‘ବିଦ୍ୟା ମୋ ରୁମ୍ ରେ ବସି ପରୀକ୍ଷା ଦେଲେ’… ଦେଖନ୍ତୁ କଣ କହୁଛନ୍ତି ବିଦ୍ୟାଙ୍କ ଅନ୍ୟ କ୍ଳାସମେଟ

ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମାମଲାରେ ଅ-ଭି-ଯୁ-କ୍ତ ବିଦ୍ୟାଭାରତୀ ଆଜି ବଲାଙ୍ଗୀର ପ୍ରାଣୀଧନ ନିରିକ୍ଷକ ତାଳିମ କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଯାଇ ଥିଲେ । ଯାହାକୁ ନେଇ ତାଙ୍କର ଶଶୁର ଘର ଲୋକମାନେ ବି ମି-ଡି-ଆ ସା-ମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର କହିବା ଅଟେ କି ଅ-ଭି-ଯୁ-କ୍ତକୁ କେମିତି ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲା । କହିଦେଉଛୁ କି ବଲାଙ୍ଗୀର ଏହି ପରୀକ୍ଷା କେନ୍ଦ୍ର ସାମ୍ନାରେ ତାଙ୍କୁ ମିଡିଆ ସପ୍ଟ ମଧ୍ୟ କରିଥିଲା ।

କିନ୍ତୁ ସେ ମି-ଡି-ଆ ସା-ମ୍ନାରେ କିଛି ବି ପ୍ରତିକ୍ରିୟା ଦେଇ ନ ଥିଲେ । ଏହା ସହିତ କୁହାଯାଉଛି କି ବିଦ୍ୟାଭାରତୀ ନିଜର କାଲ୍ସମେଟଙ୍କୁ ଏକ ଭୋଜି ଦେଇ ଥିଲେ । ଏମିତିରେ ବିଦ୍ୟାଭାରତୀଙ୍କ କ୍ଳାସମେଟଙ୍କୁ ଯେତେବେଳେ ବିଦ୍ୟାଭାରତୀଙ୍କୁ ନେଇ ପ୍ରଶ୍ନ କରାଗଲା ତେବେ ସେମାନେ କହିଲେ କି ଆଜି ତାଙ୍କର ଆନିମାଲ ହେଲ୍ଥ ପରୀକ୍ଷା ଥିଲା । ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।

ଏହା ପରେ ଯେତେବେଳେ ସେମାନଙ୍କୁ ଭୋଜି ଉପରେ ପ୍ରଶ୍ନ କରାଗଲା ତେବେ ବିଦ୍ୟାଭାରତୀ ବିବାହ ଖୁସିରେ ଏହି ଭୋଜି ଦେଇ ଥିଲେ । ତାଙ୍କର କ୍ଳାସମେଟ କହିଲେ କି ସକାଳର ଖାଦ୍ୟ ଆମେ ମେଶରେ ଖାଇ ଥିଲୁ ଓ ରାତିର ଖାଇଅବା ତାଙ୍କ ଟାରୁ ଥିଲା । କିନ୍ତୁ ଏହି ଭୋଜି ବିଦ୍ୟାଭାରତୀ କେବେ ଦେଇଥିଲେ ଏହା ବିଷୟରେ କୌଣସି ବି ସୂଚନା ନାହିଁ ।

ଏହା ପରେ ତାଙ୍କର ଜଣେ କ୍ଲାସମେଟ କହିଲେ କି ଦୁଇଟି ହଲରେ ସେମାନଙ୍କର ପରୀକ୍ଷା ହୋଇଥିଲା ଓ ଯେଉଁ ହଲରେ ବିଦ୍ୟାଭାରତୀ ପରୀକ୍ଷା ଦେଇ ଥିଲେ ସେଠି ସେ କାହା ସହିତ କିଛି ବି ଆଲୋଚନା କରି ନ ଥିଲେ । ପରୀକ୍ଷା ଦେବା ସମୟରେ ସେ କାହା ସହିତ କିଛି ବି କଥାବାର୍ତ୍ତା ହୋଇ ନାହାନ୍ତି । ବିଦ୍ୟାଭାରତୀଙ୍କ ସବୁ କ୍ଳାସମେଟ ହସ୍ଟେଲରେ ରହୁଛନ୍ତି କିନ୍ତୁ ବିଦ୍ୟାଭାରତୀ ହସ୍ଟେଲ ଛାଡି ଅନ୍ୟତ୍ର ରହୁଛନ୍ତି ।

ବିଦ୍ୟାଭାରତୀ କ୍ଳାସମେଟଙ୍କ କହିବା ଅଟେ କି ୮ ଦିନ ଧରି ବିଦ୍ୟାଭାରତୀ ଓ ସେମାନେ ଏହି ସ୍ଥାନରେ ପରୀକ୍ଷା ଦେବେ । କିନ୍ତୁ ଯେତେବେଳେ ପରୀକ୍ଷା ଶେଷ ହୋଇଥିଲା ତେବେ ପ୍ରଥମେ ବିଦ୍ୟାଭାରତୀ ଖାତା ଦେଇ ମୁହଁ ଘୋଡାଇ ପରୀକ୍ଷା ହଲରୁ ବାହାରି ଆସିଥିଲେ । ଯାହାର ଦୃଶ୍ୟ ବି ମି-ଡି-ଆ ସା-ମ୍ନାରେ କଏଦ ହୋଇଛି । କିନ୍ତୁ ପରୀକ୍ଷାକୁ ଓ ନିଜ କେସକୁ ନେଇ ବିଦ୍ୟାଭାରତୀ ନିଜର କୌଣସି ବି କ୍ଳାସମେଟ ସହ କିଛି ବି କଥା ହୋଇ ନାହାନ୍ତି ।

Leave a Reply

Your email address will not be published. Required fields are marked *