ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ଦେଖିବାକୁ ମିଳିଛି କି କଂଗ୍ରେସ ବିଧାୟକ ସୁର ରାଉତରାଏ ଙ୍କ ଗୋଡ ତଳେ ବାପା ମା ପଡି କାନ୍ଦି କାନ୍ଦି କହୁଛନ୍ତି ମୋ ପୁଅକୁ ନ୍ୟାୟ ଦିଅନ୍ତୁ ଆଜ୍ଞା । ତେବେ ପୁଅର ବାପା କହୁଛନ୍ତି ପୁଅ ନା ହେଉଛି ଜିତୁ ମହାପାତ୍ର ଯାହାର ବୟସର ୨୧ ବର୍ଷ । ସେ ଗତ ୩ ବର୍ଷ ହେଲା କ୍ୟାପିଟାଲ ଟ୍ରଷ୍ଟ ରେ ଚାକିରି କରିଥିଲା । ଜିତୁ ଭଲ କାମ କରୁଥିଲେ ବୋଲି ଆୱାର୍ଡ ମଧ୍ୟ ପାଇଥିଲେ ।
ଗତ ୬ ମାସ ହେବ ଜିତୁଙ୍କ ଅଫିସକୁ ଜଣେ ବିଏମ ଟ୍ରାନ୍ସଫର ହୋଇ ଯାଇଥିଲେ ସେ ଘୋଡା ମଦୁଆ ଟା ବୋଲି ଜିତୁଙ୍କ ବାପା କହିଛନ୍ତି । ଏହା ଶୁଣିବା ପରେ ଜିତୁଙ୍କ ବାପା ତାଙ୍କୁ ଘରକୁ ଆସିବାକୁ କହିଥିଲେ ଆଉ ଜିତୁ ରିଜାଇନ ଦେଇଥିଲେ ମଧ୍ୟ ବିଏମ ଗ୍ରହଣ କରିନ ଥିଲେ । ଗତ ରବିବାର ଦିନ ଜିତୁ ଘରକୁ ଆସିଥିଲେ କିନ୍ତୁ ତାଙ୍କୁ ଆଉ ସେଠାକୁ ନ ଯିବାକୁ ବାପା ମନା କରିଥିଲେ ବି ସେ ମାନି ନ ଥିଲେ ଯିବାକୁ କହିଥିଲେ । ସେଦିନ ରାତିରେ ଜିତୁ ତାଙ୍କ ମା ଙ୍କ ସହ କଥା ହୋଇଥିଲେ କିନ୍ତୁ ସକାଳୁ ଖବର ପାଇଲେ ତାଙ୍କ ପୁଅ ମରିଯାଇଛି ।
ଜିତୁଙ୍କ ବାପା ଯାଇ ଦେଖିଲା ବେଳକୁ ଜିତୁ କ୍ୟାପିଟାଲ ଟ୍ରଷ୍ଟ ଚଟାଣରେ ମରିକି ସୋଇଛି । ଜିତୁଙ୍କ ବାପା ଦେଖିଲେ ପୁଅ ବେକରେ ଦାଗ ରହିଛି । ଜିତୁଙ୍କ ବାପା କାନ୍ଦିବାରୁ ସ୍ଥାନୀୟ ଲୋକେ ମାମଲା ରୁଜୁ କରିବାକୁ କହିଲେ । ଏହା ପରେ ଜିତୁଙ୍କ ବାପା ଥାନାକୁ ଯିବାରୁ IIC କହିଲେ ଅଫିସ ତରଫରୁ ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି । ଜିତୁଙ୍କୁ ସବାଲ ପକାଇ ମାରି ଦେଇଛନ୍ତି ବୋଲି ତାଙ୍କ ବାପା କହୁଛନ୍ତି । ଗାଁ ପିଲା ଯାଇ ପାଟି ତୁଣ୍ଡ କରିବାରୁ ଥାନାରେ ଏଫାୟାର ଗ୍ରହଣ କରିଥିଲେ । ତେଣୁ ତାଙ୍କ ପୁଅକୁ ନ୍ୟାୟ ଦେବାକୁ ଜିତୁଙ୍କ ବାପା ଅନୁରୋଧ କରିଛନ୍ତି ।
ପ୍ରକୃତ ତଦାରଖ କରି ସତ୍ୟାସତ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ଜିତୁଙ୍କ ବାପା । ସେମାନେ ପଇସା ଦେଇ ଏହି କେସକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି ଆଉ ସେ ଅଫିସ ମଧ୍ୟ ଚାଲିଛି । ଜିତୁଙ୍କ ଘର ଠାରୁ ଅଫିସ ୧୦୦ କିମିଡ ଉରରେ । ତେଣୁ ସୁର ଭାଇଙ୍କ ପାଖରେ ଗୁହାରି କରିବାକୁ ଆସିଛନ୍ତି ତାଙ୍କ ପୁଅକୁ ନ୍ୟାୟ ମିଳୁ । ଜିତୁ କ୍ୟାପିଟାଲ ଫାଇନାନ୍ସ ଟ୍ରଷ୍ଟରେ ଖଜୁରୀ କଟା କାମ କରୁଥିଲେ । ସୁର ଭାଇ କହିଛନ୍ତି ଜିତୁଙ୍କୁ ଶାବଳ ପକାଇ ମାରି ଦେଇଛନ୍ତି ଶୋଇବା ଅବସ୍ଥାରେ ସବୁ ଫୋଟୋ ମଧ୍ୟ ରହିଛି ।
ସୁର ଭାଇଙ୍କ ପାଖକୁ ଆସିବା ପରେ ସେ ଢେଙ୍କାନାଳ ଏସ୍ପିଙ୍କୁ ଫୋନ କରତିଥିଲେ ଆଉ ପୋସ୍ତ ମର୍ଟମ ଆସିବା ପରେ ଷ୍ଟ୍ରଙ୍ଗ ସ୍ଟେପ ନେବାକୁ ସେ କହିଛନ୍ତି । ଜିଅନ୍ତା ୨୧ ବର୍ଷର ପୁଅକୁ ମାରିଥିବାର ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ସୁର ଭାଇ ଡିଜିଙ୍କୁ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।