ନମସ୍କାର ବନ୍ଧୁଗଣ, ଅପାନ ଏମାନେ ଜାଣିଥିବେ ବର୍ତ୍ତମାନ ସାମୟରେ କେବଳ ଗୀୟଟିଏ ଚର୍ଚ୍ଚା ତାହା ହେଉଛି କିଶୋର ଭାଇନା ଙ୍କ ମଟନ ହୋଟେଲ କୁ ନେଇ । ତେବେ BMC ତାଙ୍କ ହୋଟେଲ ଶିଚ କରିବା ପରେ ବିବାଦ ଅଧିକ ସୃଷ୍ଟି ହୋଇଛି । ଯାହାକୁ ନେଇ କିଶୋର ଭାଇନା ଗାଁ କୁ ଫେରି ଯିବେ ବୋଲି ସ୍ଥିର କରିଥିଲେ । କିନ୍ତୁ ଆଉ ଏବେ ଗାଁ କୁ ନୁହେଁ ବରଂ କୋର୍ଟ କୁ ଯିବେ ମଟନ ଢାବା ମାଲିକ କିଶୋର ଭାଇନା । ତେବେ ସେ ନ୍ୟାୟ ପାଇଁ କୋର୍ଟ ରେ କେସ କରିଛନ୍ତି ।
ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସବୁଠାରୁ ଚର୍ଚ୍ଚା ରେ ଅଛି ରାଜଧାନୀ ଭୁବନେଶ୍ଵର କିଶୋର ଭାଇନା ଙ୍କ ମଟନ ହୋଟେଲ ର କଥା । ବିମସି ତରଫରୁ ଦୂର ଦର୍ଶନ ନିକଟରେ ଏହି ଢାବା ଉଚ୍ଛେଦ ପରେ ହତନା ଦିନକୁ ଦିନ ଅଲଗା ହେବାରେ ଲାଗିଛି । ତାଙ୍କ ଢାବା ରେ ଅସ୍ଵାସ୍ଥ୍ୟକର ପରିବେଶ ସହ ଏକ୍ସପାରି ସକ୍ସ ରଙ୍ଗର ରୋଷେଇ ହେଉଥିବା BMC ଅଭିଯୋଗ କରି ଶିଚ କରିଥିଲେ ।
କିନ୍ତୁ ପୁନର୍ବାର କିଶୋରୀ ଭାଇନା ନିଜ ହୋଟେଲ ଖୋଲିଥିଏ କିନ୍ତୁ BMC ବୁଲଡୋଜର ଲଗାଇ ତାଙ୍କ ହୋଟେଲୁ ମାଟି ରେ ମିଶାଇ ଦେଇଥିଲେ । ହୋଟେଲ ଭାଙ୍ଗିବା ପରେ ଗାଁ କୁ ଚାଲିଯିବେ ବୋଲି ଦୁଖରେ କହିଥିଲେ ହୋଟେଲ ମାଲିକ କିଶୋର ଭାଇନା । କିନ୍ତୁ ତାଙ୍କ ଓକିଲ ଦେଖାଇଛନ୍ତି କୋର ନୋଟିସ । ଉର୍ବରୁ କୋର୍ଟ କହିଛନ୍ତି କି ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ଥଇଥାନ କରାଅ ।
ଏପରି କି କିଶୋର ଭାଇନା ଙ୍କ ପାଖରେ ହୋଟେଲ ଚଳାଇବାକୁ ଲାଇସେନ୍ସ ଅଛି ବୋଲି ସେ ଦେଖାଇଛନ୍ତି । ଏହଜା ସହ ଋନୂଆଲ ପାଇଁ ମଧ୍ୟ ଆବେଦନ କରିଛନ୍ତି । BMC ଯେଉଁ ଏସ୍କପାରି ସକ୍ସ ବ୍ୟବହାର କରୁଥିବା କଥା କଛି ଏହାକୁ ଖଣ୍ଡନ କରି କିଶୋର ଭାଇନା କହିଛନ୍ତି କି BMC ପ୍ରମାଣ ଦେଖାଉ କେଉଁ ସକ୍ସ ଜବତ କରିଛି ମୋ ହୋଟେଲ ରୁ ।
ମଟନ ରେ କେଉଁଠି ସକ ପରେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି କିଶୋର ଭାଇନା । ଏବେ କିଶୋର ଭାଇନା ଙ୍କ କହିବା ଅନୁଯାୟୀ ସେ ଦୁଇ ଲକ୍ଷ ଟଙ୍କା ଟ୍ୟାକ୍ସ ଦେଇଥାନ୍ତି ସରକାର ଙ୍କୁ । ସେ ଠକିବା ଲୋକ ନୁହନ୍ତି । ତେବେ କିଏ ଠିକ କହୁଛି ଆଉ କିଏ ଭୁଲ ତାହା ତ ସମୟ କହିବ । କିନ୍ତୁ ବର୍ତ୍ତମାନ ସମୟରେ BMC ବିରୁଦ୍ଧରେ କୋର୍ଟ ରେ କେସ ଲଢିବାକୁ ଯାଉଛନ୍ତି କିଶୋର ଭାଇନା ।
ତେବେ ଦେଖାଯାଉ କିଶୋର ଭାଇନା BMC ବିରୁଦ୍ଧରେ ଯେଉଁ କେସ କରିଛନ୍ତି ତାହା ଆଗକୁ କେଉଁ ରୂପ ନେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।