ବିଦେଶ ଯାଇ ବସବାସ କରିବା ପାଇଁ ଆସିଛି ନୂଆ ଅଫର, ଏଠିକାର ସରକାର ରହିବା ପାଇଁ ଦେବେ ୨୪ ଲକ୍ଷ ଟଙ୍କା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ପ୍ରତି ବର୍ଷ ଲୋକ ମାନେ କୌଣସି ନ କୌଣସି ଜାଗାକୁ ବୁଲିବାକୁ ନିଜ ପରିବାର ସହ ଯାଇଥାନ୍ତି । ତେବେ ଏମିତି କିଛି ଜଗ ଅଛି ଯାହା ଦେଖିବାକୁ ଖୁବ ମନୋଲୋଭା ହୋଇଥାଏ । ସେଥି ମଧ୍ୟ ରୁ ଇଟାଲୀ ହେଉଛି ଅନ୍ୟତମ ଦେଶ । ଯେଉଁଠାରେ ପ୍ରାକୃତିକ ସୌନ୍ଦର୍ଜ୍ୟ ଓ ଜୀବନ ଶୈଳୀ ପର୍ଜ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ । ଇଟାଲୀ ର ଭାରି ରହିଥିବା ସୋନ୍ଦାର୍ଜ୍ୟ ଦେଖି ଅନେକ ପର୍ଜ୍ୟଟକ ମାନେ ଏଠାରେ ରହିବାକୁ ପସନ୍ଦ କରନ୍ତି ।

ଯଦି ଆପଣ ଇଟାଲୀ ରେ ରହିବାକୁ ଇଚ୍ଛା କରୁଛନ୍ତି ତେବେ ଏହ ବଡ ଖବର ରହିଛି । ସେଠିକାର ସରକାର ଏମିତି ଏକ ଅଫର ଆଣିଛନ୍ତି ଯାହା ଇଟାଲୀ ରେ ରହିବା ଦ୍ଵାରା ସେମାନଙ୍କୁ ମିଳି ପାରିବ ।

ତେବେ ଆସନ୍ତୁ ଜାଣିବା ସେହି ନୂଆ ଅଫର କଣ ରହିଛି ଯାହା ପର୍ଜ୍ୟଟକ ମାନଙ୍କ ପାଇଁ ଖୁଶିର ଖବର ଅଟେ । ଇଟାଲୀ ର ସରକାର ଙ୍କ ଅଫର ମୁତାବକ ସେଠାରେ ନାଗରିକ ହୋଇ ସେଠାରେ ବସବାସ କରିଲେ ସରକାର ଙ୍କ ତରଫରୁ ୨୮ ହଜାର ୟୁରୋ ଅର୍ଥାତ ୨୪.୭୬ ଲକ୍ଷ ଟଙ୍କା ଦେଉଛନ୍ତି ।

ଏହାର କାରଣ ହେଉଛି ବର୍ତ୍ତମାନ ଇଟାଲୀ ରେ ଜନସଂଖ୍ୟା ବହୁତ କମ ରହିଛି । ଯାହାକୁ ନେଇ ଇଟାଲୀ ଦେଶ ସଂଘର୍ଷ କରୁଛି । ଗତ ଦିନ ମାନଙ୍କରେ ଇଟାଲୀ ଦେଶର କାଲେବରିଆ ଅଞ୍ଚଳ ରେ ଜଣ ସଂଖ୍ୟା ବହୁତ ମାତ୍ରା ରେ ହ୍ରାସ ପାଇଛି ଯାହାକୁ ନେଇ ସେଠିକାର ସରକାର ବହୁତ ଚିନ୍ତା ପ୍ରକାଶ କରିଛନ୍ତି । ନିଜ ଦେଶ ରେ ଜଣ ସଂଖ୍ୟା ବୃଦ୍ଧି କରିବା ପାଇଁ ଇଟାଲୀ ଦେଶର ସରକାର ଏହି ଅଫର ଅନ୍ୟ ଦେଶର ଲୋକ ମାନଙ୍କୁ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଇଟାଲୀ ର ସରକାର ଏହି ଅଦ୍ଭୁତ ଅଫର ଦେବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।

ପ୍ରଥମ ସର୍ତ୍ତ ଅନୁଯାୟୀ ଏଠାରେ ଯେଉଁ ଅନ୍ୟ ଦେଶର ବ୍ୟକ୍ତି ରହିବ ତାଙ୍କର ବୟସ ସୀମା ୪୦ ବର୍ଷ ରୁ କମ ହୋଇଥିବା ଦରକାର । ଅନ୍ୟ ଏକ ସର୍ତ୍ତ ହେଉଛି ଯେଉଁ ବ୍ୟକ୍ତି ବିଶେଷ ଇଟାଲୀ ରେ ରହିବାକୁ ଇଛୁକ ଅଟନ୍ତି ସେମାନେ ନିଜର ଚୟନ ର ୯୦ ଦିନ ମଧ୍ୟ ରେ ନୂଆ ବ୍ୟବସାୟ ଆରମ୍ଭ କରିବା ଆବଶ୍ୟକ ଅଟେ । ଏହି ଅଫର ଆବେଦନ କରିବା ପାଇଁ କିଛି ଦିନ ମାନଙ୍କରେ କାଲେବରିଆ ୱେବସାଇଟରେ ଜଣା ପଡିପାରେ ।

ବର୍ତ୍ତମାନ କାଲେବରିଆର ଜନସଂଖ୍ୟା ୫୦୦୦ ତଳକୁ ରହିଛି । ଇଟାଲିରେ ଯେଉଁ ସହରରେ ଜନସଂଖ୍ୟା କମ ରହିଛି ସେମାନେ ଖୁବ କମ ମୂଲ୍ୟରେ ଘର ବିକ୍ରି କରି ଦେଉଛନ୍ତି । ଚାଲି ବର୍ଷ ଇଟାଲିର ବେଶିଲିକାଟା ଅଞ୍ଚଳର ଲରେନ ଜାନା ସହରରେ ମାତ୍ର ୧ ୟୁରୋରେ ଘର ବିକ୍ରି କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଇଟାଲୀ ସରକାର ଙ୍କର ଘୋଷଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *