ବଲିଉଡ ସୁପର ଷ୍ଟାର SRKଙ୍କ ପୁଅ Aryan Khanଙ୍କୁ ଜେଲ ପଠାଇବା ପରେ ଏବେ Mannat ମୁହାଁ NCB ଟୀମ

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ ବର୍ତ୍ତମାନ ଆର୍ଥନ ଜେ-ଲର ଏକ ନମ୍ବର ୱାର୍ଡରେ ନିଜର ବନ୍ଧୁ ଅରବାଜଙ୍କ ସହ ପ୍ରଥମ ରାତି କ-ଟି-ଛି । ଆର୍ୟନ ଖାନ ଓ ଅରବାଜ ମରଚାଣ୍ଟଙ୍କୁ ଜେ-ଲର ପ୍ରଥମ ମହଲରେ ରଖା ଯାଇଛି ୫ ଦିନ ପାଇଁ କ୍ଵାରେଣ୍ଟେଡରେ ରଖାଯିବ ବୋଲି ସୂଚନା ମିଳିଛି । ପ୍ରଥମ ଦିନ ଦୁହିଙ୍କୁ ଭାତ, ମୁଗ ଡାଲି, ରୋଟି ଓ ପରିବା ତରକାରି ଖାଇବାକୁ ଦିଅ ଯାଇଥିଲା । ଏହାକୁ ଦେଖି ଆର୍ୟନ କାନ୍ଦି ପକାଇଥିଲେ । ଏମିତି କି ଦୁହିଙ୍କୁ ଜେ-ଲ ୟୁନିଫର୍ମ ନ ମିଳିଥିବା ବେଳେ ଗୋଟିଏ ତକିଆ, ବ୍ଳାଙ୍କେଟରେ ରାତି ଗୁଜାରା କରିବାକୁ ପଡିଥିଲା ।

ଏହା ସହ ବ୍ୟାରେକରେ ଗୋଟିଏ ମାତ୍ର ଫ୍ୟାନ ଥିବା ବେଳେ ଆର୍ୟନଙ୍କୁ ଗ-ର-ମ ଲାଗୁଛି ବୋଲି ସେ ନିଜେ ଅରବାଜଙ୍କୁ କହିଥିଲେ । ଆଜି ସକାଳେ ସିରା ପୋହା ଓ ମଧ୍ୟାହ୍ନରେ ଚପାତି, ଭାତ, ସବଜି ଓ ଡାଲି ଖାଇବାକୁ ମିଳିଥିଲା । ଆସନ୍ତା ସୋମାବରା ଦିନ ସେଶନ କୋ-ର୍ଟ-ରେ ଦୁହିଙ୍କର ଜାମିନ ପାଇଁ ଆବେଦନ କରାଯିବ । ଅନ୍ୟ କ୍ଷେତ୍ର ରେ ଏନସିବୀ କହିଛି ଆମେ ଏହି କେ-ସ-ର ପୁରା ପ-ର-ଦା-ଫା-ର୍ସ କରିବୁ । ଅନ୍ୟ ପଟେ ଏନସିବୀ ବି-ରୁ-ଦ୍ଧ-ରେ ଆଙ୍ଗୁଳି ଉଠାଇବା ବନ୍ଦ କରି ନାହାନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ ।

ପୂର୍ବରୁ ପ୍ରାଇଭେଟ ଡିକ୍ଟେଟିଭଙ୍କୁ ନେଇ ପ୍ରଶ୍ନ ଉଠାଇ ଥିବାବେଳେ ଆଜି ପ୍ରଶ୍ନ କରିଛନ୍ତି କୃଜରୁ ଧରା ପଡିଥିବା ୧୧ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଏନସିବୀ କାହା ନିର୍ଦେଶରେ ଛାଡିଦେଲା ? ଯେଉଁ ଅ-ଭି-ଯୁ-କ୍ତଙ୍କୁ ଛଡା ଯାଇଛି ସେମାନେ ହେଲେ ପ୍ରତୀକ ଗାବା, ରିସଭ ସଚିଦେବ ଓ ଆମିର ଫର୍ଣ୍ଣିଚରୱାଲା । ଋଷଭ ବିଜେପି ନେତା ମୋହିତ କାମ୍ବୋଜିଙ୍କ ସ-ମ୍ପ-ର୍କୀ-ୟ ହୋଇଥିବାରୁ ଏନସିବୀ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ବିଜେପି ସହ କଥା ହୋଇ ତାଙ୍କ ୩ ଜଣଙ୍କୁ ଛାଡି ଦେଇଛି ବୋଲି ନବାବ ଅ-ଭି-ଯୋ-ଗ କରିଛନ୍ତି । ଏପଟେ ଏନସିବୀ ଉତ୍ତର ଦେଇଛି ଯେ ୩ଜଣ ନୁହେଁ ବରଂ ୬ ଜଣଙ୍କୁ ଛଡା ଯାଇଛି ।

କାରଣ ସେମାନେ ପ୍ରମାଣ ହିସାବରେ କାର୍ଯ୍ୟ କରନ୍ତୁ କୌଣସି ଜାତି, ଧର୍ମ ବା ପାର୍ଟି ହିସାବରେ ନୁହେଁ । ଏ ସବୁ ସ୍ତରରେ ଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ଏନସିବୀ । ଆଜି ଶାହରୁଖ ଖାନଙ୍କ ଡ୍ରାଇଭର ଓ ଫିଲ୍ମ ପ୍ରଡ୍ୟୁସର ଇମତିଆଜ ଖତରିଙ୍କୁ ଜେ-ରା କରିଛି ଏନସିବୀ । ଫିଲ୍ମ ପ୍ରଡ୍ୟୁସରଙ୍କ ଘର ଓ ଅଫିସରେ ଆଜି ଚଢଉ କରିଛି ଏନସିବୀ । ଏହି ମା-ମ-ଲା-ରେ ଅନ୍ୟ ଜଣେ ବ୍ୟକ୍ତି ସାନ୍ତା କ୍ଲବ ଅଞ୍ଚଳରୁ ଧାରା ପଡିଛି ଯାହାର ଏହି ଘଟଣାରେ ସମ୍ପୃକ୍ତି ରହିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *