ବିଚ ବଜାର ଉପରେ ମହିଳାଜଣଙ୍କ ନିଜ ସ୍ଵାମୀଙ୍କୁ ପିଟିଲେ ଚପଲରେ, Video ହୋଇଛି ଭାଇରାଲ

ନମସ୍କାର ବନ୍ଧୁଗଣ । ଆମ ସମାଜ ରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାର ଦେଖିବାକୁ ମିଳିଥାଏ । କିଛି ଘଟଣା ପାରିବାରିକ କଳହ କୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ଅନ୍ୟ କିଛି କାରଣରୁ ବିବାଦ ସୃଷ୍ଟି ହେବାର ଦେଖିବାକୁ ମିଳିଥାଏ । ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି ଯେଉଁଠାରେ ପାରିବାରିକ କଳହ ଯୋଗୁ ଦୁହେଁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ କଳହ ସୃଷ୍ଟି ହୋଇଛି ଯେ ସ୍ତ୍ରୀ ନିଜ ସ୍ଵାମୀ କୁ ଚପଲ ରେ ମା-ଡ ମା-ରି-ଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି ।

ଏହି ଭିଡିଓ ରେ ଦୁହେଁ ସ୍ଵାମୀ ଓ ସ୍ତ୍ରୀ ରାସ୍ତା ମଝିରେ ପରସ୍ପର ମଧ୍ୟ ରେ କଳହ ଲଗାଉ ଥିବାର ଦୃଶ୍ୟ ହେଉଛି । ଏହି ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶ ରେ ଯେଉଁଠି ଦୁହିଙ୍କ ମଧ୍ୟ ରେ ପାରିବାରିକ କଳହ ଯୋଗୁ ସ୍ତ୍ରୀ ଜଣକ ନିଜ ସ୍ଵାମୀ ବିଚ ରାସ୍ତା ରେ ଚପଲ ରେ ମା-ଡ ମା-ରି ଥିବାର ଏହି ଭିଡିଓ ରେ ଦୃଶ୍ୟ ହେଉଛି । ସତରେ ଜଣକ ନିଜ ସ୍ଵାମୀ କୁ ଦୋକାନ ଆଗରେ ଆସି ନିସ୍ତୁକ ମା-ଡ ମା-ରି-ଛ-ନ୍ତି ଯାହା ଏହି ଭିଡିଓ ରେ ଜଣା ପଡୁଛି । ସ୍ତ୍ରୀ ଜଣକ ନିଜ ସ୍ଵାମୀ କୁ ମା-ଡ ମା-ରି-ବା ସହ ତାଙ୍କୁ ଖରାପ ଭାଷା ରେ ଗା-ଳି ଗୁ-ଲ-ଜ ମଧ୍ୟ କରିଛନ୍ତି ।

ଦୁହେଁ ନିଜର କଳହ ସମସ୍ୟା କୁ ନେଇ ପରସ୍ପର ବିରୁଦ୍ଧରେ ମୋତି ନଗର ଥାନାରେ ଅ-ଭି-ଯୋ-ଗ କରିଛନ୍ତି । ପୋଲିସ ଦୁହିଙ୍କ ଅ-ଭି-ଯୋ-ଗ କୁ ଆଧାର କରି ବର୍ତ୍ତମାନ ତଦନ୍ତ ଆରମ୍ଭ କରି ଦେଇଛି । ଯେଉଁ ସମୟରେ ସ୍ତ୍ରୀ ନିଜ ସ୍ଵାମୀ ଙ୍କୁ ଚପଲ ରେ ମା-ଡ ମା-ରୁ-ଥି-ଲେ ସେହି ସମୟରେ କିଛି ଲୋକ ମାନେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ବର୍ତ୍ତମାନ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ବାବଦରେ ଏତିକି କୁହା ଯାଇପାରେ ଯେ ଏଭଳି କାଣ୍ଡ ରାସ୍ତା ମଝିରେ କରିବା ଠିକ କଥା ନୁହେଁ । ଯଦି ଦୁହେଁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ କୌଣସି କାରଣରୁ କଳହ ସୃଷ୍ଟି ହୋଇଛି ତେବେ ଏହାର ସମାଧାନ ଘରେ କରିବା ଉଚିତ ନାଁ କି ରାସ୍ତା ରେ ଆସି ଲୋକଙ୍କ ଗହଳରେ କରିବା କଥା । ଏପରି କରିବା ଦ୍ଵାରା ଏମାନେ ନିଜ ସମ୍ମାନ ହାନି କରିବା ସହ ନିଜ ପରିବାର ର ମଧ୍ୟ ସମ୍ମାନ ହାନି କରୁଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *