ରାଜଧାନୀରେ ହାଇଡ୍ରାମା- ମତେ କହିଲା ଭଲ ପାଇବି କିନ୍ତୁ… ଦେଖନ୍ତୁ ଭିଡିଓ

ପ୍ରେମ ଏକ ଏମିତି ଶବ୍ଦ ଅଟେ ଯାହା ସମସ୍ତଙ୍କୁ ଦିନେ ନା ଦିନେ ନିଶ୍ଚିତ ରୂପରେ ହୋଇଥାଏ । ଏମିତିରେ କେତେକ ଯୋଡି ପ୍ରେମ କରିବା ପରେ ବିବାହ କର ସୁଖୀରେ ରୁହନ୍ତି ତ ଅନ୍ୟ ପଟେ କେତେକ ପ୍ରେମ ବାହାନାରେ ସ-ମ୍ପ-ର୍କ ରଖିବା ପରେ ଅଲଗା ହୋଇ ଯାଆନ୍ତି ।

ଏହିଭଳି ମାମଲା ଆପଣମାନେ ପ୍ରାୟତଃ ଶୁଣିଥିବେ ଯେଉଁଠି ଯୁବକ ମହିଳାକୁ ଧୋଖା ଦେଇ ଚାଲି ଯାଇଛି । ଆଜି ଆମେ ଆପଣଙ୍କ ପାଇଁ ପୁଣି ଏହିଭଳି ଏକ କାହାଣୀ ନେଇ ଆସିଛୁ । ଯୁବକ ମହିଳାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଭଲ ପାଇ ଥିଲା କିନ୍ତୁ ଶେଷରେ ଧୋଖା ଦେଇଚାଲିଗଲା । କହିବାକୁ ଗଲେ ଏହି ମାମଲାରେ ଯୁବକ ହେଉଛି ରାଉକେଲାର ଓ ମହିଳା ହେଉଛି ଭୁବନେଶ୍ଵରର ।

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଆଜି କିଛି ସମୟ ପୂର୍ବରୁ ଭୁବନେଶ୍ଵର ରୋଡ ଉପରେ ଉଭୟ ଯୁବକ ଓ ମହିଳା ପରସ୍ପର ସହିତ ଝ-ଗ-ଡା କରୁଥିଲେ ଓ ସେହି ସମୟରେ କିଛି ମିଡିଆ କର୍ମୀ ତାଙ୍କ ପାଖକୁ ଯାଇ ସମସ୍ତ ଘଟଣା ବିଷୟରେ ପଚାରି ବୁଝିଥିଲେ । ଏହା ପରେ ଉଭୟ ଯୁବକ ଓ ମହିଳା ନିଜ ନିଜର ବୟାନ ଦେଲେ । ମହିଳାର କହିବା ଅନୁସାରେ ଯୁବକ ତାକୁ ବର୍ଷ ହେବ ଭଲ ପାଉଛି ଓ ୧ ବର୍ଷ ହେବ ବାହା ହେବ ବୋଲି କହି ଚାଲିଛି କିନ୍ତୁ ବାହା ହେଉ ନାହିଁ ।

କିନ୍ତୁ ଯେତେବେଳେ ଯୁବକକୁ ପ୍ରଶ୍ନ କାରାଗାଲା ତେବେ ସେ ବାହା ହେବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଏହା ପୂର୍ବରୁ ସେ ମହିଳାର ଡିଭର୍ସ ପେପର ଦେଖିବାକୁ ଚାହାନ୍ତି । କହିଦେଉଛୁ କି ମହିଳା ଜଣକ ବିବାହିତା ଓ ଜଣେ ପୁତ୍ର ସନ୍ତାନର ମା ବି ଅଟନ୍ତି । କହିବାକୁ ଗଲେ ଗତ ବର୍ଷ ଉଭୟ ଯୁବକ ଓ ମହିଳା ଜଙ୍କ ମହିଳାର ଜଣେ ସ-ମ୍ପ-ର୍କୀୟଙ୍କ ଘରେ ସାକ୍ଷାତ କରିଥିଲେ । ଏହା ପରେ ଦୁଇ ଜଣଙ୍କ ଅମଧ୍ୟରେ ପ୍ରେମ ସ-ମ୍ପ-ର୍କ ଗଢି ଉଠିଲା ।

କିନ୍ତୁ ଏହା ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ଅନ୍ୟ କିଛି କାରଣ ନେଇ ମଧ୍ୟ ଝ-ଗ-ଡା ହୋଇଥିଲା । କିନ୍ତୁ ଶେଷରେ ଯୁବକ ଜଣକ ମହିଳାଙ୍କୁ ବିବାହ କରିବେ ବୋଲି ନିଷ୍ପତି ନେଲେ । ବିବାହ ପାଇଁ ଯୁବକର ପରିବାର ଲୋକମାନେ ତ ରାଜି ହୋଇଗଲେ କିନ୍ତୁ ଯୁବକର ପରିବାର ଲୋକମାନେ ମହିଳା ବାଲାଙ୍କୁ ୫ ଲକ୍ଷ ଡି-ମା-ଣ୍ଡ କରିଲେ । ଏମିତିରେ ମହିଳା ଘର ଲୋକମାନେ ଗରିବ ଥିବାରୁ ୫ ଲକ୍ଷ ଟଙ୍କା ଦେବା ପାଇଁ ମନା କରିଦେଲେ ।

କିନ୍ତୁ ଯୁବକ ଜଣକ ମହିଳା ସହ ଶାରୀରିକ ସ-ମ୍ପ-ର୍କ ରଖିଛି ବୋଲି ମହିଳା ଜଣକ ଅଭିଯୋଗ କରିଛି । ସେଥିପାଇଁ ମହିଳା ଜଣକ ବାରମ୍ବାର ଯୁବକକୁ ବିବାହ କରିବା ପାଇଁ କହୁଥିଲା । କିନ୍ତୁ ଯୁବକ ଜଣକ ବାରମ୍ବାର କିଛି କାରଣ ଦର୍ଶାଇ ବିବାହ ପାଇଁ ମନା କରି ଦେଉଥିଲା । କିନ୍ତୁ ଏହି ସମସ୍ତ ଅଭିଯୋଗ କେତେ ଦୂର ସତ୍ୟ ଅଟେ ଏହା ଜଣା ନାହିଁ । କହିବାକୁ ଗଲେ ପ୍ରେମରେ ଧୋଖା ମିଳିବା ମାମଲା ପ୍ରତିଦିନ ଶୁଣିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *