ମୁହଁ ଖୋଲିଲେ Arbaaz, କହିଲେ ଏହି କାରଣ ପାଇଁ ପତ୍ନୀ Malaika Aroraଙ୍କ ଠାରୁ ନେବାକୁ ପଡିଥିଲା Divorce

ବନ୍ଧୁଗଣ, ବଲିଉଡ ରେ ଅନେକ କଳାକାର ମାନେ ଅଛନ୍ତି । ସେମାନେ ସମସ୍ତେ କିଛି ନା କିଛି ବିଷୟ ବସ୍ତୁ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ବନ୍ଧୁଗଣ “ମଲାଇକା” ଏବଂ “ଅରବାଜ” ନିଜର ପ୍ରୋଫେସନାଲ ଲାଇଫ ଠାରୁ ଅଧିକ ନିଜର ପେର୍ସୋନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ଆସିଥାନ୍ତି ।

ବନ୍ଧୁଗଣ ଅରବାଜ ଖାନ ବର୍ତ୍ତମାନ ନିଜ ଠାରୁ ୨୨ ବର୍ଷ ଛୋଟ ଅଭିନେତ୍ରୀ ତଥା ମଡେଲ “ଜ୍ଜର୍ଜେ ଇମ୍ବ୍ରଡାନି” ଙ୍କୁ ନେଇ ବହୁତ ଚର୍ଚ୍ଚାରେ ନଜର ଆସୁଛନ୍ତି । ବନ୍ଧୁଗଣ ଦୁହେଁ ପରସ୍ପର ଙ୍କୁ ବହୁତ ଲମ୍ବା ସମଯରୁ ଡେଟ କରୁଛନ୍ତି । ବନ୍ଧୁଗଣ “ମଲାଇକ” ଏବଂ “ଅରବାଜ” ର ଡିଭୋର୍ସ ପରେ “ଅରବାଜ ଖାନ” ଙ୍କର ଲାଇଫ ରେ “ଜ୍ଜର୍ଜେ” ଙ୍କର ଏଣ୍ଟ୍ରି ହେଲା । ମାତ୍ର ବଲିଉଡ ରେ ବର୍ତ୍ତମାନ ପର୍ଯ୍ୟନ୍ତ ମଲାଇକା ଏବଂ ଅରବାଜ ଙ୍କର ଲଭଷ୍ଟୋରି ଫେମସ ରହିଆସିଛି ।

ବନ୍ଧୁଗଣ ଆଜି ଆମ୍ଭେ ମଲାଇକା ଏବଂ ଅରବାଜ ଙ୍କର ପ୍ରେମ ର ଆରମ୍ଭ କିଭଳି ହୋଇଥିଲା କହିବାକୁ ଯାଉଅଛୁ । ବନ୍ଧୁଗଣ ମଲାଇକା ଯେବେ କଲେଜ ରେ ପଢୁଥିଲେ, ସେତେବେଳେ MTV ରେ vj ନିମନ୍ତେ ଅଡିସନ ଦେଇଥିଲେ । ସେତେବେଳେ ଭାରତରେ MTV ର ନୂତନ ଆରମ୍ଭ ର ସ୍ଥିତି ଥିଲା । ଏଥିରେ ମଲାଇକା ଙ୍କୁ କାମ କରିବାର ସୁଯୋଗ ମିଳିଥିଲା । ମଲାଇକା ଭିଜେ ସାଇରସ ଭରୁଜା ସହିତ ଆଙ୍କରିଙ୍ଗ କରିବାର ସୁଯୋଗ ପାଇଥିଲେ । ବନ୍ଧୁଗଣ ଏହାପରେ ସାଇରସ ସହିତ ମଲାଇକ ଙ୍କର ଯୋଡି ପାପୁଲାର ହେଲା ।

ଏହାପରେ ମଲାଇକା ଏହି ପୋଗ୍ରାମ ସାହାର୍ଯ୍ୟରେ ଘରେ ଘରେ ପ୍ରସିଦ୍ଧ ହୋଇଗଲେ । ଏହାପରେ ମଲାଇକା ମଡେଲିଙ୍ଗ ଦୁନିଆରେ ନିଜର ପାଦ ରଖିଲେ । ଏହିଠାରୁ ତାଙ୍କ ଫିଲ୍ମି ଲାଇନ ର ନୂତନ ଆରମ୍ଭ ହୋଇଥିଲା । ବନ୍ଧୁଗଣ ୧୯୯୮ ମସିହାରେ ମଲାଇକା ଙ୍କୁ ଫିଲ୍ମ “ଦିଲ ସେ” ର ଆଇଟମ ସଙ୍ଗ କରିବାର ସୁଯୋଗ ମିଳିଥିଲା ଯାହାର ନାମ ଥିଲା “ଚଲ ଛୟା ଛୟା” । ଏହାପରେ ଏହି ଚଳଚିତ୍ର ମାଧ୍ୟମରୁ ରାତରାତି ସେ ସୁପରଷ୍ଟାର ବନିଗଲେ ।

ବନ୍ଧୁଗଣ ଅରବାଜ ଏବଂ ମଲାଇକା ଙ୍କର ଭେଟ ୧୯୯୩ ମସିହାରେ ଏକ କଫି ସୁ-ଟ ଆଡ ରେ ହୋଇଥିଲା । ଏହାପରେ ଅରବାଜ ଙ୍କୁ ମଲାଇକା ବହୁତ ପସନ୍ଦ ଆସିଥିଲେ ଏବଂ ଅରବାଜ ମଲାଇକ ଙ୍କୁ ହୃଦୟ ଦେଇ ବସିଥିଲେ । ଏହାପରେ ଉଭୟ କିଛି ଆଲବମ ରେ ମଧ୍ୟ କାମ କଲେ । ଏହାପରେ ଅନେକ ସମୟ ଧରି ଡେଟ କରିବା ପରେ ଅରବାଜ ନିଜଠାରୁ ୬ ବର୍ଷ ଛୋଟ ମଲାଇକା ଙ୍କ ସହିତ ୧୯୯୮ ରେ ବିବାହ କରିନେଲେ ।

ଅନେକ ସମୟ ଧରି ଦୁହେଁ ଏକା ସହିତ ରହିବା ପରେ ପ୍ରାଏ ୨୦ ବର୍ଷ ପରେ ଦୁହେଁ ଅଲଗା ହେବାର ନିସ୍ପତି ନେଲେ । ଅରବାଜ ଖାନ ଏବଂ ମଲାଇକା ଙ୍କର ୨ ଟି ପୁଅ ମଧ୍ୟ ଅଛନ୍ତି । ବର୍ତ୍ତମାନ ଅରବାଜ ନିଜ ଗାର୍ଲପ୍ରେଣ୍ଡ ଜ୍ଜର୍ଜେ ସହିତ ନଜର ଆସୁଥିବା ବେଳେ ମଲାଇକ ମଧ୍ୟ ଅର୍ଜୁନ କପୁର ଙ୍କ ସହିତ ଲିଭିଙ୍ଗ ରିଲେସନଶିପ ରେ ରହୁଥିବା ସୂଚନା ମିଳିଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *