‘ଯିଏ ମୋ ପୁଅ ଆର୍ୟନକୁ ମିଛରେ ଫସେଇବାକୁ ଚେଷ୍ଟା କରୁଛି ତାକୁ ନିଃଶ୍ୱାସ ନେବାକୁ ଦେବିନି’ Aryan ଗିରଫ ହେବା ପରେ ରାଗିଯାଇ Shahrukh କହିଲେ କିଛି ଏମିତି…ଦେଖନ୍ତୁ Video

ମୁମ୍ବାଇ ଡ୍ର-ଗ୍ସ ମା-ମ-ଲାରେ ଧରା ପଡିଥିବା ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନ ବର୍ତ୍ତମାନ ଏନସିବୀର ରି-ମା-ଣ୍ଡରେ ଆସନ୍ତା ୭ ତାରିଖ ଯାଏଁ ରହିବେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ଶାହରୁଖ ଖାନ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ “ମୋ ପୁଅ ଉପରେ ହୋଇଥିବା ପ୍ରତିଟି ଅ-ତ୍ୟା-ଚା-ର-ର ବ-ଦ-ଲା ମୁଁ ନେବି, ମୋ ପୁଅର ଜୀବନକୁ ଯେଉଁ ମାନେ ସ୍ପଏଲ କରିବାକୁ ଚାହୁଁଛନ୍ତି ମୁଁ ତାଙ୍କ ଜୀବନକୁ କେବେ ସ୍ଥିର ହୋଇ ରହିବାକୁ ଦେବିନି, ଯେଉଁ ମାନେ ମୋ ପୁଅର କ୍ଯାରିୟର ବ-ର-ବା-ଦ କରୁଛନ୍ତି ମୁଁ ତାଙ୍କ କ୍ଯାରିୟର ବରବାଦ କରିଦେବି ” । ସମୟ ଗଡିବା ସହ କିଙ୍ଗ ଖାନଙ୍କ ନିଜ ପୁଅ ପ୍ରତି ଚି-ନ୍ତା ବଢିବାରେ ଲାଗିଛି ।

କିଙ୍ଗ ଖାନ ଓକିଲଙ୍କ ସହାୟତାରେ ନିଜର ଉଦ୍ୟମ ଜାରି ରଖିଛନ୍ତି କିପରି ଏନସିବୀର କ-ଷ୍ଟ-ଡିରୁ ଆର୍ୟନଙ୍କୁ ବାହାର କରିବେ । ଅନ୍ୟ ପରେ ଶାହରୁଖଙ୍କ ଓକିଲ ସତିଶ ମ-ନି-ସି-ନ୍ଧେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି । ବରିଷ୍ଠ ଆଇନଜୀବୀ ସତିଶ କୋ-ର୍ଟରେ ତର୍କ ରଖିଥିଲେ ଯେ ଆର୍ୟାନ ଘଟଣା ସ୍ଥଳରେ କୌଣସି ଡ୍ର-ଗ୍ସର ସେବନ କରି ନାହାନ୍ତି । ଦିତୀୟ ତର୍କ ହେଉକି ଏହି ପାର୍ଟିର ଟିକେଟ ଆର୍ୟନ କିଣି ନ ଥିଲେ । ତୃତୀୟ ତର୍କ ହେଉଛି ତାଙ୍କ ପାଖରୁ କୌଣସି ଡ୍ର-ଗ୍ସ ବାହାରି ନ ଥିଲା । ଚତୁର୍ଥ ତର୍କ ହେଉଛି ଆର୍ୟନଙ୍କ ୱ୍ହାଟସପରେ ଯେଉଁ ଡ୍ର-ଗ୍ସ କଥା ଲେଖା ଯାଇଛି ତାହା କୋ-ଡ ଥିଲା ।

ଯେ ଯାଏଁ ଅଧିକ ତଥ୍ୟ ମିଳି ନାହି ସେହି ସମୟ ଯାଏଁ ଆର୍ୟାନଙ୍କୁ ଏନସିବୀକୁ ସପର୍ଟ କରିବାକୁ ପଡିବ ବୋଲି କୋ-ର୍ଟ ରାଏ ଦେଇଛି । ଅନ୍ୟ କ୍ଷେତ୍ରରେ ଆର୍ୟନ ରାଏ ଦେଇଛନ୍ତି ଯେ ନିଜ ବାପା କିଙ୍ଗ ଖାନଙ୍କ ସହ ଦେଖା କରିବାକୁ ତାଙ୍କୁ ଆପର୍ଟମେଣ୍ଟ ନେବାକୁ ପଡୁଥିଲା । ଏହା ସହ ସେ ବିଦେଶରେ ଥିବା ବେଳେ ଡ୍ର-ଗ୍ସର ସେବନ କରୁଥିଲେ ବୋଲି ରାଏ ଦେଇଛନ୍ତି । ଏବ ପ୍ରଶ୍ନ ଉଠୁଛି କେ କଣ ଆର୍ୟନ ଜାଣିଥିଲେ କି ତାଙ୍କର ବ-ନ୍ଧୁ ମୁମମୁନ ଓ ଅରବାଜ ଆଗରୁ ଡ୍ର-ଗ୍ସ ନେଉଥିଲେ ? ଯେଉଁ ଡ୍ର-ଗ୍ସ ଜବତ ହୋଇଛି ତାହା ସହ କଣ ଆର୍ୟନଙ୍କ ସମ୍ପର୍କ ରହିଛି ଠ ଏବେ ପ୍ରଶ୍ନ ଉଠୁଛି ।

ଏହି ଏଭେଣ୍ଟକୁ ଅର୍ଗାନାଇଜ କରିଥିବା NAMAS’CRAY ର ୪ଜଣ ଅଧିକାରୀଙ୍କୁ ଦିଲ୍ଲୀରୁ ଏନସିବୀ ଗି-ର-ଫ କରିଛି । ଆର୍ୟାନ ସେହି ପାର୍ଟିରେ ଅତିଥ୍ୟ ଭାବେ ଯାଇଥିଲେ ବୋଲି କୌଣସି ସଠିକ ତଥ୍ୟ ଏ ଯାଏଁ ମିଳି ନାହି । ଅନ୍ୟ କ୍ଷେତ୍ରରେ ଆର୍ୟାନଙ୍କ କ୍ଯାରିୟର ଆରମ୍ଭ ହେବାକୁ ଯାଉଥିବା ବେଳେ ବଡ ଝ-ଟ-କା ଲାଗିଛି ଯାହା ପବ୍ଲିକ ଇମେଜ ପାଇଁ ଭଲ ନୁହେଁ । ଅନ୍ୟ ପଟେ କିଙ୍ଗ ଖାନଙ୍କର କୋଟୋ କୋଟି ସମ୍ପତି ରହିଛି ଯାହାର ବ୍ୟବହାର କରି ସେ ନିଜ ପୁଅକୁ ରାତାରାତି ଷ୍ଟାର ବନାଇ ପାରିବେ । ତେବେ ଏହି କେ-ସ ଆଗକୁ କେଉଁ ମୋ-ଡ ନେବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *