ଦେଖନ୍ତୁ Video: ଉପର ହାତରେ ଫୋଟକା, ହେଲେ ହାତ ପାପୁଲି ରେ ନାହିଁ ଟିକେ ବି ଦାଗ ! କାହିଁକି ମିଛ ଧରି ପାରୁନି ପୋଲିସ, Video ଦେଖିଲେ ଆପଣ ବି ହେବେ ତାଜୁବ

ବର୍ତ୍ତମାନ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଗୋଟିଏ ପରେ ଗୋଟିଏ ର-ହ-ସ୍ୟ ଖୋଲିବାରେ ଲାଗିଛି । ସୂଚନା ଅନୁସାରେ ସୋମ୍ୟଙ୍କର ଶରୀରର ୮୦% ଭାଗ ପୋ-ଡି ଯାଇଥିଲେ ମଧ୍ୟ ତାଙ୍କର ହାତ ଓ ପାଦ ପୋ-ଡି ନ ଥିଲା ।

ଗୋଟେ ବ୍ୟକ୍ତି ଦେହରେ ନି-ଆଁ ଲାଗିଲେ ତାର ଶରୀର ପୋଡିଛି କିନ୍ତୁ ହାତ ଓ ପାଦ ପୋ-ଡି ନହିଁ କାହିଁକି ତାହା ଏବେ ପ୍ରଶ୍ନ ଉଠୁଛି । ସୋମ୍ୟ ହାତରେ ପିନ୍ଧିଥିବା ମୁଦି ଓ ତା ପାଖାପାଖି ଚମଡା ମଧ୍ୟ ପୋ-ଡି ନାହି । ଅନ୍ୟ ପକ୍ଷରେ ସୋମ୍ୟଙ୍କୁ ବଞ୍ଚାଇବା ପାଇଁ ବିଦ୍ୟାଙ୍କର ହାତର ପାପୁଲି ପୋ-ଡି ନାହି କିନ୍ତୁ ହାତର ଉପର ଭାଗ କିପରି ପୋ-ଡି-ଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ସୂଚନା ଅନୁସାରେ ବିଦ୍ୟା ଜଣେ ୱେଟନାରୀ ଡାକ୍ତର ହୋଇଥିବା ସତ୍ବେ କିପରି ନି-ଆଁ ଲାଗିବା ଦ୍ଵାରା ନିଜ ସ୍ଵାମୀଙ୍କ ଉପରେ ପାଣି ପକାଇଥିଲେ । ଏହି ଭି-ଡି-ଓ ରେ ହ୍ୟୁମାନ ରାଇଟ୍ସର ପ୍ରେସିଡେନ୍ଟ ଶିବ ସୁନ୍ଦର ସ୍ଵାଇଁ ନିଜ ରାଏରେ କହିଛନ୍ତି ଯେ ଯଦି କେହି ବ୍ୟକ୍ତି ନି-ଆଁ-ରେ ପୋ-ଡି ଯାଉଥାଏ ତେବେ ତାକୁ ବଞ୍ଚାଇବା ପାଇଁ ହାତର ଆଗ ଭାଗର ପ୍ରୟୋଗ କରାଯାଏ ନାଁ କି ହାତର ପଛ ଭାଗ କରାଯାଏ । ତେଣୁ ବିଦ୍ୟା ଏଠାରେ ନିଜର ହାତ ପୋ-ଡି-ବା-ର ଡ୍ରାମା କରୁଛନ୍ତି ତାହା କେବଳ ପୋ-ଲି-ସ ଓ ଗଣ ମାଧ୍ୟମକୁ ଭୁଲାଇବା ପାଇଁ କରୁଛନ୍ତି ।

