ଏବେ ଏବେ ଆସିଲା ବଡ ଖବର: Bollywoodର ଏହି ପ୍ରସିଦ୍ଧ ଷ୍ଟାରଙ୍କର ହେଲା ପରଲୋକ

ଦର୍ଶକବନ୍ଧୁ, ଓଲିଉଡ ହେଉ କି ଅବା ବଲିଉଡ ହେଉ ସବୁଆଡେ ଆପଣ ମାନଙ୍କୁ କଳାକାର ଦେଖିବାକୁ ମିଳିବେ । ବନ୍ଧୁଗଣ ଆମ ଦେଶ ଭାରତ ହେଉଛି କଳା ସଂସ୍କୃତି ର ଦେଶ । ଏଥିପାଇଁ ଆମ ଦେଶରେ କଳାକାରଙ୍କ ସଂଖ୍ୟା ଅଧିକ ରହିଅଛି । ବନ୍ଧୁଗଣ କେତେକ ଲୋକେ ଅଛନ୍ତି ଯେଉଁମାନେ ପରଦାରେ ନିଜର କଳା ପ୍ରଦର୍ଶନ କରିଥାନ୍ତି ଆଉ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କଳାକୁ ପ୍ରଦର୍ଶନ କରିପାରନ୍ତି ନାହିଁ । ନିଜ କଳା କୁ ପ୍ରସିଦ୍ଧ କରିବାକୁ ହେଲେ ବହୁତ ଷ୍ଟ୍ରଗଲ କରିବାକୁ ହୋଇଥାଏ ।

ବନ୍ଧୁଗଣ ନିଜେ ସ୍ଥିର କରିନେଲେ ସବୁକିଛି ସମ୍ଭବ ହୋଇପାରେ କେବଳ ନିଜ ମନରେ ବିଶ୍ଵାସ ରଖି କାମ କରିବାକୁ ହେବ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେ କି ବଲିଉଡ କୁ ବହୁତ ପ୍ରସିଦ୍ଧ ସଙ୍ଗୀତ ଦେଇଛନ୍ତି ମାତ୍ର ବର୍ତ୍ତମାନ ସେ ଆଉ ଏ ଦୁନିଆରେ ନାହାଁନ୍ତି । ଆଜ୍ଞା ହଁ ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ମ୍ୟୁଜିକ ଡାଇରେକ୍ଟର “ଶ୍ରବଣ” ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ।

ଦର୍ଶକବନ୍ଧୁ ମ୍ୟୁଜିକ ଡାଇରେକ୍ଟର “ଶ୍ରବଣ” ଆମ୍ଭ ମାନଙ୍କ ଗହଣରେ ବର୍ତ୍ତମାନ ଆଉ ନାହାନ୍ତି । ଆଉ ନାହାନ୍ତି ବଲିଉଡ ର ଜଣେ ମ୍ୟୁଜିକ ଡାଇରେକ୍ଟର “ଶ୍ରବଣ” । ୯୦ ଦଶକ ରେ ଲୋକ ମାନଙ୍କୁ ହି-ଟ ହି-ଟ ସଙ୍ଗୀତ ଦେଇ ସେମାନଙ୍କ ମନକୁ ବହୁଳ ଭାବରେ ପ୍ରଭାବିତ କରିଥିଲେ । ବନ୍ଧୁଗଣ “ଅଲକା ୟାଗନି” ଏବଂ “ଶୋନୁ ନିଗମ” ଗାଇଥିବା ବହୁତ ଗୀତ ହି-ଟ ହୋଇଥିଲା । ତାଙ୍କ ସହିତ “ଶ୍ରବଣ” ଏବଂ “ନଦିମ” ମଧ୍ୟ ଥିଲେ । ଦର୍ଶକବନ୍ଧୁ ଏହି ଦୁହି ଜଣ ଚଳଚିତ୍ର ଗୁଡିକରେ ଗୀତ ଗୁଡିକୁ ମ୍ୟୁଜିକ ଡିରେକ୍ସନ ଦେଇ ହି-ଟ ରେ ପହଞ୍ଚାଇଥିଲେ । ୯୦ ଦଶକ ର ସୁପର ହି-ଟ ଯୋଡି ଥିଲେ “ଶ୍ରବଣ” ଏବଂ “ନଦିମ” ।

ମାତ୍ର “ନଦିମ” ଥିଲା ବେଳେ “ଶ୍ରବଣ” ବର୍ତ୍ତମାନ ଆଉ ନାହାନ୍ତି । ବନ୍ଧୁଗଣ ଅନେକ ମ୍ୟୁଜିକ ଭିଡିଓ ରେ ଗୀତ ଦେଇଥିବା ସମୟରେ ଅନେକ ଫିଲ୍ମ ରେ ମଧ୍ୟ ହି-ଟ ହି-ଟ ଗୀତ ଦେଇ ଲୋକ ଲୋଚନାକୁ ଆସିଥିବା “ଶ୍ରବଣ” ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ଯେତେ ଶ୍ରବଣଙ୍କୁ ମନେ ପକାଉଛନ୍ତି । ତାହାଠାରୁ ଅଧିକ ଓଲିଉଡ ଇଣ୍ଡଷ୍ଟ୍ରୀ ମନେପକାଉଚି କାରଣ “ଶ୍ରବଣ” ଏବଂ “ନଦିମ” ଓଡିଆ ଇଣ୍ଡଷ୍ଟ୍ରୀ କୁ ମଧ୍ୟ ଅନେକ ଗୁଡିଏ ହି-ଟ ଗୀତ ଦେଇଛନ୍ତି ।

କେତେକ ଓଡିଆ ଚଳଚ୍ଚିତ୍ର ରେ ମଧ୍ୟ ସେ ହି-ଟ ହି-ଟ ଗୀତ ଦେଇ ଫେମସ ହୋଇଛନ୍ତି । ବନ୍ଧୁଗଣ ସେ ବହୁତ ଭଲ ବ୍ୟକ୍ତି ଥିଲେ । ସମସ୍ତଙ୍କ ସହିତ ମିଳିମିଶି କାମ କରିବାକୁ ତାଙ୍କୁ ଭଲ ଲାଗୁଥିଲା । ଏହା ସହିତ ସେ ଅନେକ ଗରିବ ଲୋକଙ୍କୁ ମଧ୍ୟ ସାହାର୍ଯ୍ୟ କରିଛନ୍ତି । ଶେଷରେ ଭଗବାନ ଙ୍କ ପାଖରେ ପ୍ରାର୍ଥନା ତାଙ୍କ ଆତ୍ମା ଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ । ଆପଣ ମାନଙ୍କୁ ଏହି ବିବରଣୀ ଜାଣି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *