ବୋହୂକୁ ହତ୍ୟା କରି ଶକେଇ ହୋଇ କାନ୍ଦୁଥିବା ଶାଶୁର ସତ ଆସିଲା ସାମ୍ନାକୁ, ବିଛ ରାସ୍ତାରେ ଏମିତି ଟଣା ହୋଇ…. ଦେଖନ୍ତୁ Video

ବନ୍ଧୁଗଣ ବୋହୂ ଆତ୍ମହତ୍ୟା କରିବା ଦିନ ଶାଶୁ କ୍ୟାମେରା ଆଗରେ ଏମିତି କାନ୍ଦି କାନ୍ଦି କହୁଥିଲେ କି ଆମର ଦୋଷ ନାହି କି ଆମେ କିଛି ଜାଣି ନାହୁଁ । ବୋହୂ ଟିକେ ଟିକେ କଥାରେ ରାଗିଯାଏ । ମଜାରେ ମଜାରେ ବୋହୂ ରାଗିଜାଇ ଘର ଭିତରେ ପଶି ଆତ୍ମହତ୍ୟା କରିଛି । କିନ୍ତୁ ଏବେର ଦୃଶ୍ୟ ହେଉଛି ବୋହୂକୁ ହତ୍ୟା କରିବା ମାମଲାରେ ରାସ୍ତାରେ ଶାଶୁ ସାବିତ୍ରୀ ନ୍ୟାକ ଙ୍କୁ ଚଲାଇ ଚଲାଇ କୋର୍ଟ ନେଉଛି ପୋଲିସ । ତାହା ପୁଣି ସର୍ବ ସାଧାରଣ ଆଗରେ ।

ଆଉ ଗଣ ମାଧ୍ୟମକୁ ଦେଖି ମୁହଁ କୁ ଏମିତି ଢାଙ୍କି ଦେଉଛନ୍ତି ଓଢଣା ଦେଇ ଶାଶୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ କଳିଙ୍ଗ ବିହାରରୁ ଦୀପାବଳି ଦିନ ଜଣେ ନବ ବଧୁ ଙ୍କ ଝୁଲନ୍ତା ମୃତା ଦେହ ଉଧାର ହୋଇଥିବା ବେଳେ ଗତ କାଲି ତାଙ୍କ ଶାଶୁ ସାବିତ୍ରୀ ଙ୍କୁ ଆରେଷ୍ଟ କରିଛି କମିସନରେଟ ପୋଲିସ । ତେବେ ବୋହୂ ଜୀବନ ହାରିବା ପରେ ସ୍ଵାମୀ ପ୍ରବୀଣ ଫେରାର ଅଛନ୍ତି ଓ ଶ୍ଵଶୁର । ଯଦି ବୋହୂ ସୁଶ୍ରୀ ସଂଗୀତାଙ୍କ ହତ୍ୟାରେ ପରିବାରର କୌଣସି ସମ୍ପର୍କ ନାହି ତେବେ ପୋଲିସ କୁ ଭୟ କରି କାହିଁକି ଫେରାର ଅଛନ୍ତି ?

କିନ୍ତୁ ସୁଶ୍ରୀଙ୍କ ବାପଘର ଲୋକେ କହିଛନ୍ତି ଝିଅ ମାରିବା ପଛରେ ଶାଶୁ ଘର ଦାୟୀ । ଏ ହେଉଛନ୍ତି ୨୮ ବର୍ଷୀୟା ସୁଶ୍ରୀ ସଂଗୀତା ବସ୍ତିଆ । ୨୦୨୧ ଜାନୁଆରୀ ୨୦ରେ କଟକ ଗୋବିନ୍ଦପୁର ଥାନା ପ୍ରବୀଣ ଚନ୍ଦ୍ର ନାୟକ ଙ୍କୁ ବିବାହ କରିଥିଲେ ନିଆଳି ଅଞ୍ଚଳ ର ସଂଗୀତା । ତେବେ ଦୀପାବଳି ଦିନ କୌଣସି କରାନକୁ ନେଇ ପାରିବାରିକ ବିବାଦ ହୋଇଥିଲା । ଏହା ପରେ ସୁଶ୍ରୀଙ୍କ ବାହାଘରକୁ ପ୍ରବୀଣନଙ୍କ ଘର ଲୋକେ ଫୋନ କରିଥିଲେ ।

ଶାଶୁଘର ଲୋକେ କହିଥିଲେ ତୁମ ଭଉଣୀ ର ଦେହ ଭଳି ନାହି ଭିତର ପଟୁ କବାଟ ଦେଇ ଦେଇଛି ସେନ୍ସ ଆସୁ ନାହି ତୁମେ ଆମ ଘରକୁ ଜଲ୍ଦି ଆସ । ଆମେ କିଛି ଜାଣିପାରୁ ନାହୁଁ ଆମେ ବୋହୂ କୁ ନେଇ ଏମ୍ସ ମେଡିକାଲ ଯାଉଛି ତୁମେ ମାନେ ଜଲ୍ଦି ଆସିକି ପହଞ୍ଚ । ଏତିକି କହିଥିଲେ ପ୍ରବୀଣ ଙ୍କ ଶାଶୁ । ଏହା ପରେ ସଂଗୀତା ଙ୍କ ବାପଘର ନିଆଳି ଆସି ପହଞ୍ଚିବା ବେଳକୁ ଝିଅର ମୃତ ଦେହ ଏମ୍ସ ହସ୍ପିଟାଲ ରେ ଥିବା କଥା ଶାଶୁଘର ଲୋକେ କହିଥିଲେ ।

ଝିଅ କୁ ମାରି ଦେଇ ସବୁ ପ୍ରମାଣ ନଷ୍ଟ କରି ଦେଇଛନ୍ତି ବୋଲି ସଂଗୀତା ଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସାଉ ମୃତା ଦେହ ପାଖରେ ଥିବା ବେଳେ ସ୍ଵାମୀ ପ୍ରବୀଣ ଓ ଶ୍ଵଶୁର ଫେରାର ହୋଇ ଯାଇଥିଲେ । ଏ ନେଇ ସଂଗୀତା ଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଶାଶୁ ସାବିତ୍ରୀ ନାୟକ ଙ୍କୁ ଗିରଫ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *