Bollywood ସୁପର ଷ୍ଟାର SRK ଙ୍କ ବଡ ଖୁଲାସା “ମୁଁ ଭଲ ପିତା ନୁହେଁ”, ମୋ ପାଇଁ ହିଁ….

ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ୟାନ ଖାନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହେବ ପରେ ବର୍ତ୍ତମାନ ଏନସିବୀ କ-ଷ୍ଟ-ଡିରେ ରି-ମା-ଣ୍ଡରେ ଅଛନ୍ତି ଯାହା ପୁରା ଦେଶରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି । ତେବେ ଏନସିବୀର ପଚରାଉଚରା କରିବା ସମୟରେ ଆର୍ୟନ ବଡ ଖୁଲାସା କରିଥିଲେ ଯେ ତାଙ୍କୁ ତାଙ୍କ ବାପା ଶାହରୁଖଙ୍କ ସହ ଦେଖା କରିବା ପାଇଁ ଆପର୍ଟମେଣ୍ଟ ନେବାକୁ ପଡୁଥିଲା କାରଣ ସେ ତାଙ୍କ କାମରେ ବହୁତ ବ୍ୟସ୍ତ ରହୁଥିଲେ । ତେବେ ସୂଚନା ଅନୁସାରେ ବର୍ତ୍ତମାନ ଶାହରୁଖ ମଧ୍ୟ ଏକ ବଡ ଖୁଲାସ କରି କହିଛନ୍ତି ଯେ ସେ ଜଣେ ଭଲ ବାପା ନୁହନ୍ତି ଯାହାର ଅନୁଭବ ସେ କରୁଛନ୍ତି ।

ସୁପର ଷ୍ଟାର ଶାହରୁଖ ନିଜର ପିଲା ଆର୍ୟନ, ଇବ୍ରାହମ ଓ ସୁହାନା ଖାନଙ୍କୁ ନେଇ ଅନେକ କଥା ଗଣ ମାଧ୍ୟମରେ ଶେୟାର କରିଥାନ୍ତି । ଏକ ଇଣ୍ଟରବିୟୁରେ ଶାହରୁଖ ନିଜ ପିଲାଙ୍କ ବିଷୟରେ କହିଥିଲେ ଯେ ଗୋଟେ ସମୟରେ ସେ ତାଙ୍କର ପୁଅ ଇବ୍ରାହମ ଖାନଙ୍କୁ ତାଙ୍କ ପାଖକୁ ଡ଼ାକିଥିଲେ ବସିବା ପାଇଁ କିନ୍ତୁ ଇବ୍ରାହମ ତାଙ୍କ ପାଖରେ ନ ବସି ସେଠାରୁ ଚାଲି ଯାଇଥିଲେ । ଏହା ପରେ କିଂ ଖାନ ଅନୁଭବ କରିଥିଲେ ଯେ ଜଣେ ଭଲ ବାପା ହୋଇପାରି ନାହାନ୍ତି । ଶାହରୁଖ କହିଥିଲେ ଯେ ମୁଁ ଫିଲ୍ମକୁ ଅଧିକ ଗୁରୁତ୍ଵ ଦେଉ ଥିବାରୁ ପିଲାଙ୍କୁ ସମୟ ଦେଇପାରୁ ନାହି ।

ଗୋଟେ ଦିନ ତାଙ୍କ ପୁଅ ଝିଅ ସହ ଛିଡା ହୋଇ କହିବ ମୁଁ ତୁମକୁ ଛାଡି ଯାଉଛି ଏହିଭଳି ପ୍ରକ୍ରିୟା ଦେଇଥିଲେ କିଂ ଖାନ । ଅନ୍ୟ ଏକ ଇଣ୍ଟରବିୟୁରେ କିଂ ଖାନ କହିଥିଲେ ଯେ ସେ ଜଣେ ସୁରକ୍ଷାକାରୀ ପିତା ନୁହନ୍ତି । ସେ ଦେଖିବାକୁ ଏମିତି ଲାଗନ୍ତି କିନ୍ତୁ ବାସ୍ତବରେ ଏମିତି ନୁହନ୍ତି ବୋଲି ଶାହରୁଖ ମତ ଦେଇଥିଲେ । ସାହୁରୁଖ କହିଛନ୍ତି ଯେ ଯେବେ ସେ କୌଣସି ନୂଆ ଫିଲ୍ମରେ ଫା-ଇ-ଟି-ଙ୍ଗ ଆକ୍ସନ କରିଥାନ୍ତି ତେବେ ତାଙ୍କ ପୁଅ ଇବ୍ରାହିମ ତାଙ୍କୁ ଦେଖି ଡ-ଋ ଯାଇଥାନ୍ତି । ଯେଉଁ ଲୋକଙ୍କ ସହ ଇବ୍ରାହିମ ଭେଟ କରିଥାନ୍ତି ତାଙ୍କୁ ମିସବିହେଭ ଦେଖାଇଥାଏ ବୋଲି ଶାହରୁଖ କହିଛନ୍ତି ।

ଏମିତି କାମ ଇବ୍ରାହିମ “ଦିଲଵାଲେ” ଫିଲ୍ମରେ କାଜଲ ଓ ଶାହରୁଖଙ୍କୁ ଏକାଠି ଦେଖିବା ପରେ କରିଥିଲା । ଏହା ବ୍ଯତୀତ ଇବ୍ରାହିମ ସବୁବେଳେ ଗା-ଳି ଦେବା କଥା ଶାହରୁଖଙ୍କ ସହ ଶେୟାର କରିଥାଏ ବୋଲି ନିଜେ ଶାହରୁଖ ଖୁଲାସା କରିଛନ୍ତି । ଯେତେବେଳେ ଶାହରୁଖ ଏହି କଥା ଶୁଣନ୍ତି ତେବେ ଏହାର ଦିତୀୟ ୱାର୍ଡ ସେ ନିଜେ ପୁଅକୁ ଶିଖାଇବେ ବୋଲି କହିଥାନ୍ତି । ଏହିଭଳି ଭାବେ ଶାହରୁଖ ନିଜର ପ୍ରତିକ୍ରିୟା ନିଜ ପିଲା ମାନଙ୍କ ପ୍ରତି ଜାହିର କରିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *