ଚାହିଁଲେ ଘର ସ୍ଵର୍ଗ ହୋଇଥାଏ ଆଉ ମହିଳା ଚାହିଁଲେ ଘର ନର୍କ ମଧ୍ୟ ହୋଇଥାଏ, ତେବେ ଯେଉଁ ଘର ମହିଳା ସମସ୍ତଙ୍କୁ ଯୋଡି ରଖିବା ପାଇଁ ଚେଷ୍ଟା କରିଥାନ୍ତି ସେହି ଘରେ ଉନ୍ନତି ଆସିଥାଏ ଆଉ ଯେଉଁ ଘର ମହିଳା ମାନେ ପରସ ପର ସହ କଳି ଝଗଡା କରିଥାନ୍ତି ସେହି ଘର ଲୋକଙ୍କ ଅଣିଷ୍ଠ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ମହିଳାଙ୍କ ଗାଧୋଇବା ଆଉ ମୁଣ୍ଡ ଢୋଇବା ପାଇଁ ମଧ୍ୟ କେତେକ ନିୟମ କୁହା ଯାଇଛି ଶାସ୍ତ୍ର ଅନୁଯାଇ ମହିଳା ମାନଙ୍କୁ ସବୁବେଳେ ମୁଣ୍ଡ ଢୋଇବା ଉଚିତ ନୁହ।
ଏହା ଦ୍ଵାରା ତାଙ୍କ ଗ୍ରହ ନଖେତ୍ର ଖରାପ ପଡିଥାଏ ଏହା ଛଡା ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଖରାପ ହୋଇଥାଏ । ତେବେ ଗୁରୁ ବୃହସ୍ପତିଙ୍କ ଦୟାରୁ ଘରେ ସୁଖ ଶାନ୍ତି ଆଉ ଧନ ଆଗମନ ହୋଇଥାଏ, ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଗୁରୁ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ର ଅନୁଯାଇ ଗୁରୁବାର ଦିନ ଯିଏ ପୂଜା ନିୟମ ଅନୁଯାଇ କରିଥାନ୍ତି ଆଉ ମହିଳା ମାନାଁକୁ ଏହୀ କରିବା ମନା ହୋଇଥାଏ ଗୁରୁବାର ଦିନ ମୁଣ୍ଡ ଧୋଇ ଗାଧୋଇବା ଉଚିତ ନୁହ ।
ଏହା ଛଡା କପଡା ଢୋଇବା ଉଚିତ ନୁହ ଆଉ ସାବୁନ ଲଗାଇବା ମଧ୍ୟ ଉଚିତ ନୁହ । ସବୁଠାରୁ ଉତ୍ତମ ଗୁରୁବାର ଦିନ ହଳଦୀ ଲଗାଇ ସ୍ନାନ କରନ୍ତୁ ଆଉ ହଳଦିଆ ବସ୍ତ୍ର ଧାରଣ କରନ୍ତୁ ଆଉ କଦଳୀ ଗଛ ମୂଳରେ ପାଣି ଦିଅନ୍ତୁ ଏହା ଛଡା ଦୀପ ଜଳାନ୍ତୁ । ଶାସ୍ତ୍ର ଅନୁଯାଇ ବୁଧବାର ଦିନ କୁଆଁରୀ କନ୍ୟା ଆଉ ପୁଅଙ୍କୁ ମୁଣ୍ଡ ଧୋଇ ଗାଧୋଇବା ଉଚିତ ନୁହ, ଏହା ଛଡା ବିବାହିତ ମହିଳାଙ୍କୁ ଭୁଲରେ ବି ଷୋମବାର ଦିନ ମୁଣ୍ଡ ଧୋଇ ଗାଧୋଇବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କ ଘର ଭାଙ୍ଗିଥାଏ ଆଉ ଆପଣଙ୍କ ଜୀବନରେ ସମସ୍ୟା ବାଦଲ ଆସିଥାଏ ।