ଗାଡି ଧକ୍କା ଖାଇ ପଡିଲେ, ପୁଣି ଉଠିପଡି ନାଚିଲେ ବ୍ୟକ୍ତି, ଏହି ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ହେଉଛି ଭାଇରାଲ ! ଆପଣ ବି ଥରେ ଦେଖନ୍ତୁ ଏହି Video…

ନମସ୍କାର ବନ୍ଧୁଗଣ । ବନ୍ଧୁଗଣା ଆପଣ ମାନେ ଗାଡି ଚଲାଉଥିବା ସମୟରେ ଅନେକ ଦୁର୍ଘଟଣା ହେବା କଥା ନିଶ୍ଚିନ୍ତ ଭାବେ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ । କିନ୍ତୁ ଏମିତି ଦୁର୍ଘଟଣା ହେବା ପରେ କେହି ନିଜ ଗାଡି ଭାଙ୍ଗି ଯାଇଛି ବୋଲି ଏହାର ପ୍ରତିବାଦ ନ କରି ନାଚିବାର କଣ ଆପଣ ମାନେ କେବେ ଦେଖିଛନ୍ତି । ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏଭଳି ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଆଉ ଗୋଟିଏ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

ଯାହାକୁ ଲୋକ ମାନେ ଦେଖି ଏହାର ମଜା ନେବା ସହ ଏହା କିପରି ସମ୍ଭବ ହୋଇ ପାରିଛି ତାହା ନେଇ ଚକିତ ହୋଇ ପଡିଛନ୍ତି । ଆପଣ ମାନେ ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖୁଛନ୍ତି ହୁଏ ତ ଭାବିବାକୁ ବାଧ୍ୟ ହେବେ କି ଏଭଳି କେମିତି ହେଲା । କାରଣ ଏଭଳି ଦୃଶ୍ୟ ଆପଣଙ୍କୁ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ କରି ଦେବ । ଏହି ଭିଡିଓ ଟି ବର୍ତ୍ତମାନ ସମୟରେ ସୋସିଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ କାର ଟି ବାଇକ କୁ ଧକ୍କା ଦେଉଛି । କାର ଟି ଏତେ ଜୋର ରେ ଧକ୍କା ଦେଉଛି ଯେ ବାଇକ ଚାଳକ ତଳେ ଛିଟକି ପଡି ଯାଉଛନ୍ତି । ଏହା ସହ ବାଇକାର କିଛି ଅଂସ ମଧ୍ୟ ସାଙ୍ଗେ ସାଙ୍ଗେ ଭାଙ୍ଗି ଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ବାଇକ ଚାଳକ ଜଣକ ଉଠି ପଡି ପୁଣି ଥରେ ଚାଲିବାକୁ ଆରମ୍ଭ କରିଛନ୍ତି ।

ଆଉ ତା ପରେ ବାଇକ ଚାଳକ ନାଚି ନାହି ସେଠାରୁ ଚାଲି ଯାଉଛନ୍ତି । ଆଉ ଏହି ଅଜବ ଦୃଶ୍ୟ ଦେଖି ଲୋକ ମାନେ ଖୁବ ଆଶ୍ଚର୍ଯ୍ୟ ଚକିତ ହେବା ସହ ଅନେକ ଭବିଛନ୍ତି ବୋଧ ହୁଏ ଯୁବକଙ୍କର ମସ୍ତିସ୍କ ରେ ଜୋର ରେ ଆଘାତ ଲାଗିଛି । ଯାହା ପାଇଁ ସେ ଏଭଳି ଅଦଭୁତ କାର୍ଯ୍ୟ କରୁଛନ୍ତି ।

ଭିଡିଓ ଟି ଭାଇରାଲ ହେବା ପରେ ବର୍ତ୍ତମାନ ସୁଦ୍ଧା ୨ ମିଲିୟନ ରୁ ଅଧିକ ଲୋକେ ଦେଖି ସାରିଥିବା ବେଳେ ୧୫ ହଜାର ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ତେବେ ଏହି ଭିଡିଓ କୁ ଦେଖି ଆପଣ ମାନେ ମଧ୍ୟ ଭାବୁଥିବେ ଏହା କିପରି ସମ୍ଭବ ହୋଇ ପାରିଛି ।

ତେବେ ଏହି ଘଟଣା ଟି କେଉଁଠି ଘଟିଛି ତାହା ର ସ୍ପଷ୍ଟ ସୂଚନା ରହି ନାହି । ତେବେ ସେ ଯାହା ବି ହେଉ ନା କାହିଁକି କିନ୍ତୁ ବାଇକ ଚାଳକ କାର ସହ ଏତେ ଜୋର ରେ ଧକ୍କା ହେବା ପରେ ତାଙ୍କର କିଛି କେମିତି ହୋଇ ନାହି । ସେ ପୁରା ଠିକ ଅଛନ୍ତି ଆଉ ନାଚିବାକୁ ମଧ୍ୟ ଲାଗିଛନ୍ତି ରାସ୍ତା ମଝି ରେ ତାହ ସବୁଠାରୁ ଚଳିତ କରିବା ଭଳି କଥା ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *