ACF ଡେ-ଥ କେସ- Somya ଙ୍କ ମା’ ଖୋଲିଲେ ବୋହୁର କିଛି ଏମିତି ଗୂଢ ରହସ୍ୟ, ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ପରେ ବର୍ତ୍ତମାନ ତାଙ୍କର ମା ବାପା ଓ ତାଙ୍କର ପରିଜନମାନେ ବୋହୁ ଓ ସୋମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀର ହାତ ତାଙ୍କର ପୁଅର ହ-ତ୍ୟା ପଛରେ ଅଛି ବୋଲି ବର୍ତ୍ତମାନ ଅ-ଭି-ଯୋ-ଗ କରୁଛନ୍ତି । ଏତିକି ନୁହେଁ ମୃ-ତ୍ୟୁ ପରେ ବହୁତ ଗୁମର କଥା ସବୁ ବାହାରକୁ ଆସୁଛି ।

ସୂଚନା ଅନୁସାରେ ସୋମ୍ୟ ରଞ୍ଜନ ଓ ବିଦ୍ୟାଭାରତୀ ଏକ ଏଗ୍ରୀମେଣ୍ଟ କରିଥିଲେ ଯେଉଁଥିରେ ଲେଖା ହୋଇଥିଲା କି ବର୍ଷେ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ଶାରୀରିକ ସ-ମ୍ପ-ର୍କ ରହିବ ନାହିଁ । ଏତିକି ନୁହେଁ ସୋମ୍ୟଙ୍କ ମା କହିଛନ୍ତି କି ବାହାଘର ପୂର୍ବରୁ ମୋ ବୋହୁର ଅନ୍ୟ କାହା ସହ ସମ୍ପର୍କ ଥିଲା । ତାଙ୍କ ଘର ଲୋକମାନେ ବି ଏହା ବିଷୟରେ ଜାଣି ଥିଲେ କିନ୍ତୁ ସେମାନେ ଆମକୁ କିଛି ବି କହି ନ ଥିଲେ । ଅନ୍ୟ ପଟେ ପୁଅ ଓ ବୋହୁର ସମ୍ପର୍କ ଆରମ୍ଭରୁ ହିଁ ଭଲ ନ ଥିଲା ।

ଘ-ଟ-ଣା ପୂର୍ବରୁ ବୋହୁ ଓ ମୋ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝ-ଗ-ଡା ହୋଇଥିଲା । ବୋହୁ ନିଜ ମଥାରୁ ଶଙ୍ଖା ସିନ୍ଦୁର ପୋଛି ଦେଇ କୁଆଡେ ଚାଲି ଗଲା । ଯାହାକି ଏକ ଆଶ୍ଚର୍ଯ୍ୟ କର କଥା ଲାଗୁଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ସ୍ଵାମୀ ସ୍ତ୍ରୀ ମଧ୍ୟରେ ତ ଝ-ଗ-ଡା ହେବା ଏକ ସାଧାରଣ କଥା । କିନ୍ତୁ କେଉଁ ସ୍ତ୍ରୀ ଏହିଭଳି କରିଥାଏ । ସୋମ୍ୟ ରଞ୍ଜନ ଯେତେବେଳେ ବିଦ୍ୟାଭାରତୀକୁ ଖୋଜିବାକୁ ବାହାରିଲା ତେବେ ସେ DFO ଘରେ ଥିଲେ । ଅନ୍ୟ ଏକ ଆଶ୍ଚର୍ଯ୍ୟ କର ଘ-ଟ-ଣା ଅଟେ ।

ସ୍ଵାମୀ ସହ ଝ-ଗ-ଡା ପରେ ସ୍ତ୍ରୀ ନିଜ ଘରକୁ କିମ୍ବା ଅନ୍ୟ କେଉଁଠୁ ଯାଇ ପାରି ଥାନ୍ତା । କିନ୍ତୁ ସେ DFO ଘରକୁ କାହିଁକି ଗଲେ । ଯାହାକି ଏକ ସନ୍ଦେହ ଜଣକ ବିଷୟ ଅଟେ । ଏହି ସମସ୍ତ କଥା ଇଙ୍ଗିତ କରୁଛି କି ସୋମ୍ୟ ରଞ୍ଜନଙ୍କ ହ-ତ୍ୟା ହୋଇଛି ଓ ତାଙ୍କ ହ-ତ୍ୟା ପଛରେ ବିଦ୍ୟାଭାରତୀଙ୍କ ହାତ ଅଛି ।

ଏହିଭଳି ନିଜ ବୋହୁ ଉପରେ ସୋମ୍ୟ ରଞ୍ଜନଙ୍କ ମା ଆରୋପ ଲଗାଇଛନ୍ତି । ଏତିକି ନୁହେଁ ସୋମ୍ୟ ରଞ୍ଜନଙ୍କ ମାଙ୍କ ଆଖିରୁ ଲୁହ ବନ୍ଦ ହେଉ ନାହିଁ । କାହିଁକି ସେ ମୋ ପୁଅକୁ ମାରିଲା ଏହିଭଳି କିଛି ପ୍ରଶ୍ନ କରି ସେ ମି-ଡି-ଆ ସାମ୍ନାରେ ତାଙ୍କୁ ନ୍ୟାୟ ମିଳୁ ବୋଲି କହିଛନ୍ତି ।

ଅନ୍ୟ ପଟେ ସୋମ୍ୟ ରଞ୍ଜନଙ୍କ ମାମୁଁ ଏହି ସମସ୍ତ ଘ-ଟ-ଣା ଯେମିତି କି ଭଣଜାର ଅଚାନକ ମୃ-ତ୍ୟୁ ଓ ଭଣଜା ବୋହୁର ଏହିଭଳି ଗତିବିଧିକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ତାଙ୍କ ଅନୁସାରେ ସେହି ମୃ-ତ୍ୟୁ ପଛରେ ସାଂଘାତିକ ଷଡଯନ୍ତ୍ର ଲୁଚି ଅଛି ବୋଲି ସେ ଯୁକ୍ତି ବାଢିଛନ୍ତି ।

ସେ କହିଛନ୍ତି କି ଅନ୍ୟ କେଉଁ ସ୍ଥାନରେ ସୋମ୍ୟଙ୍କ ହ-ତ୍ୟା କରାଯାଇଛି ଓ ସେଠୁ ଆଣି ତାଙ୍କୁ ଘରେ ଫୋପାଡି ଦିଆଯାଇଛି । କହିଦେଉଛୁ କି ଘ-ଟ-ଣା ସ୍ଥଳରେ କୌଣସି ବି ପ୍ରକାରର ଚିହ୍ନ ବିହ୍ନ ନାହିଁ । ଏହା ସହ ରୋଷେଇଆ ଓ ବିଦୟାଭାରତୀଙ୍କ କଥାରେ କୌଣସି ବି ତାଳମେଳ ନାହିଁ । ଏହିଭଳି ବହୁତ କିଛି କଥା ବର୍ତ୍ତମାନ ସାମ୍ନାକୁ ଆସୁଛି । କିନ୍ତୁ ସତ୍ୟ କଣ ଏହା ପୋ-ଲି-ସ ଯାଞ୍ଚ ପରେ ହିଁ ଜଣା ପଡିବ ।

Leave a Reply

Your email address will not be published. Required fields are marked *