ଏହା ଛଡା ଶିବ ସୁନ୍ଦର କହିଛନ୍ତି ଯେ ଯଦି ସୋମ୍ୟଙ୍କ ଦେହରେ କିରୋସିନୀ ପକାଇ ନି-ଆଁ ଲଗା ଯାଇଛି ତେବେ ତାଙ୍କର ପୁରା ଶରୀର ପୋଡି ଯିବା କଥା କିନ୍ତୁ ହାତ ଓ ପାଦକୁ ଛାଡି ଦେଲେ ଶରୀରର ୮୦% ଭାଗ କଣ ପାଇଁ ପୋ-ଡି-ଛି ତାହା ଏବେ ପ୍ରଶ୍ନ ଉଠୁଛି । ଏହା ଛଡା ସୋମ୍ୟ ପିନ୍ଧିଥିବା ଜୋତା ମଧ୍ୟ ଏ ଯାଏଁ ମିଳି ନାହି ବୋଲି ତାଙ୍କ ଭାଇ ସୂଚନା ଦେଇଛନ୍ତି । ଶିବ ସୁନ୍ଦର କହିଛନ୍ତି ଯେ ଏହି ଘଟଣାଟି ଅନ୍ୟ ଜାଗାରେ କରାଯାଇ ତାଙ୍କ ଘରେ ଏହାକୁ ଇନକ୍ଲୁଟ କରା ଯାଇଛି । ସୂଚନା ଅନୁସାରେ ସୋମ୍ୟଙ୍କର ପାଟିରୁ ମଧ୍ୟ ରକ୍ତ ବାହାରିଛି ।

ସୋମ୍ୟ ନିଜର କିଛି ପୁରୁଣା କାଗଜପତ୍ର ପୋଡିବା ସମୟରେ ତାଙ୍କ ଦେହରେ ନି-ଆଁ ଲାଗିଯିବାର ଦେଖି ବିଦ୍ୟା ପଡୋଶିଙ୍କୁ ଡାକିଥିଲେ । ଏହା ପରେ ତାଙ୍କ ରୋଷେୟା ମଧ୍ୟ ସେଠାରେ ଆସି ନି-ଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ଶିବ ପ୍ରସାଦ କହିଛନ୍ତି ବିଦ୍ୟାଙ୍କ ସ୍ଵାମୀ ସୋମ୍ୟଙ୍କ ମୃ-ତ୍ୟୁ ପରେ ସେ କଣ କେ-ସ ଦାୟର କରିଛନ୍ତି ଓ ଡିଏଫଓ ମଧ୍ୟ ନିଜର ଜଣେ ଷ୍ଟାଫଙ୍କର ମୃ-ତ୍ୟୁ ହୋଇଛି ବୋଲି କଣ କେ-ସ ଦାୟର କରିଛନ୍ତି ତାହା ଏବେ ପ୍ରଶ୍ନ ଉଠୁଛି ।

ପୋ-ଲି-ସ ମଧ୍ୟ ସମସ୍ତଙ୍କୁ ଅଲଗା ଅଲଗା ସମୟରେ ପଚରାଉଚରା କରୁ ଥିବାରୁ ପ୍ରକୃତ ସତ୍ୟ କଣ ତାହା ଜଣାପଡୁ ନାହି । ଡିଏଫଓ ଓ ବିଦ୍ୟାଭାରତୀଙ୍କୁ ନେଇ ଏବ ଅନେକ ପ୍ରଶ୍ନ ଉଠୁଛି । କାରଣ ଡିଏଫଓ ଆମ୍ବୁଲନସ ଯିବା ସମୟରେ କିଛି ଦୂର ଯାଏଁ ଯାଇଥିଲେ । ଏହା ଛଡା ପାରଳାଖେମୁଣ୍ଡିର ହସ୍ପିଟାଲର ସିସିଟିଭି କ୍ୟାମେରା ଏ ଯାଏଁ ପୋ-ଲି-ସ ଯା-ଞ୍ଚ କରିନାହି କାହିଁଙ୍କି ତାହା ଏବେ ପ୍ରଶ୍ନ ଉଠୁଛି । ଏହି ଘ-ଟ-ଣା-କୁ ନେଇ ପୋ-ଲି-ସ କେବେ ଅ-ପ-ରା-ଧୀ-କୁ ଧରିବ ତାହା ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *