କରୋନାର ବଢୁଥିବା ପ୍ରଭାବ ଦେଖି ପ୍ରଦେଶ ବିଜୁଳି ଉପଭୋକ୍ତାମାନଙ୍କ ଏପ୍ରିଲ ବିଲ ଗତ ତିନି ମାସ ଔସତ ଅନୁଯାଇ ଆଧାର ଉପରେ କରା ଯିବ, ମିଟର ରିଡର ଉପଭୋକ୍ତାମାନଙ୍କ ଘରେ ରିଡିଙ୍ଗ ନବା ପାଇଁ ଯିବେ ନାହିଁ, ପାୱର କର୍ପୋରେସନ ନିର୍ଦେଶକ ଏ.କେ. ଶ୍ରୀବାସ୍ତବ ତରଫରୁ ପଠା ଯାଇଥିବା ପତ୍ରରେ କୁହା ଯାଇଛି, ଶନିବାର ଦିନ ଏହି ପତ୍ର ସବୁ ବିଜୁଳି ଅଫିସକୁ ଦିଆ ଯାଇଛି ଏବଂ କୁହା ଯାଇଛି କରୋନା ପ୍ରଭାବ ପାଇଁ ସରକାର ଦ୍ଵାରା କରା ଯାଇଥିବା ।ଲକଡାଉନ ପାଇଁ ସବୁ ବିଜୁଳି ପ୍ରବନ୍ଧକ ଲକଡାଉନ ଅନୁପାଳନ କରିବା ପାଇଁ ଏପ୍ରିଲ ରେ ଫିଲ୍ଡ ରିଡିଙ୍ଗ କାମ ସ୍ଥଗିତ ରହିବ ।

ସବୁ ବିଲ ତିନି ମାସ ମଧ୍ୟରେ ଉପଭୋଗ ହୋଥିବା ଆଧାର ଉପରେ ବନା ଯିବ ଓ ଉପଭୋକ୍ତାଙ୍କୁ ବିଲ ଦେବା ପାଇଁ ବିଭାଗୀୟ ୱେବ୍ସାଇଟ Upenergy.in/uppcl ଉପରେ ଉପଲବ୍ଧ ହେବ। ଏହି ବିଲ ଉପଭୋକ୍ତା ପଞ୍ଜିକୃତ ମୋବାଇଲ ଫୋନ ଉପରେ ଏସଏମଏସ ଓ ଇ-ମେଲ ଦ୍ଵାରା ମଧ୍ୟ ଉପଲବ୍ଧ ଅଟେ ।

ନିର୍ଦେଶକ ଏହା ମଧ୍ୟ କହିଛନ୍ତି ଯେ ଉପଭୋକ୍ତାମାନଙ୍କୁ ଅନଲାଇନ ଭୁଗତାନ କରିବା ପାଇଁ ପ୍ରୋତ୍ସାହିତ କରିବା ଉଚିତ । ସେ ଏହା ମଧ୍ୟ କହିଛନ୍ତି ଯେ ଏପ୍ରିଲ ବିଲ ନଟ ରିଡିଙ୍ଗ (ଏନଆର) ଆଧାରିତ ହବ ଓ ଆସନ୍ତା ବିଲ ସମୟରେ ରିଡିଙ୍ଗ ଆଧାରିତ ହବ ।

ପୂର୍ବ ରେ ଜମା କରା ଯାଇଥିବା ବିଲ ସମାୟୋଜିତ ହୋଇଯିବ, ବିଲିଙ୍ଗ ଏଜେନ୍ସିକୁ ନିର୍ଦେଶ ଦିଆ ଯାଇଛି ଯେ ଲକଡାଉନ ସମୟରେ କେହି ବି ମିଟର ରିଡର ଉପଭୋକ୍ତା ପରିସରରେ ରିଡିଙ୍ଗ ପାଇଁ ଯିବେ ନାହିଁ । ଆଶା କରୁଛୁ ଆପଣାଙ୍କୁ ଆମ ଦ୍ଵାରା ଦିଆଯାଉଥିବା ତଥ୍ୟ ପସନଦ ଆସୁଥିବ, ଏହଭଳି ଅନେକ ଖବର ପାଇବା ପାଇଁ ଆମ ସହ ଯୋଡି ହୁଅନ୍ତୁ । ସେଥିପାଇଁ ଆପଣ ଆମ ପେଜକୁ ଲାଇକ କରନ୍ତୁ ଓ ଫଲୋ କରନ୍ତୁ ।