ମର୍ଡର କେସର ଅଭିଯୁକ୍ତ Bidyabharati କାହା ପାଇଁ ଦେଉଛନ୍ତି ପରୀକ୍ଷା ? ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ କେସ ଦିନକୁ ଦିନ ଆହୁରି ଲମ୍ବି ଚାଲିଛି । ପୋ-ଲି-ସ କେବଳ ତ-ଦ-ନ୍ତ କରୁଛି କିନ୍ତୁ ୨ ମାସ ହୋଇଯିବ ଏହି ମାମଲାର ଅସଲ ସତ୍ୟତା ସାମ୍ନାକୁ ଆସି ପାରିଲା ନାହିଁ । ଏହି କ୍ରମରେ ସୌମ୍ୟଙ୍କ ପତ୍ନୀ ଯିଏକି ସୌମ୍ୟଙ୍କ ପରିବାର ହିସାବରେ ଅ-ଭି-ଯୁ-କ୍ତ ଅଟନ୍ତି ସେ ବର୍ତ୍ତମାନ ଏକ ପରୀକ୍ଷା କେନ୍ଦ୍ରରେ ନଜର ଆସିଥିଲେ । କହିଦେଉଛୁ କି ଏହା ମଧ୍ୟରେ ବିଦ୍ୟାଭାରତୀ ବଲାଙ୍ଗୀରର ଏଲଆଇ ତାଳିମ କେନ୍ଦ୍ରରେ ଫାଇନାଲ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ବଲାଙ୍ଗୀର ଯାଇଛନ୍ତି ।

ସେଠି ସେ ୮ ଦିନ ରହିବେ । ପରୀକ୍ଷା ପାଇଁ ଆସିଥିବା ସମୟରେ ବିଦ୍ୟା ପୂରାପୂରି ଚୁପଚାପ ବସିଥିଲେ । କାହା ସହିତ ବି କିଛି ବି ଆଲୋଚନା କରି ନ ଥିଲେ । ଯେତେବେଳେ ସୌମ୍ୟଙ୍କ ବାପା ମା ବିଦ୍ୟା କୌଣସି ପରୀକ୍ଷା ଦେଉଛନ୍ତି ତେବେ ଏହାକୁ ନେଇ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ସୌମ୍ୟଙ୍କ ମା ଙ୍କ କହିବା ଅଟେ କି ସ୍ଵାମୀର ମୃ-ତ୍ୟୁ ପରେ ବିଦ୍ୟା ଆଉ କାହା ପାଇଁ ପରୀକ୍ଷା ଦେଉଛି । ଅନ୍ୟ ପଟେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି କି ହ-ତ୍ୟା ଓ ଷ-ଡ-ଯ-ନ୍ତ୍ର ଭଳି ଦ-ଫା ଲାଗି ଥିବା ସମୟରେ ପରୀକ୍ଷା ଦେବା ଠିକ ନୁହେଁ । କେମିତି ତାକୁ ପୋ-ଲି-ସ ଛାଡି ଦେଉଛି ଏହି ସବୁ କାମ କରିବା ପାଇଁ । ସ୍ଵାମୀକୁ ମା-ରି ଦେଇ ସେ କଣ ପରୀକ୍ଷା ଦବାକୁ ଯାଉଛି । ବାପା ଓ ଝିଅ ଦୁଇ ଜଣ ମୋ ପୁଅକୁ ମା-ରିଛନ୍ତି ।

ଏମିତିରେ ମୁଁ ଜନସାଧାରଣଙ୍କୁ ନିବେଦନ କରୁଛି କି ସେମାନେ ବିଦ୍ୟାଭାରତୀ ଓ ତାର ବାପାଙ୍କୁ ଚିହ୍ନି ରଖନ୍ତୁ । ଯେମିତି ୭୫ ଦିନ ହେବ ଆମେ ବାପା ମା ନିଜର ପୁଅର ମୃ-ତ୍ୟୁରେ ଭାଙ୍ଗି ପଡିବା ସହ ହଇରାଣ ହେଉଛୁ । ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି କି ସେମିତି ବାପା ଝିଅ କେବେ ବି ଜୀବନରେ ଭଲରେ ରହିବେ ନାହିଁ ।

ସୌମ୍ୟଙ୍କ ମା ମିଡିଆକୁ କହିଲେ କି କେଉଁ ଉଦ୍ଦେଶ୍ୟରେ ଯାଇ ସେ ପରୀକ୍ଷା ଦେଇଛି । ତାକୁ ଲାଜ ଲାଗୁନି ପରୀକ୍ଷା ଦେବା ପାଇଁ । ମୋତେ ନ୍ୟାୟ ଦରକାର ଓ ସେ ଆରେଷ୍ଟ ହେଉ ମୋର ଏହା ଦାବି । ସେ ଆରେଷ୍ଟ ହେଲେ ହିଁ ମୁଁ ନ୍ୟାୟ ପାଇବି । ମୋ ପୁଅକୁ ସେ ହିଁ ମା-ରିଛି ସେଥିପାଇଁ ସେ ଆରେଷ୍ଟ ହେଉ । କହିବାକୁ ଗଲେ ସୌମ୍ୟଙ୍କ ପିତା ଓ ମାତା ନିଜ ପୁଅର ମୃ-ତ୍ୟୁ ପରେ ନିଜର ଦୁଃଖ ଓ କଷ୍ଟକୁ ଏହିଭଳି ସମସ୍ତଙ୍କ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *