ଆଜିକାଲି ସବୁ ପିତା ମାତା ଙ୍କ ଅନୁସାରେ ପିଲାମାନେ ତାଙ୍କ ସହ ଅଧିକ କଥା ହେଉ ନାହାନ୍ତି କିମ୍ବବା ସେମାନଙ୍କ ସହ ନିଜ ସମୟ ଓ ନିଜକୁ ଏତେ ଭଲ ଭାବେ ପିତା ମାତାଙ୍କ ସହ ମିଶିବ ପାଇଁ ମଧ୍ୟ ଦେଉ ନାହାଁନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ବ୍ୟକ୍ତି ମାନଙ୍କ କଥା ଅନୁସାରେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଲୋକମାନେ ଏହାର କାରଣ ଅନେକ ଥର ବାହାର ବ୍ୟକ୍ତି ଙ୍କୁ ପଚାରି ଥାନ୍ତି ।

କିନ୍ତୁ ଆଜି ଆମେ କହିବା କି ଆପଣ ମାନେ କେଊନ ଭଳି ଭାବେ ନିଜ ପିଲା ସହ ଅଧିକ ସମୟ ବିତାଇବେ ଓ ଭଲ ପିତା ମାତା ହୋଇ ପାରିବେ । ଆଜି ଆମେ କହୁଥିବା ଅକଥା ଆପଣ ମାନେ ଧ୍ୟାନ ଦେଇ ଜାଣନ୍ତୁ ଓ ଏହାକୁ କାମରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ।
ଆପଣମାନେ ସକାଳୁ ଉଠିବା ପରେ ନିଜ ପିଲାଙ୍କୁ କିଛି ଜଣ ଇୟାଡୁ ସିୟାଦୁ କଥା କହି ଥାନ୍ତି କହି ଥାନ୍ତି କି କୁମ୍ଭ କର୍ଣ୍ଣ ଆଦି କିନ୍ତୁ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି ଆମେ ସକାଳୁ ଉଠିବା ପରେ ନିଜ ପିଲାଙ୍କ ପାଖରେ ବସିକି ଭଲ ପାଇବା ର ସହ ସେମାନଙ୍କୁ ଭଲ ପାଇବା ଦେବା ସହ ଗେଲ କରି ଉଠାଇବା ।

ଏହା ସହ ଆପଣମାନେ ଏକ କଥାର ଧ୍ୟାନ ରଖହନ୍ତୁ କି ସକାଳ ପିଲାମାନଙ୍କ ପାଇଁ ବ୍ବାହୁତ ଭଲ ହୋଇଥାଏ କିନ୍ତୁ ଆପଣମାନେ ଏହାକୁ ଖରାପ କରିବା ପାଇଁ ଦିଅନ୍ତୁ ନି । ଏହା ପରେ ଆଉ ଏକ ସମୟ ହେଉଛି ଖାଇବା ସମୟ ଆପଣ ଦ୍ଵିପ୍ରହର ଖାଇବା ବେଳରେ କିମ୍ବା ଆପଣ ରାତିରେ ଖାଇବା ବେଳେ ଏକ କାମ କରିବେ ନିଜ କଥା ନିଜ ଅଫିସ କଥା ସେମମାନଙ୍କ ସହ ସେୟାର କରନ୍ତୁ କିନ୍ତୁ ଦେଖି ଚାହିଁ କଥା କହିବେ ତେବେ ଦେଖିବେ ଆପଣ ନିଶ୍ଚିତ ଭାବେ ସେମାନେ ମଧ୍ୟ ନିଜ କଥାକୁ ଆପଣଙ୍କ ଆଗରେ ସେୟାର କରିବେ ।
ଆଉ ଏକ ସମୟ ହେଉଛି ରାତିରେ ଶୋଇବା ସମୟ ଆପଣ ମାନେ ଯଦି ରାତିରେ ଶୋଇବା ସମୟ ରେ ସେମାନଙ୍କ ସହ ଏହାକୁ ସେୟାର କରିବେ ତେବେ ଆପଣ ନିଶ୍ଚିତ ଭାବେ ସେମାନଙ୍କ ଉପରେ ଭଲ ପ୍ରଭାବ ପଡିବ । ଆପଣ ରାତିରେ ଶୋଇବା ବେଳେ କିଛି ଭଲ କାହାଣୀ କହିବ ଭଲ ହୋଇଥାଏ ।

ଆପଣ ଯଦି ଭାବୁ ଛନ୍ତି ଆପଣଙ୍କ ପିଲା ମ୍ୟାଚୂଅର ଅଛି ତେବେ କିଛି ଭଲ କାହାଣୀ ମଧ୍ୟ କୁହନ୍ତୁ । ଏହା ଦ୍ଵାରା ସେମାନଙ୍କ ସହ ଆପଣ ଅଧିକ ଭଲ ସମୟ ବିତାଇବା ସହ ଭଲ ସେମାନଙ୍କ ସହ ଆପଣଙ୍କ ସମ୍ପର୍କ ମଧ୍ୟ ଭଲ ହେବ । ଆପଣମାନେ ଯଦି ଏହାକୁ ସଠିକ ଭାବେ କରିବେ ତେବେ ଆପଣଙ୍କ ପିଲା ମାନେ କଣ କରୁଛନ୍ତି ଓ କଣ କରିବା ପାଇଁ ଚିନ୍ତା ମଧ୍ୟ କରୁଛନ୍ତି ଆପଣ ଜାଣି ପାରିବେ ।
